Latest Odisha News

BREAKING NEWS

Yearly Archives

2020

ଗଙ୍ଗାରେ ବୁଡ ପକାଇଲେ ମହାନ ଫିଲ୍ଡର ରୋଡ୍ସ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ତଥା ମହାନ ଫିଲ୍ଡର ଜଂଟି ରୋଡ୍ସ ଭାରତ ଏବଂ ହିନ୍ଦୁତ୍ୱକୁ ବେଶ୍ ଭଲ ପାଆନ୍ତି । ବୁଧବାର ସେ ଋଷିକେଶରେ ବୁଡ ପକାଇବା ସହ ଏହାର ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଗଙ୍ଗାର ପବିତ୍ର ଥଣ୍ଡା ପାଣିରେ ବୁଡ ପକାଇଲି । ଏହା ଶାରୀରିକି ଓ…

ପ୍ରକୃତ କୁଲୀ ନମ୍ବର ୱାନ ଫଟୋ ଶେୟାର କଲେ ବରୁଣ

ମୁମ୍ବାଇ: ବରୁଣ ଧାୱନ ତାଙ୍କର ଆଗାମୀ ଫିଲ୍ମ କୁଲୀ ନମ୍ବର ୱାନ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମର ଶୁଟିଂ ଇତି ମଧ୍ୟରେ ଶେଷ ହୋଇଛି । ଏହି ଅବସରରେ ବରୁଣ ଜଣେ ମହିଳା କୁଲୀଙ୍କ ଫଟୋ ଶେୟାର କରିଛନ୍ତି । ତାଙ୍କୁ ପ୍ରଶଂସା କରିବା ସହ ସେ ଲେଖିଛନ୍ତି ଇଏ ହେଉଛନ୍ତି ପ୍ରକୃତ କୁଲି ନମ୍ବର ୱାନ…

ମନେ ପଡନ୍ତି ବିଜୁବାବୁ; ଜାଣନ୍ତୁ ତାଙ୍କ ସମ୍ପର୍କରେ ୧୦ଟି ଅଜଣା କଥା

ଭୁବନେଶ୍ୱର: କୁହାଯାଏ, ସାହାସର ଅନ୍ୟନାମ ହେଉଛନ୍ତି ବିଜୁ ପଟ୍ଟନାୟକ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ କିଏବା ନ ଜାଣେ । ସେ ଏଭଳି ଜଣେ ବ୍ୟକ୍ତିତ୍ୱ, ଯିଏକି ଏକାଧାରାରେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା…

ବିଜୟ-ଅନନ୍ୟାଙ୍କ ଯୋଡିକୁ ଫ୍ୟାନ୍ସ ଦେଲେ ନୂଆ ନାଁ ‘ଆନାକୋଣ୍ଡା’

ମୁମ୍ବାଇ:ଚର୍ଚ୍ଚାରେ ତେଲୁଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଯୋଡି । ବର୍ତ୍ତମାନ ଏହି ଯୋଡି ମୁମ୍ବାଇରେ ଆଗାମୀ ଫିଲ୍ମ “ଫାଇଟର”ର ସୁଟିଂ କରୁଛନ୍ତି । ଏହାରି ଭିତରେ ସୁଟିଂ ସେଟରୁ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ବିଜୟ ଅନନ୍ୟାଙ୍କୁ କୋଳେଇ…

ସୁନିଲ ଯୋଶୀ ହେଲେ ନୂଆ ଚିଫ୍ ସିଲେକ୍ଟର

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ସୁନିଲ ଯୋଶୀଙ୍କୁ ନୂଆ ଚିଫ୍ ସିଲେକ୍ଟର ଭାବରେ ବିସିସିଆଇ ମନୋନୀତ କରିଛି । ଏମଏସକେ ପ୍ରସାଦ ଓ ତାଙ୍କ ସାଥୀ ଗଗନ ଖୋଡାଙ୍କ ସ୍ଥାନରେ ସୁନିଲ ଯୋଶୀ ଏହି ଦାୟିତ୍ୱ ତୁଲାଇବେ । ପୂର୍ବତନ ଭାରତୀୟ କ୍ରିକେଟର ମଦନ ଲାଲ, ଆରପି ସିଂ ଓ ସୁଲକ୍ଷଣା…

