Latest Odisha News

BREAKING NEWS

Yearly Archives

2020

କରୋନା ଲକ୍‌-ଡାଉନରେ କେଉଁଗୁଡ଼ିକ କଟକଣା ମୁକ୍ତ, କ’ଣ ରହିବ ବନ୍ଦ ଜାଣନ୍ତୁ…

ଭୁବନେଶ୍ୱର: ମରଣାନ୍ତକ କରୋନା ଭାଇରସ୍ ଏବେ ସମଗ୍ର ବିଶ୍ୱରେ ଦେଶକୁ ଦେଶ ଦ୍ରୁତଗତିରେ ବ୍ୟାପୀ ଚାଲିଥିବା ବେଳେ ଭାରତ ସମେତ ଓଡ଼ିଶାରେ ମଧ୍ୟ ସଂକ୍ରମଣର ବିପଦ ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌-ଡାଉନ୍ ପରି ଗୁରୁତ୍ୱପୂର୍ଣ୍ଣ ତଥା ସାହସିକ ପଦକ୍ଷେପ ଗ୍ରହଣ…

୧୨ ରେଳଯାତ୍ରୀ କରୋନା ପଜିଟିଭ୍ ଥିବା ସୂଚନା ଦେଲା ରେଳବିଭାଗ

ନୂଆଦିଲ୍ଲୀ: ଦୁଇଟି ଅଲଗା ଅଲଗା ଟ୍ରେନରେ ନିକଟରେ ଯାତ୍ରା କରିଥିବା ୧୨ ଜଣ ଯାତ୍ରୀ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ୧୨ ଜଣଙ୍କ ମଧ୍ୟରୁ ୮ ଯାତ୍ରୀ ଆନ୍ଧ୍ରପ୍ରଦେଶ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ମାର୍ଚ୍ଚ ୧୩ରେ ଦିଲ୍ଲୀରୁ ରାମାଗୁଣ୍ଡମ୍ ଯାଇଥିବା…

ଓଡିଶାରେ ଲକ୍‌ଡାଉନ ବେଳେ କଣ ସବୁ ଉପରେ ରହିବ କଟକଣା ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦକୁୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା କରିଛନ୍ତି । ତେବେ ଏହି ଆଠ…

କରୋନା ଆଲର୍ଟ: ଦେଶର ପ୍ରଥମ ରାଜ୍ୟ ଭାବେ ୪୦% ଓଡ଼ିଶା ଲକ୍‌-ଡାଉନ୍ !

ଭୁବନେଶ୍ୱର: ମରଣାନ୍ତକ କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରଖିବା ସହିତ ଓଡ଼ିଶାର ୫ଟି ଜିଲ୍ଲା ସମେତ ୮ଟି ପ୍ରମୁଖ ସହରକୁ ଲକ୍‌-ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଭୂତାଣୁ ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରି କୌଣସି ରାଜ୍ୟ ୪୦ % ଲକ୍‌-ଡାଉନ୍ ହେବା…

ଦକ୍ଷିଣକୋରିଆ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା

ସିଓଲ: ଚୀନରେ ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁଠାରୁ ବେଶି କରୋନା ସଂକ୍ରମଣର ଶୀକାର ହୋଇଥିଲେ ଦକ୍ଷିଣ କୋରିଆର ଲୋକେ । ୧୦ ଦିନ ମଧ୍ୟରେ ଏହା ୩ଗୁଣ ବଢ଼ି ଯାଇଥିଲା । ତେବେ ସ୍ଥାନୀୟ ସରକାର କଠୋର ପଦକ୍ଷେପ ଗ୍ରହଣ କରି ୨.୧୨ ଲକ୍ଷ ଲୋକଙ୍କ ସଂକ୍ରମିତ ହୋଇଥିବା କିମ୍ବା ସନ୍ଦେହରେ ଥିବା ନେଇ…

ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ଼ ଘୋଷଣା: କରୋନା ଲାଗି ଭୁବନେଶ୍ୱର ସମେତ ୫ଟି ଜିଲ୍ଲା, ୮ଟି ପ୍ରମୁଖ ସହର ହେବ ଲକ୍‌-ଡାଉନ୍‌

