କ୍ୟାବିନେଟ ବୈଠକରେ ସଂଶୋଧିତ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କ୍ଲଷ୍ଟର ଯୋଜନାକୁ ମଞ୍ଜୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସଂଶୋଧିତ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କ୍ଲଷ୍ଟର(ଇଏମସି ୨.୦) ଯୋଜନା ପାଇଁ ଆର୍ଥିକ ସହାୟତାକୁ ମଞ୍ଜୁରୀ ମିଳିଛି । ଏହାର ଉଦ୍ଦେଶ୍ୟ ଇଲେକ୍ଟ୍ରୋନିକ ବିନିର୍ମାଣ କ୍ଲଷ୍ଟର ଗୁଡିକୁ ବିଶ୍ୱସ୍ତରୀୟ…