Latest Odisha News

BREAKING NEWS

Yearly Archives

2020

କରୋନା ଲକଡାଉନ: ୯ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସକୁ ଜବତ କଲା ପୋଲିସ

କେନ୍ଦୁଝର: ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୧୦୮ ଆମ୍ବୁଲାନ୍ସକୁ ଜବତ କରିଛି ପୋଲିସ । କୋଭିଡ-୧୯ ଲକଡାଉନ ମଧ୍ୟରେ ଆମ୍ବୁଲାନ୍ସରେ ୯ଜଣ ପର୍ଯ୍ୟଟକ ଯାଉଥିଲେ । ଗାଡିଟିକୁ ଜବତ କରାଯାଇଛି ଏବଂ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ତେବେ କରେନାଭାଇରସ ସଂକ୍ରମଣକୁ ରୋକିବା ପାଇଁ…

ତରଙ୍ଗରେ ଆରମ୍ଭ ହୋଇଛି ପୌରାଣିକ କଥାବସ୍ତୁ ଆଧାରିତ ସିରିଏଲ ‘ଶ୍ରୀଜଗନ୍ନାଥ’

ଭୁବନେଶ୍ୱର: ଦୂରଦର୍ଶନ ଓ ଡିଡି ଭାରତୀରେ ପୌରାଣିକ କଥାବସ୍ତୁ ଆଧାରିତ ରାମାୟଣ ଓ ମହାଭାରତ ଆରମ୍ଭ ହୋଇଥିବା ବେଳେ ଲୋକପ୍ରିୟ ଚ୍ୟାନେଲ ତରଙ୍ଗରେ ସୋମବାରଠାରୁ ଆରମ୍ଭ ହୋଇଛି ‘ଶ୍ରୀଜଗନ୍ନାଥ’ । ପ୍ରତିଦିନ ସକାଳ ୯ଟାରେ ଏହା ପ୍ରସାରିତ ହେଉଛି । ଏ ନେଇ ତରଙ୍ଗ ଚ୍ୟାନେଲ ପକ୍ଷରୁ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିକୁ ୨କୋଟି ୩ଲକ୍ଷ ଦେଲା କଟକ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିକୁ ଛୁଟିଛି ସହାୟତାର ସୁଅ । ଆଜି କଟକ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ପକ୍ଷରୁ ୨କୋଟି ୩ଲକ୍ଷ ୨୭ ହଜାର ୮୫୧ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । କଟକ ସିବିବି ଅଧ୍ୟକ୍ଷ ବୀରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ…

ପିଏମ କେୟାର୍ସ ପାଣ୍ଠିକୁ ୨୫ କୋଟିର ସହାୟତା ଘୋଷଣା କଲା ଜେଏସପିଏଲ

ନୂଆଦିଲ୍ଲୀ: ଘରୋଇ ଷ୍ଟିଲ ନିର୍ମାତା କମ୍ପାନୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କମ୍ପାନୀ ମଙ୍ଗଳବାର ଦିନ କୋଭିଡ-୧୯ ପ୍ରକୋପରୁ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରେ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରିଛି । ଜେଏସପିଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ଟ୍ୱିଟ କରି ଲେଖିଛନ୍ତି,…

କାଲିଠୁ ଆରମ୍ଭ ହେବ ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’

ରାମାୟଣ ଓ ମହାଭାରତ ଦେଖି ସମସ୍ତେ ନିଜ ପିଲାଦିନ କଥା ମନେ ପକାଉଥିବା ବେଳେ ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’ । ନବେ ଦଶକର ସୁପରହିରୋ ଶକ୍ତିମାନ ସିରିଏଲ ପୁଣି ଥରେ ପ୍ରସାରିତ ହେବାକୁ ଥିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ…