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭୂତାଣୁ ସହିତ ଲଢେଇ କରି ବିଜୟ ହାସଲ କରିବାକୁ ପଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ୪୦ ପ୍ରତିଶତ ଓଡ଼ିଶା ଏକ ସପ୍ତାହ ଲାଗି ହେବ ଲକ୍ ଡ଼ାଉନ । କରୋନା ଭୂତାଣୁ ବିଶ୍ୱରେ ବିରାଟ…

୨୦ ଦେଶରେ ଲକ୍‌ଡାଉନ, ୧୨୦ କୋଟି ଲୋକ ଘର ଭିତରେ ରହିବାକୁ ବାଧ୍ୟ

ନୂଆଦିଲ୍ଲୀ:କରୋନା ଭାଇରସର ପ୍ରଭାବ ଏତେମାତ୍ରାରେ ବ୍ୟାପିଯିବ କେହି କେବେ ସ୍ୱପ୍ନରେ ଭାବି ନ ଥିଲେ । ମାତ୍ର ୨ ମାସ ମଧ୍ୟରେ ୨୦ ସହର ସମ୍ପୂର୍ଣ୍ଣ ଲକଡାଉନ ହୋଇଯାଇଥିବା ବେଳେ ୧୨୦ କୋଟି ଲୋକ ସଂକ୍ରମଣରୁ ବଂଚିବା ପାଇଁ ଘର ମଧ୍ୟରେ ରହିଛନ୍ତି । ୫୦ରୁ ଅଧିକ ଦେଶରେ କେତେକ ନିର୍ଦ୍ଦିଷ୍ଟ ସହରରେ…

୩୦ ଲିଟର ମଦ ପିଇଗଲେ ହାତୀ ଦଳ

ୟୁନାନ: ଚୀନର ୟୁନାନ ଅଂଚଳରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ୧୪ ହାତୀର ଏକ ଦଳ ସହର ମଧ୍ୟରେ ପ୍ରବେଶ କରିଥିଲେ । ଖାଦ୍ୟ ସନ୍ଧାନରେ ସେମାନେ ଏକ ମଦ ଦୋକାନ ମଧ୍ୟରେ ପଶି ଯାଇଥିଲେ । ସେଠାରେ ଉତ୍ପାତ କରିବା ସହ ୩୦ ଲିଟର ମଦ ପିଇଥିଲେ । ଏହା ପରେ ଗୋଟିଏ ଯୋଡା ହାତୀ ନିଶାସକ୍ତ…

କଂଗ୍ରେସର ୨୨ ବିଦ୍ରୋହୀ ବିଧାୟକ ବିଜେପିରେ ମିଶିଲେ

ଭୋପାଳ: କମଳନାଥ ସରକାରର ପତନ ପରେ ଶନିବାର କଂଗ୍ରେସର ୨୨ ବିଦ୍ରୋହୀ ବିଧାୟକ ବିଜେପିରେ ମିଶିଛନ୍ତି । ବାଙ୍ଗାଲୋରରୁ ସମସ୍ତ ବିଧାୟକ ଦିଲ୍ଲୀରେ ପହଂଚିଥିଲେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କୈଳାସ ବିଜୟବର୍ଗିୀ, ନରେନ୍ଦ୍ର ସିଂ ତୋମାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉପରୋକ୍ତ…

ଏକାନ୍ତବାସରେ ଗଲେ ବାହୁବଳୀ ଷ୍ଟାର ପ୍ରଭାସ

ମାଡ୍ରାସ:କରୋନା ଭାଇରାସ ନେଇ କେତେକ ସେଲିବ୍ରେଟିଙ୍କୁ ଛାଡିଦେଲେ ଅନ୍ୟମାନେ ପ୍ରଶଂସନୀୟ ପଦକ୍ଷେପ ନେଉଛନ୍ତି । ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ବାହୁବଳୀ ଷ୍ଟାର ପ୍ରଭାସଙ୍କ ନିକଟରେ । ପ୍ରଭାସ ତାଙ୍କର ଏକ ଫିଲ୍ମ ଶୁଟିଂ ନେଇ ବିଦେଶ ଯାଇଥିଲେ । ସେଠାରୁ ସେ ସ୍ୱଦେଶ ପ୍ରତ୍ୟାବର୍ତନ…