Latest Odisha News

BREAKING NEWS

Yearly Archives

2020

ଏୟାର ଲଞ୍ଚ ହେଲା ଆପଲ୍ ମ୍ୟାକ୍ ବୁକ: ଜାଣନ୍ତୁ କେତେ ରହିଛି ମୂଲ୍ୟ, କ’ଣ ରହିଛି ଫିଚର୍ସ

ନୂଆଦିଲ୍ଲୀ: ଆପଲ୍ ନୂତନ ଆଇପ୍ୟାଡ୍ ପ୍ରୋ ସହିତ ଏହାର ନୂତନ ମ୍ୟାକ୍ ବୁକ୍ ଏୟାରକୁ ମଧ୍ୟ ଲଞ୍ଚ କରିଛି। ଆପଲ୍ ଆଇପ୍ୟାଡ୍ ପରି ନୂତନ ମାକବୁକ୍ ଏୟାରରେ ମ୍ୟାଜିକ୍ କୀବୋର୍ଡ୍ ମଧ୍ୟ ସପୋର୍ଟ କରିବ | ଏହା ବ୍ୟତୀତ ଆପଲ୍ ଦାବି କରିଛି ଯେ ନୂତନ ମ୍ୟାକ୍ ବୁକ୍ ଏୟାର ଡବଲ୍ ସିପିୟୁ କାର୍ଯ୍ୟଦକ୍ଷତା…

କରୋନା ବିରୁଦ୍ଧରେ ଲଢେଇ: ରାଜଧାନୀର ୪ଟି ଗେମ୍ ଜୋନ୍ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ନଗର ନିଗମ(ବିଏମସି)ର ପ୍ରବର୍ତ୍ତନ ସ୍କ୍ୱାର୍ଡ କରୋନାଭାଇରସ ପାଇଁ ଜାରି ଏସଓପିର ଉଲ୍ଲଙ୍ଘନ କରିଥିବାରୁ ସହରର ୪ଟି ଗେମ୍ ଜୋନ୍ ଓ ଗୋଟିଏ ସାଇବର କାଫେକୁ ବନ୍ଦ କରିଦେଇଛି । ସହିଦ ନଗରର ଗେମ୍ ଜୋନ୍ ରିପବ୍ଲିକ ଅଫ୍ ର୍ମ୍ସେ ଓ କ୍ରେଜି ଗେମର, ବାପୁଜୀ ନଗରର ସିଏନସି…

ସର୍ବନିମ୍ନ ମୂଲ୍ୟ ସ୍ଥିର କରିବାକୁ ରିଲାଏନ୍ସ ଜିଓ ଆହ୍ୱାନ, ଶୁଳ୍କ ଯୁଦ୍ଧ ବର୍ତ୍ତମାନ ଜାରି ରହିବା ନେଇ କହିଲା…

ନୂଆଦିଲ୍ଲୀ: ଟେଲିକମ୍ କ୍ଷେତ୍ରର ଅବସ୍ଥା ପୁଣି ଅଲଗା ଦେଖାଯାଉଛି। କିଛି ବର୍ଷ ପୂର୍ବେ ଶସ୍ତା ଡାଟା ଏବଂ କଲିଂ ଯୋଜନା ମାଧ୍ୟମରେ ଟେଲିକମ୍ ସେକ୍ଟରରେ ଆତଙ୍କ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ବର୍ତ୍ତମାନ ସର୍ବନିମ୍ନ ଶୁଳ୍କ ଯୋଜନା ସ୍ଥିର କରିବାକୁ କହିଛି। ତେବେ ରାଷ୍ଟ୍ରାୟତ୍ତ ଟେଲିକମ୍…

କରୋନା ଭୟ: କାଲିଠୁ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଓଡିଶା ସରକାର ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ସହିତ ଧାର୍ମିକ ଅନୁଷ୍ଠାନ ଗୁଡିକୁ ଜନତାଙ୍କ ପ୍ରବେଶ ବନ୍ଦ କରିବା ପାଇଁ କହିଛନ୍ତି । କିନ୍ତୁ ଧାର୍ମିକ ଅନୁଷ୍ଠାନରେ ଆବଶ୍ୟକୀୟ ପୂଜା ଗୁଡିକ ଜାରି ରହିବ । ଆସନ୍ତା କାଲିଠାରୁ ପୁରୀ…

