ଓଡିଶାରେ କରୋନାଭାଇରସ ସତର୍କତା; ଆଜିଠୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ: ରାଜ୍ୟରେ କରୋନାଭାଇରସ ଦ୍ୱାରା ସଂକ୍ରମିତ ଦୁଇଟି ମାମଲା ଦେଖାଦେଇଥିବା ବେଳେ ଆଜିଠୁ ଶ୍ରଦ୍ଧାଳୁଙ୍କ ଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ କରିଦିଆଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ କୋଭିଡ-୧୯ରୁ ଦୂରେଇ ରହିବା ତଥା ସତର୍କତା ଅବଲମ୍ବନ କରିବା ଲାଗି ସରକାରଙ୍କ ପକ୍ଷରୁ…