ତାଲା ବନ୍ଦ: ଟ୍ୱିନସିଟିରେ ଦିନିକିଆ ପାସ୍ ବ୍ୟବସ୍ଥା ଆରମ୍ଭ
ଭୁବନେଶ୍ୱର: ଟ୍ୱିନସିଟିରେ ଆରମ୍ଭ ହେଲା ଦିନିକିଆ ପାସ୍ ବ୍ୟବସ୍ଥା । ଜରୁରୀକାମରେ ବାହାରକୁ ବହାରୁଥିବା ଲୋକଙ୍କ ପାଇଁ ଦିନିକିଆ ପାସ୍ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ଏଥିପାଇଁ ଏକ ଜରୁରୀକାଳିନ ଷ୍ଟିକର ବ୍ୟବସ୍ଥା କରାଯାଇଛି ।
ଯାତ୍ରୀ ନେଉଥିବା ଗାଡିର ସାମ୍ନା ପଟରେ ଷ୍ଟିକର ଭାବେ…