କରୋନା ସଂକ୍ରମଣ ଭୟ: ଓଡିଶାରେ ଚାଲୁଥିବା ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟାଜିତ ଯୁକ୍ତ ଦୁଇ ପରୀକ୍ଷାକୁ ଗୁରୁବାର ଦିନ ଓଡିଶା ସରକାର ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ଆଦେଶରେ କରୋନାଭାଇରସ ଦ୍ୱାରା ଉପôନ୍ନ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଏହି…

ରାଜ୍ୟରେ ବଜ୍ରପାତ ନେଲା ୫ ଜୀବନ

ରାଉରକେଲା: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୫ ଜଣଙ୍କ ପ୍ରାଣହାନି ହୋଇଛି । ସୁନ୍ଦରଗଡ ଜିଲ୍ଲା ଧରୁଆଡିହି ଅଞ୍ଚଳର ଘଣ୍ଟିବୁଡ ଗାଁରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁପତ୍ର ତୋଳିବାକୁ ଯାଇ ଗଛମୂଳେ ଛିଡା ହୋଇଥିବାବେଳେ ତାଙ୍କୁ ବଜ୍ର ଆଘାତ…

କରୋନା ଭୟ: ସ୍ଥଗିତ ରହିଲା ମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ

ଭୁବନେଶ୍ୱର: ନୋଭେଲ କରେନା ଭୂତାଣୁ (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ପକ୍ଷରୁ ବିଭିନ୍ନ ସମୟରେ ମଞ୍ଜୁରିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି…

କରୋନାର କରୁଣ ରୂପ: ଆବଦ୍ଧ କାଚ ରୁମ ଭିତରୁ ନାତି-ନାତୁଣୀଙ୍କୁ ଭେଟିଲେ ଜେଜେ ବାପା ଓ ମାଆ

ଲଣ୍ଡନ: ଇଂଲଣ୍ଡର ନରୱିଚ ସହରରେ ଏକ ଅଭୁଲା ଦୃଶ୍ୟ ଦେଖିବାକୁ ମିଳିଛି । କରୋନା ଭାଇରସ କିପରି ଆତ୍ମୀୟଙ୍କଠାରୁ ଦୂରେଇ ରଖୁଛି ସେଭଳି ଏକ ଘଟଣା ସମ୍ମୁଖକୁ ଆସିଛି । ଜେଜେବାପା ଓ ମାଆ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଥିବାରୁ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପୁଅ ଏବଂ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ଆସନ୍ତାକାଲି ମଧ୍ୟପ୍ରଦେଶରେ ହେବ ଫ୍ଲୋର୍ ଟେଷ୍ଟ !

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଦିନ ମଧ୍ୟପ୍ରଦେଶର କମଳନାଥ ସରକାର ଫ୍ଲୋରଟେଷ୍ଟର ସମ୍ମୁଖୀନ ହେବେ । Supreme Court says the floor test would be held by show of hands in accordance with the law. Floor test to be completed by…

କୋଭିଡ-୧୯ ପୋର୍ଟାଲରେ ପଞ୍ଜୀକରଣ କଲେ ମାଷ୍ଟରସେଫ୍ ଅବିନାଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ପଂଜୀକରଣ କଲେ ମାଷ୍ଟରସେଫ୍-୬ ବିଜେତା ଓଡ଼ିଆ ପୁୂଅ ଅବିନାଶ ନାଏକ । ସେ ନିକଟରେ ବାଲିରୁ ଫେରିବା ପରେ ଏହି ପୋର୍ଟାଲରେ ରେଜିଷ୍ଟେ୍ରସନ କରିଛନ୍ତି । ଏଥିସହ ସେ କରୋନା ଭାଇରସର ମୁକାବିଲା ପାଇଁ ହୋମ୍ କ୍ୱାରେନଟାଇନରେ ଅଛନ୍ତି । ଏନେଇ ଏକ…