Latest Odisha News

BREAKING NEWS

Yearly Archives

2020

କରୋନା ସତର୍କତା: ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ଘରୋଇ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ଅର୍ଥାତ ଆସନ୍ତାକାଲି ଠାରୁ ଘରୋଇ ବିମାନ ଚଳାଚଳ ବନ୍ଦ ରହିବା ନେଇ ସୋମବାର ଦିନ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛି । ମାର୍ଚ୍ଚ…

କୋଭିଡ-୧୯: ୧୦% କର୍ମଚାରୀଙ୍କୁ ନେଇ କାମ କରିବେ ବ୍ୟାଙ୍କ, ବୀମା କମ୍ପାନୀ, ପିଏସୟୁ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବୀମା କମ୍ପାନୀ ଗୁଡିକ ୧୦% କର୍ମଚାରୀଙ୍କୁ ନେଇ କାମ କରିବାକୁ ସୋମବାର ଦିନ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ରାଜ୍ୟ ଓ କେନ୍ଦ୍ରର ସମସ୍ତ ଅଣ-ଅତ୍ୟାବଶ୍ୟକ ଅନୁଷ୍ଠାନ ପାଇଁ ଲାଗୁ କରାଯାଇଛି । ଏଥିପାଇଁ ଅନୁଷ୍ଠାନ ଗୁଡିକର…

କୋଭିଡ-୧୯: ଲକଡାଉନ ନିୟମ ଭାଙ୍ଗି ୬୭ହଜାରର ତଣ୍ଡ ଗଣିଲେ ବାଇକ ଚାଳକ

ଭଦ୍ରକ: ସୋମବାର ଦିନ ଭଦ୍ରକରେ ୧୧ଜଣ ବାଇକ ଚାଳକ କୋଭିଡ-୧୯ ଲକଡାଉନ ନିୟମର ଉଲ୍ଲଙ୍ଘନ କରି ଜରିମାନା ଭରିଛନ୍ତି । ଭଦ୍ରକ ଜିଲ୍ଲା ଆରଟିଓ ଲକଡାଉନ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟ୍ ୬୭ହଜାର ଟଙ୍କା ସଂଗ୍ରହ କରିଛନ୍ତି । ଏହାପୂର୍ବରୁ ଆଜି ଜଣେ ବ୍ୟବସାୟୀଙ୍କୁ ଲକଡାଉନ ନିୟମ ଭାଙ୍ଗିବାରୁ…

କୋଭିଡ-୧୯: ରାଜ୍ୟର ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା

ଭୁବନେଶ୍ୱର: କରୋନାଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଓଡିଶା ସରକାର କରୋନା ଲକଡାଉନକୁ ସମ୍ପ୍ରସାରଣ କରିଛନ୍ତି । ରାଜ୍ୟର ଆହୁରି ୯ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ମଙ୍ଗଳବାର ସକାଳ ଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ପୁରୀ, ନୟାଗଡ, ଜଗତସିଂହପୁର, ଢେ଼ଙ୍କାନାଳ, ଯାଜପୁର, ଭଦ୍ରକ,…

କରୋନା ବିରୋଧରେ ଲଢେଇ: ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଲାଗିବ ଷ୍ଟିକର୍‌

ନୂଆଦିଲ୍ଲୀ: ହୋମ୍ କ୍ୱାରେଣ୍ଟାଇନ୍ ବା ଘରେ ସଂଗରୋଧ ଅବସ୍ଥାରେ ରହିଥିବା ବ୍ୟକ୍ତିବିଶେଷ ଯେପରି ବାହାରେ ବୁଲାବୁଲି ନ’କରନ୍ତି ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ାକଡ଼ି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହି ନିୟମକୁ କିପରି କଡ଼ାକଡ଼ି ପାଳନ କରାଯିବ ତାହାର ଦାୟିତ୍ୱ ସମସ୍ତ…