୩୦% ହିତାଧିକାରୀଙ୍କୁ ମିଳି ସାରିଲାଣି ପିଡିଏସ୍ ସାମଗ୍ରୀ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଳା ପାଇଁ ଚାରିଆଡେ ଜାରି ରହିଛି ସଂଘର୍ଷ । ରାଜ୍ୟ ସରକାର ମଧ୍ୟ ଜୋର୍‌ସୋର ପ୍ରସ୍ତୁତି ଚଲାଇଛନ୍ତି । ଏହାରି ଭିତରେ ପିଡିଏସ୍ ଯୋଗାଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ନେଇ ଯୋଗାଣ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଏଯାଏଁ ୩୦ ପ୍ରତିଶତ ହିତାଧିକାରୀଙ୍କ ଘରେ…

ବଜ୍ରକାପ୍ତା ଓ ବାଦୁଡି ହେଉଛନ୍ତି କରୋନାର ଜନ୍ମଦାତା !

ନୂଆଦିଲ୍ଲୀ: ଯେଉଁ ସମୟରେ କରୋନାଭାଇରସର ଉତ୍ପତ୍ତି ହେଲା, ସେହି ସମୟରୁ ବାଦୁଡିରୁ ମନୁଷ୍ୟ ଶରୀରକୁ କରୋନାଭାଇରସ ଆସିଥିବା ଅନୁମାନ କରାଯାଉଛି । କିଛି ସମୟ ପରେ ଜଣାପଡିଲା କି ସାର୍ସ କରୋନା ଭାଇରସ-୨ର ଜିନୋମ ବାଦୁଡି ଠାରେ ଦେଖାଯାଉଥିବା କରୋନା ଭାଇରସ ସହ ମିଶେ । କିନ୍ତୁ ଏହା ୧୦୦ ପ୍ରତିଶତ…

କଟକ ଏସ୍‌ସିବିରେ ହେବ କରୋନା ରକ୍ତ ନମୁନା ପରୀକ୍ଷା: ସ୍ୱାସ୍ଥ୍ୟମନ୍ତ୍ରୀ

କଟକ: ଏଣିକି କଟକ ବଡ ମେଡିକାଲରେ ହେବ କରୋନା ରକ୍ତ ନମୁନା ପରୀକ୍ଷା । ଏଥିପାଇଁ ଆଇସିଏମ୍‌ଆର୍‌ସି ତରଫରୁ ଅନୁମତି ମିଳିଛି । ଖୁବ୍‌ଶୀଘ୍ର ବୁର୍ଲା ହସ୍ପିଟାଲ ଓ ବ୍ରହ୍ମପୁରର ଏମ୍‌କେସିଜିରେ ଏହି ସୁବିଧା ଉପଲବ୍ଧ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।…

କ’ଣ କହୁଛି ମାଳିକା; କରୋନା ନୁହେଁତ ବିନାଶର ସତର୍କଘଣ୍ଟି !

ଭୁବନେଶ୍ୱର: ଆର୍ଯ୍ୟଭୂମି ଭାରତବର୍ଷ ସାଧୁ-ସନ୍ଥ ଓ ସାଧକଙ୍କର ଦେଶ । ଏହି ଦେବଭୂମିରେ ସନାତନ ଧର୍ମର ସୃଷ୍ଟି ଏବଂ ଏହି ସନାତନ ଧର୍ମରୁ ଅନେକ ଧର୍ମ, ଗୋଷ୍ଠୀ ଓ ସମ୍ପ୍ରଦାୟର ସୃଷ୍ଟି । କେବଳ ୫ ଶହ ବର୍ଷ ପୂର୍ବରୁ ମାଳିକାରେ ବର୍ଣ୍ଣିତ ଭବିଷ୍ୟତବାଣୀ ଯେ ଉପଲବ୍ଧ ତାହାନୁହେଁ, ଭଗବାନ…

ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ: ଗୃହ ସଚିବ

ଭୁବନେଶ୍ୱର: ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ । ଏନେଇ ଆଜି ପ୍ରବାସୀ ଓଡ଼ିଆ ତଥା ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ ହୋଇଛି । ଏହାପରେ ଗୃହ ସଚିବ ସଂଜୀବ ଚୋପ୍ରା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷ ଓଡ଼ିଆ ବାହାରେ ଅଛନ୍ତି । ସେଥିମଧ୍ୟରୁ ୪୦…