ମାର୍ଚ୍ଚ ୮ରେ ‘ମୋ ବସ’ରେ ମହିଳାଙ୍କୁ ମିଳିବ ମାଗଣା ସେବା
ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ମୋ ବସ’ରେ ମହିଳା ଯାତ୍ରୀଙ୍କ ପାଇଁ ମାଗଣାରେ ଯାତ୍ରା ସୁବିଧା ଯୋଗାଇଦେବାକୁ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଘୋଷଣା କରିଛି ।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନେ ମୋ ବସରେ ମାଗଣାରେ…