ଓଡିଶାରେ ଲକଡାଉନର ପ୍ରଭାବ; ରାସ୍ତାଘାଟ ଶୁନଶାନ
ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶବ୍ୟାପୀ 'ଜନତା କର୍ଫ୍ୟୁ' ଆରମ୍ଭ ହୋଇଥିବା ବେଳେ ଓଡିଶାରେ ଉଭୟ ଜନତା କର୍ଫ୍ୟୁ ସହ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି ।
ପ୍ରାପ୍ତ ସୂଚନାନୁଯାୟୀ ରାଜ୍ୟରେ କେବଳ ଅତ୍ୟାବଶ୍ୟକ…