କରୋନା ବିରୋଧରେ ଲଢେଇ: ମଙ୍ଗଳବାରଠୁ ଗଡିବନି ରାଜ୍ୟର କୌଣସି ବସ୍

ଭୁବନେଶ୍ୱର : କୋଭିଡ-୧୯ ସହ ମୁକାବିଲା ପାଇଁ ତତ୍ପର ରାଜ୍ୟ ସରକାର । ଜରୁରୀକାଳୀନ ସ୍ଥିତରେ ବିଭିନ୍ନ ବିଭାଗକୁ ମିଳୁଛି ରୋକ୍‌ଠୋକ୍‌ ନିର୍ଦ୍ଦେଶ । କରୋନାଭାଇରସ୍‌ ବିରୋଧରେ ସାମାଜିକ ଦୂରତା ଓ ସଙ୍ଗରୋଧକୁ ଅବଲମ୍ବନ କରିବା ପାଇଁ ରାଜ୍ୟ ମଧ୍ୟରେ ସମସ୍ତ ବସ୍ ଚଳାଚଳ ସେବାକୁ ବନ୍ଦ କରିବାକୁ…

କୋଭିଡ-୧୯: ଲୋକଙ୍କୁ ଘରେ ଅଟକ ରଖିବା ପାଇଁ ସଡ଼କରେ ୫୦୦ ସିଂହ ଛାଡିଲା ଋଷ !

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ସାରା ବିଶ୍ୱରେ ହାହାକାର । ଏହାର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଭାରତ ସରକାର ମଧ୍ୟ ଏହି ମାରାତ୍ମକ ରୋଗର ସଂକ୍ରମଣ ରୋକିବା ପାଇଁ ରାଜ୍ୟ ଗୁଡିକୁ ଲକ ଡାଉନ ନିୟମ କଡାକଡି ଭାବରେ ପାଳନ କରିବାକୁ…

କରୋନା ବିରୋଧରେ ଲଢେଇ; ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଲାଗି ଲାଭଦାୟକ ଏହି ୩ଟି ପ୍ରାଣାୟାମ !

ଭୁବନେଶ୍ୱର: ଘାତକ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିତାନ୍ତ ଜରୁରୀ । ବିଭିନ୍ନ କଞ୍ଚା ପରିବା ତଥା ଫଳମୂଳ ଭୋଜନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରେ । ଏତଦ୍ ବ୍ୟତୀତ କିଛି ପ୍ରାଣାୟାମ କରିବା ଦ୍ୱାରା ଶରୀରର ରୋଗ…

ହସ୍ପିଟାଲ କର୍ମଚାରୀଙ୍କ ପାଇଁ ବାୟୁଜନିତ ସଂକ୍ରମଣରୁ ସତର୍କତା ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)

ସ୍ୱିଜରଲ୍ୟାଣ୍ଡ: କରୋନାଭାଇରସ୍‌କୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ । ବାୟୁଜନିତ ସଂକ୍ରମଣରୁ ସତର୍କତା ପାଇଁ ହସ୍ପିଟାଲ କର୍ମଚାରୀଙ୍କୁ ତାଗିଦ କଲା ଡବ୍ଲୁଏଚ୍‌ଓ । ବାୟୁ, ଜଳ ଓ ଖାସ କରି ସଂକ୍ରମିତଙ୍କ ଛିଙ୍କ ଓ କାଶରୁ କୋଭିଡ୍‌-୧୯ ଅଧିକ ମାତ୍ରାରେ ବ୍ୟାପିଥାଏ । ଏହି ସମସ୍ତ ପରିସ୍ଥିତିରେ…

ଏକାନ୍ତବାସରେ ହାମିଲଟନ

ଲଣ୍ଡନ: ଫର୍ମୁଲା ୱାନ ଚାମ୍ପିୟନ ଲୁଇସ ହାମିଲଟନ କରୋନା ଭାଇରସ ଭୟରେ ନିଜକୁ ସେଲଫ ଆଇସୋଲେସନ(ଏକାନ୍ତବାସରେ) ରଖିଛନ୍ତି । ନିକଟରେ ହାମିଲଟନ କିଛି ଲୋକଙ୍କୁ ଭେଟିଥିଲେ। ପରେ ସେହି ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଠାବ ହୋଇଛି। ଏହାକୁ ଦେଖି ହାମିଲଟନ ନିଜକୁ ଆଇସୋଲେସନ କରିନେଇଛନ୍ତି।…