Latest Odisha News

BREAKING NEWS

Yearly Archives

2020

ଗଂଜାମ ଜିଲ୍ଲାରେ ଆରମ୍ଭ ହେଲା ‘ନୋ ବ୍ୟାଗ୍ ଡେ’

ଗଂଜାମ: ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା । ସପ୍ତାହର ଗୋଟିଏ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ପିଲା । ଏଥିପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଆଜିଠାରୁ ଏହା କାର୍ଯ୍ୟକାରୀ…

ଟ୍ରାଫିକ ଚେକିଂ: ବସ୍‌କୁ ୧୩ ଲକ୍ଷ ୫୦ ହଜାର ଟଙ୍କାର ଫାଇନ

ବାଲେଶ୍ୱର: ବାଲେଶ୍ୱରରେ ସବୁଠୁ ବଡ ଫାଇନ୍ ଆଦାୟ । ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ବାଲେଶ୍ୱରର ଏକ ଘରୋଇ ବସ୍‌କୁ ୧୩ ଲକ୍ଷ ୫୦ ହଜାର ଟଙ୍କାର ଫାଇନ୍ ହୋଇଛି । ଘରୋଇ ବସ୍ ଲୋକନାଥ ନାଁରେ ପରିବହନ ବିଭିଗା ଏହି ଚାଲାଣ କାଟିଛି । ୧୩ ଲକ୍ଷ ୫୦ ହଜାର ଟଙ୍କାର ଟ୍ୟାକ୍ସ ଭରି ନଥିଲେ ବସ୍ ମାଲିକ…

ଆଗାମୀ ୨ ଦିନ ଯାଏଁ ଓଡିଶାରେ ଜାରି ରହିବ ବର୍ଷା: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର ପଡ଼ୋଶୀ ଅଞ୍ଚଳରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶାରେ ଆହୁରି ଦୁଇ ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଶନିବାର ଦିନ ସୂଚନା ମିଳିଛି । ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ଗତ ଶୁକ୍ରବାର ଦିନ ମଧ୍ୟମରୁ…

ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୧୧ ମୃତ, ୪ ଗୁରୁତର

ବିହାର: ବିହାରର ମୁଜାଫରପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୁଜାଫରପୁରର କାଣ୍ଟି ପ୍ରଖଣ୍ଡରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ମୃତ୍ୟୁ ସଂଖ୍ୟା…

୧୮ ଜଣ ମହିଳାଙ୍କୁ ମିଳିଲା ‘ଆରୟା ପୁରସ୍କାର’

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ଆରୟା ପୁରସ୍କାର ଉତ୍ସବର ଅଷ୍ଟମ ସଂସ୍କରଣ ଭୁବନେଶ୍ୱରରେ ପାଳିତ ହୋଇଛି । ଏହି ଅବସରରେ ୧୮ ଜଣ ମହିଳାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି । ପଦ୍ମ ବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ ଓ ଭୁବନେଶ୍ୱର (ଉତର) ବିଧାୟକ…

ଟଳିଲା କରୋନା ଭୟ: ଭିମସାରର ୨ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ

ସମ୍ବଲପୁର: କରୋନା ସଂକ୍ରମଣ ସନ୍ଦେହରେ ବୁର୍ଲା ସ୍ଥିତ ଭିମସାରରେ ଭର୍ତ୍ତି ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ରିପୋର୍ଟ ନେଗେଟିଭ ଆସିଛି । ଏନେଇ ଭିମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭିମସାରରେ ଭର୍ତ୍ତି ହୋଇଥିବା ଦ୍ୱିତୀୟ କରୋନା ସନ୍ଦିଗ୍ଧ ଯୁବକ ଜଣ ସୋନପୁର ଜିଲ୍ଲା…

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ହୋଇଛି । ସରକାରଙ୍କୁ କରୋନା ମୁକାବିଲା ନେଇ ଚିନ୍ତା ଘାରିଛି । କରୋନା ଭାଇରସର ମୁକାବିଲା କରିବା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି ଓ…

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ନିଖୋଜ କରୋନା ସଦିଗ୍ଧ

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସରେ ଆକ୍ରାନ୍ତ ହେବା ସନ୍ଦେହରେ ଜଣେ ଆୟର୍ଲାଣ୍ଡ ନାଗରିକ ତଥା ପୁରୀର ନିମାପଡା ନିବାସୀଙ୍କୁ ଶୁକ୍ରବାର ଦିନ ଭୁବନେଶ୍ୱରର କ୍ୟାପିଟାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଯୁବକ ଜଣକ ଏହାପୂର୍ବରୁ ଗୁରୁବାର ରାତିରେ କଟକସ୍ଥିତ ଏସସିବି…

ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଯାଇ ହୃଦଘାତରେ ଡାକ୍ତରଙ୍କ ମୃତ୍ୟୁ

ଫୁଲବାଣୀ: ଜମ୍ମୁ ଓ କାଶ୍ମୀରରେ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିଯିବା ବାଟରେ ଓଡିଶାର କନ୍ଧମାଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ ମୃତ୍ୟୁ ହୋଇଛି । ମୃତ ଡାକ୍ତରଙ୍କ ଘର ବ୍ରହ୍ମପୁରରେ । ମିଳିଥିବା ସୂଚନା ଅନୁସାରେ, ଜମ୍ମୁ ଓ କାଶ୍ମୀରର ତ୍ରିକୂଟ ପର୍ବତ ଉପରେ ଥିବା କାଟ୍ରାକୁ ନିଜ…