Latest Odisha News

BREAKING NEWS

Yearly Archives

2020

ଭାରତୀୟ ସେନାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ କରୋନାଭାଇରସ କାୟା ମେଲାଉଥିବା ବେଳେ ଭାରତୀୟ ସେନାରେ ଦୁଇ ଜଣ ବ୍ୟକ୍ତିଙ୍କର କରୋନା ପରୀକ୍ଷା ପଜିଟିଭ ବାହାରିଛି । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି କର୍ଣ୍ଣେଲ ର‌୍ୟାଙ୍କର ଡାକ୍ତର, ଯିଏକି କଲିକତାର ଆର୍ମି କମାଣ୍ଡ ହସ୍ପିଟାଲରେ ମୁତୟନ ଥିଲେ । ଅନ୍ୟଜଣେ ହେଲେ…

କୋଭିଡ-୧୯: ଦେଶରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ସାରା ବିଶ୍ୱରେ ହାହାକାର। କରୋନା ପ୍ରଭାବରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦ ହଜାର ଟପିଥିବା ବେଳେ ଭାରତରେ ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ୨୭ ଜଣଙ୍କ ପ୍ରାଣ ଗଲାଣି । ତେବେ ଖାଲି ସଂକ୍ରମିତ ନୁହେଁ ବରଂ ସଂକ୍ରମଣରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୦-୩-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୩୦ ରିଖ ସୋମବାର ମୀନ ୧୭ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର   ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର: ବିଛା ରାଶି ପୁରୁଷଙ୍କର ଆଜି…

ବଢୁଛି ତାତି: ଅନୁଗୁଳରେ ୪୦° ଛୁଇଁଲା ପାରଦ

ଭୁବନେଶ୍ୱର: ବଢୁଛି ତାତି । ଦେଖୁଦେଖୁ ରାଜ୍ୟରେ ତାପମାତ୍ରା ବଢିବା ଆରମ୍ଭକଲାଣି। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ନିୟମିତ ଭାବେ ବଢ଼ିଚାଲିଛି। ଆଗକୁ ଆଗକୁ ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର…

ଏକତରଫା ପ୍ରେମ ହେଲା କାଳ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ଶଟିପାଲ୍ଲୀ ଗ୍ରାମରେ ରବିବାର ଦିନ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ସେହି ଗ୍ରାମରେ ଜଣେ ଯୁବକ ଏକତରଫା ପ୍ରେମରେ ବିଫଳ ହେବାରୁ ନିଜ ଯୌନାଙ୍ଗ କାଟି ଦେଇଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଗ୍ରାମର ଜଣେ ଯୁବତୀ ତାଙ୍କ ପ୍ରେମ…

ଆମେରିକାରେ ଅଣାୟତ୍ତ କରୋନା: ଏପ୍ରିଲ ୩୦ ଯାଏଁ ଘୁଞ୍ଚିଲା ସାମାଜିକ ଦୂରତା ଗାଇଡଲାଇନ

ୱାସିଂଟନ: ବଢୁଥିବା କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ସାମାଜିକ ଦୂରତା ଗାଇଡଲାଇନକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିଛନ୍ତି। ହ୍ଵାଇଟ ହାଉସରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଟ୍ରମ୍ପ ଏହି ସୂଚନା ପ୍ରଦାନ କରିଛନ୍ତି । ତେବେ…

କରୋନା ମହାମାରୀ: ବିଶ୍ୱରେ ୬ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆଁରେ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୬ ଲକ୍ଷ ୩୪ ହଜାର ୮୩୫ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ସାଢ଼େ ୩ ଲକ୍ଷ ଟପି ସାରିଛି । ଗତ ୨୪ ଘଣ୍ଟା…

ଭାରତରେ ଗମ୍ଭିର ହେଉଛି ସ୍ଥିତି: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧୦୨୪ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ କରୋନାଭାଇରସ…

କରୋନା ଯୁଦ୍ଧରେ ଓଡ଼ିଶାର ମଙ୍ଗ ଧରିଥିବା ସୁବ୍ରୋତ ବାଗଚିଙ୍କ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: କରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଏହାର ସଫଳ ମୁକାବିଲା ପାଇଁ କେନ୍ଦ୍ର ସମେତ ସମସ୍ତ ରାଜ୍ୟର ସରକାର ଅଣ୍ଟା ଭିଡିଛନ୍ତି । ତେବେ ଏହି କରୋନା ଯୁଦ୍ଧରେ ଓଡ଼ିଶା ମଙ୍ଗ ଧରିଛନ୍ତି ସୁବ୍ରୋତ ବାଗଚି । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସାଜିଥିବା ଏହି…

ମୋଦିଙ୍କ ଟୁଇଟ୍‌ରେ କୁନି ଝିଅର କରୋନା ସଚେତନତା ବାର୍ତ୍ତା

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସମୟରେ ସାଧାରଣଲୋକଙ୍କ ଭଲ କାମ ଓ ବାର୍ତ୍ତାକୁ ନିଜ ପକ୍ଷରୁ ଟୁଇଟ୍ କରି ଉତ୍ସାହିତ କରିବାର ଅନେକ ନଜିର୍ ରହିଛି । ତେବେ ରବିବାର ଅପରାହ୍ନରେ ନରେନ୍ଦ୍ର ମୋଦିଙ୍କ ଟ୍ୱିଟରରେ ସ୍ଥାନ ପାଇଥିଲା କରୋନା ସଂକ୍ରମଣ ଓ ଲକ୍ ଡାଉନ୍ କୁ…