Latest Odisha News

BREAKING NEWS

Yearly Archives

2020

କରୋନା ଭ୍ୟାକସିନ୍ ବାହାର କରିବା ପାଇଁ ୫୦ ମେଡିକାଲ ଇନିଷ୍ଟିଚ୍ୟୁଟ ଦିନରାତି ଲାଗିଛନ୍ତି

ନୂଆଦିଲ୍ଲୀ: କରୋନା ଭାଇରାସକୁ ରୋକିବା ପାଇଁ ସମସ୍ତ ଚେଷ୍ଟା କରାଯାଉଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇ ପାରି ନାହିଁ । ବିଶ୍ୱର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମେଡିକାଲ ଇନଷ୍ଟିଚ୍ୟୁଟ ଏହାର ଭ୍ୟାକସିନ ବାହାର କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି । ଚୀନ, ଆମେରିକା ଏବଂ…

ଅନୁଗୁଳରେ ପ୍ରତିଷ୍ଠା ହେଉ ସିଟିଟିସିର ସମ୍ପ୍ରସାରଣ କେନ୍ଦ୍ର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଅନୁଗୁଳ ଠାରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ର ଟୁଲ ରୁମ୍ ଓ ତାଲିମ କେନ୍ଦ୍ର(ସିଟିଟିସି)ର ଅନ୍ୟ ଏକ ସମ୍ପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

କରୋନା ସତର୍କତା: ପୁରୀ ଚନ୍ଦ୍ରଭାଗା ବେଳାଭୂମିରେ ଜାରି ହେଲା ୧୪୪ ଧାରା

କୋଣାର୍କ: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗହଳି ରୋକିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ଭାବେ କୋଣାର୍କ ବେଳାଭୂମିରେ ୧୪୪ ଧାରା ଜାରି କରାଯାଇଛି । କୋଣାର୍କର ଭାରପ୍ରାପ୍ତ ଅଧିକାରୀ ଏବଂ ଗୋପ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ୍ କୋଣାର୍କ ବେଳାଭୂମିରେ…

ଶାହୀନବାଗରୁ ନ ହଟିଲେ ୨ ବର୍ଷ ଜେଲଦଣ୍ଡ

ନୂଆନିଲ୍ଲୀ: କରୋନା ଭାଇରାସ ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଦିଲ୍ଲୀ ସରକାର ବିବାହ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ଏକତ୍ର ହେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି । ଏପରି କି ଧାରଣା ଓ ପ୍ରଦର୍ଶନ ଉପରେ ମଧ୍ୟ…

ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସର ଆତଙ୍କ ବଢ଼ି ବଢ଼ି ଚାଲିଛି । ଆଜି ସୁଦ୍ଧା ଭାରତରେ କରୋନା ଜନିତ ୩ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ୧୩୭ ଜଣ କରୋନା ରୋଗୀଙ୍କ ମଧ୍ୟରୁ…

ଆସିଲା ଆୟୁଷ ଓ ସାଇଙ୍କ ‘ମାଂଝା’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ରୋମାଂଟିକ ମୁ୍ୟଜିକ ଭିଡିଓ ଆଲ୍ବମ ‘ମାଂଝା’ । ଏଥିରେ ସଲମାନ ଖାନଙ୍କ ଭିଣେଇ ଆୟୁଷ ଶର୍ମା ଓ ସାଇ ମଂଜରେକରଙ୍କ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଛି । ଗୀତଟି ଏବେ ୟୁଟୁ୍ୟବ ଟ୍ରେଣ୍ଡରେ ରହିଛି । ଗୀତରେ ବିଶାଲ ମିଶ୍ରାଙ୍କ ଭଏସ୍ ଶୁଣିବାକୁ ମିଳିଛି । ଏହାର…

କରୋନା ଭୟ: ଇରାନ ଜେଲରୁ ୮୫ହଜାର କଏଦୀ ମୁକ୍ତ

ତେହେରାନ: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଇରାନ ପାଖାପାଖି ୮୫ହଜାର କଏଦୀଙ୍କୁ ଅସ୍ଥାୟୀ ରୂପେ ମୁକ୍ତ କରିଛି । ନ୍ୟାୟପାଳିକା ମୁଖପାତ୍ର ଘୋଲମହୋସିନ ଇସ୍ମାଇଲି କହିଛନ୍ତି, “ମୁକ୍ତ କରାଯାଇଥିବା କଏଦୀଙ୍କ ମଧ୍ୟରୁ ଅଧା ଦେଶର ସୁରକ୍ଷା ସମ୍ପର୍କରେ ଜଡିତ ଥିଲେ । କରୋନାଭଇରସ ସଂକ୍ରମଣକୁ…

କୋଭିଡ-୧୯ ଭୟ: ଆଇସୋଲେସନରେ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର

ମୁମ୍ବାଇ: କରୋନା ଭାଇରସ ଭୟ ଏବେ ସାରା ବିଶ୍ୱକୁ ଘାରିଛି । ଦିନକୁ ଦିନ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ବଲିଉଡର ୯୭ ବର୍ଷୀୟ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଆଇସୋଲେସନରେ ରଖାଯାଇଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । I am…

କୋଭିଡ-୧୯ ସତର୍କତା: ମୋବାଇଲ ସଫା ରଖିବାକୁ ପରାମର୍ଶ ଦେଲେ ବାଗଚୀ

ଭୁବନେଶ୍ୱର: ଦିନକୁ ଜଣେ ବ୍ୟକ୍ତି ମୋବାଇଲକୁ ପ୍ରାୟ ୨୬୦୦ ଥର ଛୁଇଁଥାଏ । ୭୬ ଥର ବ୍ୟବହାର କରିଥାଏ । ଏପରିସ୍ଥଳେ ମୋବାଇଲରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ତେଣୁ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌କୁ ଦିନରେ ୪ ରୁ ୫ ଥର ସାବୁନା ପାଣିରେ ଧୋଇବାକୁ ପରାମର୍ଶ ଦେଇଛନ୍ତି କରୋନା ମୁକାବିଲା…

ହରିୟାଣାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଚଣ୍ଡିଗଡ: ହରିୟାଣା ଗୁରୁଗ୍ରାମ ସ୍ଥିତ ଏକ କମ୍ପାନୀରେ କାମ କରୁଥିବା ୨୯ ବର୍ଷର ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ମଙ୍ଗଳବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂରଜ ଭାନ କାମ୍ବୋଜ ସୂଚନା ଦେଇଛନ୍ତି । ଏହା ସହିତ ସେ ମହିଳା ଜଣକ ହରିୟାଣାର ପ୍ରଥମ କରୋନା ରୋଗୀ ଭାବେ…