Latest Odisha News

BREAKING NEWS

Yearly Archives

2020

ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୍‌୧୯ ହସ୍‌ପିଟାଲ୍ ସ୍ଥାପନ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ଖୋଲାଯାଇଥିବା ଘୋଷଣା କରାଯାଇଛି । ସାର ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇ ମହାନଗର ନିଗମ ସହଯୋଗରେ…

ମୁଁ ସେହି ପଶୁମାନଙ୍କୁ ସଜ୍ଜା ଦେବାକୁ ଚାହୁଁଛି: ଅଲିଅଳି ନିର୍ଭୟାର ମାଆକୁ ଶେଷଚିଠି…

ନୂଆଦିଲ୍ଲୀ: ଅବ୍ୟକ୍ତ ଯନ୍ତ୍ରଣାରେ ସଢି ମୃତ୍ୟୁକୁ ହିଁ ଆଦରି ନେଇଥିଲେ ନିର୍ଭୟା । ନିର୍ଭୟା ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଡାକ୍ତରୀ ବେଡରୁ ଲେଖିଥିଲେ ମାଆଙ୍କୁ ଚିଠି । ତାଙ୍କ ଜୀବନକୁ ଛିନ୍ ଭିନ୍ କରିଦେଇଥିବା ୬ଜଣ ନରରାକ୍ଷସଙ୍କୁ ଅବଶ୍ୟ ଶାସ୍ତି ମିଳିଛି । ଫାଶୀ ଖୁଣ୍ଟରେ…

କରୋନା ପ୍ରଭାବିତ ସଂସ୍ଥାଗୁଡ଼ିକ ଲାଗି କେନ୍ଦ୍ରର ଅର୍ଥନୀତି ପ୍ୟାକେଜ୍ !

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସମସ୍ତ କ୍ଷେତ୍ରରେ ବାଧା ସୃଷ୍ଟି ହେବା ସହିତ ଏକପ୍ରକାର ମାନ୍ଦା ଅବସ୍ଥାର ଆଶଙ୍କା ସୃଷ୍ଟି ହୋଇଛି । ଏପରି ସ୍ଥିତିକୁ ମୁକାବିଲା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସଂସ୍ଥା ଗୁଡ଼ିକ ଲାଗି ଖୁବ୍ ଶିଘ୍ର ଏକ ଅର୍ଥନୀତି…

ପୋଲିସ ଥାନାରେ ଦିଆଯାଉନାହିଁ ପାସ୍‌…ଭିଡ ନ କରିବାକୁ ପୋଲିସ କମିଶନରଙ୍କ ଅନୁରୋଧ

ଭୁବନେଶ୍ୱର: ଲକଡାଉନ ସମୟରେ ଗାଡି ପାଇଁ କର୍ଫୁ ପାସ୍ ନେବାକୁ ଟ୍ୱିନ ସିଟିର ବିଭିନ୍ନ ପୋଲିସ ଥାନାରେ ପ୍ରବଳ ଭିଡ ଦେଖାଦେଇଛି । ତେବେ ପରିସ୍ଥିତି ଅଣାୟତ ହେବା ଆଡକୁ ଗତି କରିବାରୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ବିଳମ୍ବିତ ସନ୍ଧ୍ୟାରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛନ୍ତି । କୌଣସି…

କନ୍ଧମାଳ: ବାହାଘର ଭାଙ୍ଗିଲା କରୋନାଭାଇରସ୍ !