ଚନ୍ଦକାରେ ଗୁଳିମାଡ, ଜଣେ ଯୁବକ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ଅଂଚଳରେ ଗୁଳିମାଡ । ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩ ଜଣ ଦୁବୃର୍ତ ତାଙ୍କୁ ଗୁଳିମାଡ କରିଥିବା ଜଣାପଡିଛି । ସୂଚନା ମୁତାବକ, ମଦ ପିଇବାକୁ ନେଇ ଚନ୍ଦକା ଥାନା…

କରୋନା ଭୟ: ମାସ୍କ ପିନ୍ଧି ସଂସଦକୁ ଆସିଲେ ସାଂସଦ

ନୂଆଦିଲ୍ଲୀ: ଚାରିଆଡେ ସମସ୍ତଙ୍କୁ ଘାରିଛି ମାରାତ୍ମ ଭୂତାଣୁ କରୋନା ସଂକ୍ରମଣର ଭୟ । ସାଧାରଣ ଲୋକଙ୍କଠାରୁ ରାଜନେତା ସମସ୍ତଙ୍କୁ ଏହି ଭୂତାଣୁ ସଂକ୍ରମଣରେ ଭୟ ଘାରିଛି । ଏହି କ୍ରମରେ ଆଜି ବଜେଟ ଅଧିବେଶନ ସମୟରେ କରୋନାର ଭୟର ପ୍ରଭାବ ସାଂସଦଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ର…

କରୋନା ଆତଙ୍କ: ଏସବୁ ଦେଶଗୁଡିକୁ ଭ୍ରମଣ ବୀମା ଦେବେନି କମ୍ପାନୀ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ବିଶ୍ବ ବ୍ୟାପି କରୋନା ଭାଇରସ ବ୍ୟାପୁଥିବାରୁ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ଯାହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବୀମା ଦ୍ୱାରା କରୋନା ଭାଇରସ୍ ଚିକିତ୍ସା ରୂପାନ୍ତର: ଯଦି ଆପଣ ଏପରି ଏକ ଦେଶକୁ ଯାଉଛନ୍ତି ଯେଉଁଠାରେ ସରକାରଙ୍କ ଦ୍ୱାରା ଭ୍ରମଣ ଆଡ଼ଭାଇଜରି ଜାରି କରାଯାଇଛି…

ଲଜ୍ଜା: ରାଜଧାନୀରେ ସ୍କୁଲ ଶିକ୍ଷକଙ୍କ ଛାତ୍ରୀଙ୍କ ପ୍ରତି ଅସଦାଚରଣ; ଥାନାରେ ଅଟକ

ଭୁବନେଶ୍ୱର: ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ ଜଣେ ଘରୋଇ ସ୍କୁଲ ଶିକ୍ଷକଙ୍କୁ ଲିଙ୍ଗରାଜ ଥାନା ପୋଲିସ ଅଟକ ରଖିଛି । ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱରସ୍ଥିତ ଏକ ଅଗ୍ରଣୀ ସ୍କୁଲରେ ଜଣେ ଶିକ୍ଷକ ଏକ ଛାତ୍ରୀଙ୍କ ପ୍ରତି ଗତ ୪ ମାସ ହେଲା ଅସଦାଚରଣ କରିଆସୁଥିଲେ । ଏପରି ଲଗାତର…

ଧରାପଡିଲା ଅତିଥି ଚୋର, ସୁନା, ରୁପା ସହ ୪ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ ହାତରେ ଅତିଥି ଚୋର । ବିବାହ ଭୋଜିକୁ ଅତିଥି ବେଶରେ ଆସି ଲୁଟ କରୁଥିବା ଚୋରକୁ କାବୁ କରିଛି ