Latest Odisha News

BREAKING NEWS

Yearly Archives

2020

କରୋନା: ଭାଇରସ ସଂକ୍ରମଣର ୪ଟି ପର୍ଯ୍ୟାୟ କ’ଣ ? କେଉଁ ଚରଣରେ ହୁଏ ଅଣାୟତ୍ତ ?

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୧ରେ ପହଞ୍ଚିଲାଣି ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର ୫୪୮ଟି ଜିଲ୍ଲାକୁ ଲକଡାଉନ କରାଯାଇଛି । କରୋନାଭାଇରସ ଭୟାବହ ଆଡକୁ ଗତି କରୁଛି । ତେବେ ଏହି ମହାମାରୀର ୪ଟି…

କରୋନା ମୁକାବୁଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୋଳ ସହିତ ୮ଟି ସହର ଯଥା-ପୁରୀ,…

କରୋନା ଲକଡାଉନ: ଶାହିନବାଗରୁ ହଟିଲେ ବିକ୍ଷୋଭକାରୀ, ତମ୍ବୁ ହଟାଇ ରାସ୍ତା ଖାଲି କଲା ପୋଲିସ

ନୂଆଦିଲ୍ଲୀ: ନାଗରିକତା ଆଇନ ବିରୋଧରେ ଗତ ଡିସେମ୍ବର ୧୫ ରୁ ଶାହିନବାଗରେ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ ପୋଲିସ ହଟାଇ ଦେଇଛି। ଦିଲ୍ଲୀ ଏବଂ ନୋଏଡାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଥିବା ତମ୍ବୁଗୁଡ଼ିକୁ ମଧ୍ୟ ପୋଲିସ ହଟାଇ ଦେଇଛି। DCP South East:People at the protest site…

ହୋମ କ୍ୱାରେଣ୍ଟାଇନ ଉଲ୍ଲଂଘନ ପାଇଁ ବ୍ରହ୍ମପୁରରେ ଜଣଙ୍କ ନାଁରେ ମାମଲା ରୁଜୁ

ବ୍ରହ୍ମପୁର: ନିକଟରେ ଦୋହାରୁ ଫେରିଥିବା ଜଣେ ବ୍ୟକ୍ତି ହୋମକ୍ୱାରେଣ୍ଟାଇନରେ ଥାଇ ମଧ୍ୟ ଏଥିରେ ଖିଲାପ କରିଥିବା ଅଭିଯୋଗ ଆସିଛି । ପାତ୍ରପୁର ତହସିଲଦାରଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ଜରଦା ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସରକାରୀ…

କରୋନା ମୁକାବିଲା: ଆଜିଠୁ ବନ୍ଦ ବସ୍ ସେବା

ଭୁବନେଶ୍ୱର : ମାରାତ୍ମକ କରୋନା ଭାଇରସ ସହ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କରୋନାଭାଇରସ୍‌ ବିରୋଧରେ ସାମାଜିକ ଦୂରତା ଓ ସଙ୍ଗରୋଧକୁ ଅବଲମ୍ବନ କରିବା ପାଇଁ ମଙ୍ଗଳବାର (ଆଜିଠାରୁ) ରାଜ୍ୟ ମଧ୍ୟରେ ସମସ୍ତ ବସ୍ ଚଳାଚଳକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।…

କରୋନା ସତର୍କତା: ଆଜି ମଧ୍ୟରାତ୍ରିରୁ ଉଡିବନି ଘରୋଇ ବିମାନ

ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସ ସଂକ୍ରମଣକୁ ରୋକିବା ନିମନ୍ତେ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି ଦୃଢ଼ ପଦକ୍ଷେପ । ମାର୍ଚ୍ଚ ୨୪ ତାରିଖ (ଆଜି) ମଧ୍ୟରାତ୍ରିରୁ ଘରୋଇ ବିମାନ ଚଳାଚଳ ବନ୍ଦ ରହିବା ନେଇ ସୋମବାର ଦିନ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛି । ଆଜି ବିମାନ…

କୋଭିଡ-୧୯: ୪୭୧ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୦ ଟି ରାଜ୍ୟ ଲକଡାଉନ

ନୂଆଦିଲ୍ଲୀ: କରୋନା ଆତଙ୍କରେ ଆତଙ୍କିତ ସାରା ଦେଶ । ସମ୍ଭାବ୍ୟ କରୋନା ଭାଇରସ ବିସ୍ତାରରେ ଅଙ୍କୁଶ ଲଗାଇବା ପ୍ରୟାସର ୩୦ଟି ରାଜ୍ୟକୁ ଲକଡାଉନ ଘୋଷଣା କରାଯାଇଛି । ଅନ୍ୟପଟେ ସୋମବାର ବିଳମ୍ବିତ ସନ୍ଧ୍ୟାରେ କରୋନାରେ ଆଉ ଜଣଙ୍କର ପ୍ରାଣ ଯାଇଛି । କରୋନା ଆକ୍ରାନ୍ତରେ ଏହା ଦେଶର ନବମ ମୃତ୍ୟୁ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୪-୩-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ୨୪ ରିଖ ମଙ୍ଗଳବାର  ମୀନ ୧୧ ଦିନ ଚୈତ୍ର ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି   ଉତ୍ତର ଭାଦ୍ର ନକ୍ଷତ୍ର ମୀନ  ଚନ୍ଦ୍ର  ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ ତୁଳା…

କରୋନା ମୁକାବିଲା ନେଇ ଶିଳ୍ପଜଗତ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଆର୍ଥକ ଓ ଶିଳ୍ପ କ୍ଷେତ୍ର ଉପରେ ପଡିଥିବା ପ୍ରଭାବ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପଜଗତର ପ୍ରତିନିଧିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଦେଶର ୧୮ଟି ସହରର ପ୍ରମୁଖ ଶିଳ୍ପ ସଂଘ ସିଆଇଆଇ,…

ଭାରତରେ କରୋନା ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି; ହିମାଚଳ ପ୍ରଦେଶରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ୍ ଅଫ ମେଡ଼ିକାଲ୍ ରିସର୍ଚ୍ଚ (ଆଇସିଏମଆର) ସୋମବାର ଦିନ ପ୍ରକାଶ କରିଛି ଯେ, ଭାରତରେ କରୋନା ଭୂତାଣୁ ସଂକମିତଙ୍କ ସଂଖ୍ୟା ୪୭୧କୁ ବୃଦ୍ଧି ପାଇଛି । ହିମାଚଳପ୍ରଦେଶର ଟଣ୍ଡା ହସ୍ପିଟାଲରେ ଜଣେ ୬୯ ବର୍ଷିୟା ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ମହିଳାଙ୍କ ଶରୀରରେ…