କରୋନା ଅପଡେଟ୍: ଏଯାଏଁ ସରିଛି ୬୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା
ଭୁବନେଶ୍ୱର: କରୋନା ସ୍ଥିତି ନେଇ ତାଜା ଅପ୍ଡେଟ୍ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏଯାଏଁ ୬୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା ସରିଛି । ସେଥିମଧ୍ୟରୁ ସମସ୍ତଙ୍କ ନେଗେଟିଭ ଆସିଥିବା ବେଳେ ଜଣଙ୍କ ପଜିଟିଭ ରହିଥିବା ବାଗଚୀ ସୂଚନା ଦେଇଛନ୍ତି ।
ସେହିପରି…