Latest Odisha News

BREAKING NEWS

Yearly Archives

2020

କରୋନା: ସୁପ୍ରିମକୋର୍ଟରେ ପ୍ରବେଶ ମନା, ଭିଡିଓ କଂଫ୍ରେନ୍ସିଂ ମାଧ୍ୟମରେ ହେବ ଶୁଣାଣି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ କରୋନାଭାଇରସର ଦ୍ରୁତ ପ୍ରସାରକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି । କେବଳ ଅତି ଜରୁରୀ ମାମଲା ଗୁଡିକର ଶୁଣାଣି ଭିଡିଓ କଂଫ୍ରେନ୍ସିଂ ମାଧ୍ୟମରେ କରିବାର ନିର୍ଣ୍ଣୟ ନିଆଯାଇଛି । କୋର୍ଟ ପରିସର ମଧ୍ୟରେ ଥିବା ଓକିଲଙ୍କ…

ଭୁବନେଶ୍ୱର-କଟକ ଟ୍ୱିନସିଟିରେ ସବୁ ଘରୋଇ ଗାଡି ପାଇଁ ଲକ୍ ଡାଉନ ପାସ୍ ଜରୁରୀ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶାର ୫ଟି ଜିଲ୍ଲା ସମେତ କେତେକ ସହରରେ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା ହୋଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ଲୋକେ ଏହାକୁ ମାନୁ ନ ଥିବା ନଜରକୁ ଆସୁଥିବାରୁ କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ କେତେକ ନିୟମ କରାଯାଇଛି ।…

ମହିଳା ଖେଳାଳିଙ୍କୁ ଖରାପ ବ୍ୟବହାର ଦେଖାଇ ଅତୁଳ ବେଡାଡେ ନିଲମ୍ବିତ

ନୂଆଦିଲ୍ଲୀ: ବରୋଦା କ୍ରିକେଟ ଆସୋସିଏଶନର ମହିଳା ଟିମ୍ କୋଚ ଅତୁଳ ବେଡାଡୋଙ୍କୁ ମହିଳା ଖେଳାଳିଙ୍କୁ ଖରାପ ବ୍ୟବହାର ଦେଖାଇ ନିଲମ୍ବିତ ହୋଇଛନ୍ତି । ଖେଳାଳୀଜଣକଙ୍କ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଓ ସର୍ବ ସମ୍ମୁଖରେ ଅପମାନିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ବିସିଏ ମୁଖ୍ୟ…

କରୋନା ସତର୍କତା: ଏୟାରଲାଇନ୍ସ ପାଇଁ ଗାଇଡଲାଇନ ଜାରି କଲା ଡିଜିସିଏ

ନୂଆଦିଲ୍ଲୀ: ଭାରତରେ କରୋନାର ଭୟାବହତା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ଗାଇଡଲାଇନ ଜାରି ହୋଇଛି । ଡିଜିସିଏ(ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ) ମଧ୍ୟ ସମସ୍ତ ଏୟାରଲାଇନ୍ସ ଏବଂ ବିମାନ ଅପରେଟରଙ୍କ ପାଇଁ ସାମାଜିକ ଦୂରତା ବଜାୟ ରଖିବା ନେଇ…

ଶିବରାଜଙ୍କ ଚତୁର୍ଥ ଇନିଂସ ! ସନ୍ଧ୍ୟାରେ ନେଇପାରନ୍ତି ଶପଥ

ଭୋପାଲ: ପୁଣି ଥରେ ମଧ୍ୟପ୍ରଦେଶର ମଙ୍ଗ ଧରିପାରନ୍ତି ଶିବରାଜ ସିଂହ ଚୌହାନ । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଜେପିର ବିଧାୟକ ଦଳ ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସିଂହ ଚୌହାନ ଶପଥ ନେଇପାରନ୍ତି । ଏଥିପାଇଁ ରାଜଭବନ ଭିତରେ ପ୍ରସ୍ତୁତି ଜୋର୍‌ସୋର୍‌ରେ ଆରମ୍ଭ…

ଭାରତରେ କରୋନା ନେଲା ଆଉ ଏକ ଜୀବନ; ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି !

ନୂଆଦିଲ୍ଲୀ: ଅଣାୟତ ହେଉଛି କରୋନା । କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଫିଲିପାଇନ୍ସର ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତି ଭାରତରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ସୋମବାର ଦିନ ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। କରୋନାଭାଇରସ୍ ସମ୍ବନ୍ଧୀୟ ମୁମ୍ବାଇରୁ ଏହା ହେଉଛି…

ନଟିଆ ଦେଲା କରୋନା ସଚେତନତା ବାର୍ତ୍ତା

ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ହୋଇଛି । ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରିବା ପାଇଁ କେଉଁଠି ଭିଡିଓ ତିଆରି ହେଉଛି ତ କେଉଁଠି ସଙ୍ଗୀତ ପ୍ରସ୍ତୁତ ହୋଇଛି । ତେବେ ଏସବୁ ଭିତରେ କମେଡି ମାଷ୍ଟର ନଟିଆ ବି ପଛରେ ନାହିଁ । ନଟିଆ ନିଜ ଭିଡିଓ ‘କରୋନା ସହ…

କରୋନା: ପଞ୍ଜାବରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ

ଚଣ୍ଡିଗଡ: ପଂଜାବରେ ଫେଲ୍ ମାରିଲା ଲକ ଡାଉନ ବ୍ୟବସ୍ଥା । ଲାଗୁ ହେଲା କର୍ଫ୍ୟୁ । କରୋନା ଭାଇରସର ମୁକାବିଲା ପାଇଁ ପଂଜାବ ସରକାର ସୋମବାରଠାରୁ ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ପଂଜାବ ଏହି କର୍ଫ୍ୟୁ ଲାଗୁ କରିଛି । କରୋନା ଭାଇରସ ସହ ଲଢିବା ପାଇଁ ଦେଶର କିଛି…

କରୋନାକୁ ନେଇ ଏମିତି କ’ଣ କହିଲେ ବ୍ରିଟିଶ୍ ଅର୍ଥମନ୍ତ୍ରୀ; ଭାଷଣ ହେଲା ଭାଇରାଲ୍ !

ଲଣ୍ଡନ: ମରଣାନ୍ତକ କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ବ୍ୟାପୀ ଚାଲିଥିବା ବେଳେ ଏହାର ସଂକ୍ରମଣ ରୋକିବାକୁ ସବୁ ରାଷ୍ଟ୍ର ଗୁଡ଼ିକ ସାଧ୍ୟମତେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ବ୍ରିଟିଶ୍ ସରକାର ମଧ୍ୟ ଲଢେଇ ଜାରି ରଖିଛନ୍ତି । ଚୀନ ପରେ ୟୁରୋପୀୟ ଦେଶ…

କୋଭିଡ୍‌-୧୯ର ପ୍ରତିହତ ପାଇଁ ସରକାରଙ୍କ ସଂନିରୀକ୍ଷଣ କୌଶଳ ପ୍ରସ୍ତାବ ଆମନ୍ତ୍ରଣ

ଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢେଇ ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ (AI) (Artificial Intelligence) ଓ IoT(Internet of Things) ଭଳି ନିରୀକ୍ଷଣ କାରିଗରୀର ବ୍ୟବହାର କରିବ । ଏ ନେଇ ଟେକ୍ନୋଲଜି ଡେଭଲପମେଣ୍ଟ ବୋର୍ଡ (TDB) ଭାରତୀୟ କମ୍ପାନୀମାନଙ୍କଠାରୁ ଦରଖାସ୍ତ…