Latest Odisha News

BREAKING NEWS

Yearly Archives

2020

ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଆଜି ଫଗୁଖେଳ

ଭୁବନେଶ୍ୱର: ଚାରିଆଡେ ଦୋଳପୂର୍ଣ୍ଣିମା ପରଦିନ ହୋଲି ଖେଳାଯାଉଥିବା ବେଳେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଏହାର ବ୍ୟତିକ୍ରମ ଦେଖାଯାଏ । ଏଠାରେ ହୋଲିର ତିନି ଦିନ ପରେ ଫଗୁ ଖେଳାଯାଇଥିାଏ । ଠାକୁରଙ୍କ ଦୋଳ ମେଳଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଠାକୁରଙ୍କ ହରିହର ଭେଟ ବେଳେ ସ୍ଥାନୀୟ…

କରୋନା ଭୟ: ବ୍ୟାନ ହେଲା ଟୁରିଷ୍ଟ ଭିସା, ଘରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: କରୋନାର କରାଳ କାୟାରେ ସାରବିଶ୍ୱ । ଭାରତରେ ମଧ୍ୟ ଏହା କାୟା ବିସ୍ତାର କରି ଚାଲିଛି । ପୁନେରେ ୮ଟି ଏବଂ ମୁମ୍ବାଇରେ ୨ ଟି ସଂକ୍ରମଣ ମାମଲା ପରେ ମହାରାଷ୍ଟ୍ରରେ ୧୦ ଏବଂ ସମଗ୍ର ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬୮ କୁ ବୃଦ୍ଧି ପାଇଛି। ମୁମ୍ବାଇର ଦୁଇଜଣ ବୃଦ୍ଧ ଦମ୍ପତି କରୋନା…

୬୦ ବର୍ଷରେ ପାଦ ଥାପିବେ ସଂଳାପକାର ଡକ୍ଟର ରଜନୀ ରଂଜନ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ସଂଳାପକାର ଓ ଗୀତିକାର ରଜନୀ ରଂଜନଙ୍କ ୬୦ତମ ଜନ୍ମଦିନ । ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ରଜନୀ ରଂଜନ ଆଟ ୬୦ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ୬୦ ବର୍ଷ ୬୦ ଚଳଚ୍ଚିତ୍ର ୬୦ ଆୱାର୍ଡ ଥିମ୍‌କୁ ନେଇ ପ୍ରସ୍ତୁତ ଏହି ସାଂସ୍କୃତିକ…

ଓଡିଶାରେ ମାର୍ଚ୍ଚ ୧୫ ଯାଏଁ ଝଡବର୍ଷା

ଭୁବନେଶ୍ୱର: ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ ଓଡିଶାର କିଛି ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା କରି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି । ରାଜ୍ୟରେ ମାର୍ଚ୍ଚ ୧୫ ଯାଏଁ ୪ ଦିନ ଧରି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ମାର୍ଚ୍ଚ…

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର: ସର୍ବନିମ୍ନ ଜମାରାଶି ଉପରୁ ହଟିଲା ଶୁଳ୍କ

ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ।ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର ଏହାର ସେଭିଙ୍ଗସ୍ ଆକାଉଣ୍ଟଧାରୀଙ୍କ ପାଇଁ ସର୍ବନିମ୍ନ ଜମାରାଶି ଉପରୁ ଶୁଳ୍କ ହଟାଇଦେଇଛନ୍ତି । ଏହାପୂର୍ବରୁ ଆକାଉଣ୍ଟଧାରୀମାନଙ୍କୁ ଯଥାକ୍ରମେ ମେଟ୍ରୋ, ସେମି ସହରାଞ୍ଚଳ ଏବଂ…

ଭୋପାଳରେ ପହଞ୍ଚିବା ପୂର୍ବରୁ ସିନ୍ଧିଆଙ୍କୁ ବିରୋଧ; ପୋଷ୍ଟର ଫାଡିଲେ, କାଳି ବୋଳିଲେ

ଭୋପାଳ: କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଜି ଭୋପାଳରେ ଭବ୍ୟ ସ୍ୱାଗତ କରାଯିବ । ବିଜେପିର କାର୍ଯ୍ୟକର୍ତ୍ତା ସିନ୍ଧିଆଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । କିନ୍ତୁ…

ଖୋର୍ଦ୍ଧାରୁ ୧କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ଓଡିଶା ସ୍ପେଶାଲ ଟାସ୍କ ଫୋର୍ସ ଚଢାଉ କରି ପ୍ରାୟ ୧କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ଓଜନ ପାଖାପାଖି ୧ କେଜି ହେବ।…

ବିଶ୍ୱ କିଡନୀ ଦିବସ: ଭାରତରେ ପ୍ରତି ୧୦ଲକ୍ଷରେ ୮୦୦ଜଣ କିଡନୀ ରୋଗରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଆଜି ବିଶ୍ୱ କିଡନୀ ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ପାଳିତ ହୁଏ । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ସେଥିପାଇଁ ସେମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି । ୨୦୦୬ ମସିହାରୁ ଅନ୍ତର୍ଜାତୀୟ କିଡନୀ ସୋସାଇଟି ଓ…

ଅନୁଗୁଳରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ନିକଟସ୍ଥ ଏକ ମଶାଣିରୁ ଗୁରୁବାର ଦିନ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଆଜି ସକାଳେ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ଚାରିଆଡେ…

ଗୋପନରେ ବିବାହ କଲେ ବିଧାୟକ ପ୍ରିତିରଞ୍ଜନ ଘଡାଇ, ସୋସିଆଲ ମିଡିଆରେ ଫଟୋ ଭାଇରଲ..

ଭୁବନେଶ୍ୱର: ଲୁଚି ଲୁଚି ବିବାହ କଲେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କଙ୍କ ପୁତ୍ର ପ୍ରିତିରଞ୍ଜନ ଘଡାଇ । ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ହାତ ଧରିଛନ୍ତି ସୁକିନ୍ଦା ବିଧାୟକ । ଗଞ୍ଜାମ ପଥରା ଚିଲିକା ରିସର୍ଟରେ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି ଏହି…