ସଫଳ ହେଲା ରାଜ୍ୟର ତୃତୀୟ କିଡନୀ ପ୍ରତ୍ୟାରୋପଣ
କଟକ/ ଭୁବନେଶ୍ୱର: ଗୁରୁବାର ଦିନ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରମାନେ ସଫଳତାପୂର୍ବକ କିଡନୀ ପ୍ରତ୍ୟାରୋପଣ କରିଛନ୍ତି । କିଡନୀ ଦାନ କରିଥିବା ମହିଳା ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗର ରାଜଲକ୍ଷ୍ମୀ ଦାସ । ନିକଟରେ ସେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ…