Latest Odisha News

BREAKING NEWS

Yearly Archives

2020

କରୋନା ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସରକାର ନେଇଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ଲାଗି ଭାରତ ସରକାର ସଂଖ୍ୟାଧିକ ତତ୍ପର ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାତ୍ରା କଟକଣା, ବିମାନ ଓ ସାମୁଦ୍ରିକ ବନ୍ଦରରେ ଯାତ୍ରୀଙ୍କ ସାମୂହିକ ଯାଂଚ, ଭିସା ରଦ୍ଦ ଏବଂ କ୍ୱାରେଂଟିନ (ପୃଥକୀକରଣ) ପାଇଁ ପଦକ୍ଷେପ ଗ୍ରହଣ…

କରୋନା ପାଇଁ ସର୍ବଭାରତୀୟ ଅଧିବେଶନ ସ୍ଥଗିତ

ଭୁବନେଶ୍ୱର: କରୋନା ପାଇଁ ଭୁବନେଶ୍ୱରରେ ଅପ୍ରେଲ ମାସର ପ୍ରଥମ ସପ୍ତାହରେ ହେବାକୁ ଥିବା ସର୍ବଭାରତୀୟ ମାନବ ଅଧିକାର ସୁରକ୍ଷା ଅଧିବେଶନକୁ ସ୍ଥଗିତ ରଖାଯାଇଛି । ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ ପକ୍ଷରୁ ହେବାକୁ ଥିବା ଏହି ଅଧିବେଶନ ବଦଳରେ ସଭ୍ୟମାନେ କରୋନା ପାଇଁ…

ଭୁବନେଶ୍ୱରରେ ଇଆଇପିଏ ପକ୍ଷରୁ ଷ୍ଟାମ୍ପ ଓ କଏନ ମେଳା

ଭୁବନେଶ୍ୱର: ଷ୍ଟାମ୍ପ ଓ କଏନ ସଂଗ୍ରାହକଙ୍କୁ ନେଇ ଭୁବନେଶ୍ୱରରେ ପୂର୍ବ ଭାରତ ଫିଲାଟେଲିଷ୍ଟ୍‌ସ୍ ଆସୋସିଏସନ (ଇଆଇପିଏ) ପକ୍ଷରୁ ଏକ ବିରଳ ଷ୍ଟାମ୍ପ ଓ କଏନ୍ ମେଳା ଆୟୋଜିତ ହୋଇଛି । ଭୁବନେଶ୍ୱର ରେଳଷ୍ଟେସନ୍ ସନ୍ନିକଟ କେଶରୀ ହୋଟେଲ୍‌ରେ ମାର୍ଚ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ତିନି ଦିନିଆ…

ନିହାତି ଜରୁରୀ ନ ଥିଲେ ପୁରୀକୁ ଆସନ୍ତୁ ନାହିଁ : ଜିଲ୍ଲାପାଳ

ପୁରୀ: ସାରା ବିଶ୍ୱରେ ଏବେ କୋରୋନା ଭାଇରସ୍ ତାର କାୟା ବିସ୍ତାର କରୁଛି । ରାଜ୍ୟ ସରକାର ମଧ୍ୟ ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏ ନେଇ ଲୋକଙ୍କୁ ବିଭିନ୍ନ ବାଟରେ ସଚେତନ କରାଯାଉଛି । ଏହି କ୍ରମରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୋସିଆଲ୍ ମିଡ଼ିଆରେ ଶନିବାର ସନ୍ଧ୍ୟାରେ ଏକ ଭିଡ଼ିଓ…

ମହଙ୍ଗା ହେଲା ମୋବାଇଲ ଫୋନ; ୧୮ ପ୍ରତିଶତକୁ ବୃଦ୍ଧି ପାଇଲା ଜିଏସ୍‌ଟି !

ନୂଆଦିଲ୍ଲୀ: ମୋବାଇଲ ଫୋନ୍ ଓ ଏହାର ନିର୍ଦ୍ଦିଷ୍ଟ ଉପକରଣଗୁଡିକ ଉପରେ ଜିଏସ୍‌ଟି ଦର ୧୨ ପ୍ରତିଶତରୁ ବଢି ୧୮ ପ୍ରତିଶତ ହୋଇଛି । ଶନିବାର ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ବଜାରରେ ମୋବାଇଲ ଫୋନଗୁଡିକ ମହଙ୍ଗା ହେବାକୁ ଯାଉଛି । ତେବେ ଏଥି ନେଇ…