ଫୁଲବାଣୀ: କୋଭିଡ୍ -୧୯ ଗାଇଡ୍‌ଲାଇନ୍ ଭାଙ୍ଗି ଓଡିଶା ପୋଲିସ ହାତରେ ଗିରଫ ଫୁଲବାଣୀର ଯୁବକ । ସଂପୃକ୍ତ ଯୁବକ କରୋନା ମହାମାରୀ ବିରୋଧୀ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଭାଙ୍ଗି ବିବାହ ଉତ୍ସବର ଆୟୋଜନ କରିଥିଲେ । କନ୍ଧମାଳର ନୂଆପଦା ଗାଁରୁ ପରମେଶ୍ୱର ଭୁକ୍ତା ନାମକ ଯୁବକଙ୍କୁ ଗିରଫ କରିଛି…

ଚାକିରିଆଙ୍କୁ ଆଶ୍ୱସ୍ତି, କଟିବନି ଦରମା କି ବରଖାସ୍ତ ହେବେନି କର୍ମଚାରୀ

ଦିଲ୍ଲୀ: ଏଣିକି ଆଉ ଚାକିରିଆଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଲକ୍‌-ଡାଉନ୍ ହେଉ କି ଜନତା କର୍ଫ୍ୟୁ । ଜରୁରୀକାଳୀନ ସ୍ଥିତରେ ଘରେ ରହିଲେ ବି ମିଳିବ ପୂରା ଦରମା । ଏପରିକି ଚାକିରି ଯିବାର ବି ଭୟ ନାହିଁ । ଲକ୍‌-ଡାଉନ୍ ଓ ଜନତା କର୍ଫ୍ୟୁ ଭଳି ଶବ୍ଦ ସାଧାରଣ ଲୋକଙ୍କୁ ଦେଇଛି ନୂଆ…

ପଶ୍ଚିମବଙ୍ଗରେ ପ୍ରଥମ କରୋନା ମୃତ୍ୟୁ

କୋଲକାତା: ସାରା ବିଶ୍ୱରେ କରୋନାଭାଇରସର ଭୟାବହ ରୂପ ଦେଖିବାକୁ ମିଳୁଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ଜନିତ ଜଣେ ୫୭ ବର୍ଷୀୟ ବୃଦ୍ଧା ପଶ୍ଚିମବଙ୍ଗର କୋଲକାତା ହସ୍ପିଟାଲରେ ଜୀବନ ହାରିଛନ୍ତି । ଏହା ହେଉଛି ପଶ୍ଚିମବଙ୍ଗର ପ୍ରଥମ କରୋନା ଜନିତ ମୃତ୍ୟୁ ।…

ବିଜେପି ନେତା ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଭୋପାଳ: ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନ ସୋମବାର ଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । Bhopal: BJP's Shivraj Singh Chouhan takes oath as the Chief Minister of #MadhyaPradesh, at Raj Bhavan. pic.twitter.com/nJuy5TCQR2…

କୋଭିଡ-୧୯ ଲକଡାଉନ: କଟକରେ ୨ଟି ପର୍ଯ୍ୟାୟରେ ମାଲଗୋଦାମ ଚାଲିବ

କଟକ: କରୋନାଭାଇରସ ସଂକ୍ରମଣକୁ ରୋକିବାକୁ ନେଇ ସାମାଜିକ ଦୂରତାକୁ ପ୍ରଭାବଶାଳୀ କରିବା ପାଇଁ ମଙ୍ଗଳବାର ଦିନ ମାଲଗୋଦାମରେ ୨ଟି ପର୍ଯ୍ୟାୟରେ କାମ ଚାଲିବ । ଏନେଇ କଟକ ଚାମ୍ବର୍ସ ଅଫ କମର୍ସର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ସୂଚନା ଦେଇଛନ୍ତି । ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ…

କୋଭିଡ୍‌-୧୯ ପାଣ୍ଠିକୁ ୩ ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଭୂତାଣୁ ସହିତ ଲଢିବା ନିମନ୍ତେ ଗଠିତ ହୋଇଥିବା କୋଭିଡ୍‌-୧୯ ରିଲିଫ ଫଣ୍ଡକୁ ସୋମବାର ଦିନ ତାଙ୍କର ତିନିମାସର ଦରମାର ଦାନ କରିଛନ୍ତି । CM @Naveen_Odisha has donated his three months’ salary to CMRF #COVID19 Fund to…