୯୦ରେ ପାଦ ଥାପିଲେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ୱର: ଭାରତବର୍ଷର ପ୍ରଖ୍ୟାତ ଭାଷାତତ୍ତ୍ୱବିତ୍ ତଥା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବାର ମୁଖ୍ୟନାୟକ, ପଦ୍ମଶ୍ରୀ ପ୍ରଫେସର ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଆଜି ୯୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଏକ ଉଚ୍ଚକୋଟିର ସ୍ମାରକ ପୁସ୍ତକ ଲୋକାର୍ପଣ ହୋଇଛି । ଆଜି…

ରେକର୍ଡ ତୃତୀୟ ଥର ପାଇଁ ଇଣ୍ଡିଆନ ସୁପର୍ ଲିଗ୍ ଚାମ୍ପିଅନ ହେଲା ଏଟିକେ ଟିମ୍

ଗୋଆ: ଇଣ୍ଡିଆନ ସୁପର୍ ଲିଗ୍ ଫାଇନାଲ ରେ ଚେନ୍ନାଇ-ଇନ ଫୁଟବଲ କ୍ଲବକୁ ୩-୧ ଗୋଲ ରେ ହରାଇ ରେକର୍ଡ ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଛି କୋଲକାତାର ଏଟିକେ ଫୁଟବଲ କ୍ଲବ । ??????? ???????!@ATKFC are the #HeroISL 2019-20 CHAMPIONS ?#HeroISLFinal #LetsFootball…

ପ୍ରଶାନ୍ତ କୁମାର ‘ୟେସ୍ ବ୍ୟାଙ୍କ’ର ନୂଆ ସିଇଓ ଭାବେ ନିଯୁକ୍ତ ହେଲେ

ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ପୂର୍ବତନ କର୍ମଚାରୀ ପ୍ରଶାନ୍ତ କୁମାର କେନ୍ଦ୍ର ସରକାରଙ୍କ ଦ୍ୱାରା ୟେସ୍ ବ୍ୟାଙ୍କର ନୂତନ ଚିଫ୍ ଏକଜିକ୍ୟୁଟିଭ୍ ଅଫିସର (ସିଇଓ) ଭାବେ ନିଯୁକ୍ତ ହୋଇଛନ୍ତି । ଆସନ୍ତା ବୁଧବାର ଦିନ ୟେସ ବ୍ୟାଙ୍କ ଉପରୁ ସମସ୍ତ କଟକଣା ଉଠିଗଲା ପରେ ଏସବିଆଇର…

ଆଇପିଏଲକୁ ସ୍ଥଗିତ କରାଯିବା ନିଷ୍ପତ୍ତି ସମସ୍ତଙ୍କ ପାଇଁ ଉଚିତ୍ ପଦକ୍ଷେପ: ଗାଙ୍ଗୁଲି

ମୁମ୍ବାଇ: ଆଇପିଏଲ ୧୩ଶ ସଂସ୍କରଣ ହେବ କି ନାହିଁ ସେ ସମ୍ପର୍କରେ ଆଜି ପରୋକ୍ଷରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି ।  ଆମେ ଆଇପିଏଲ୍ ଆୟୋଜନ କରିବାକୁ ଚାହୁଁଛୁ, କିନ୍ତୁ ସୁରକ୍ଷାକୁ ଅଣଦେଖା କରିପାରିବୁ ନାହିଁ । ତେଣୁ ବର୍ତ୍ତମାନ ଆଇପିଏଲକୁ ସ୍ଥଗିତ କରାଯିବା…

ୟାସିନ ମଲ୍ଲିକ, ୬ ଜଣଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଦାଖଲ ପାଇଁ ଏନଆଇଏକୁ କୋର୍ଟର ଅନୁମତି

ନୂଆଦିଲ୍ଲୀ : ଚାରିଜଣ ବାୟସେନା ଅଧିକାରୀଙ୍କ ହତ୍ୟାମାମଲାରେ କୁଖ୍ୟାତ ବିଚ୍ଛିନ୍ନତାବାଦୀ ନେତା ତଥା ଜମ୍ମୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ)ର ମୁଖ୍ୟ ୟାସିନ ମଲ୍ଲିକ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ଜମ୍ମୁର ସ୍ୱତନ୍ତ୍ର ଏନଆଇଏ କୋର୍ଟ କହିଛନ୍ତି । ଏହି ଘଟଣାରେ ମଲ୍ଲିକ ଓ…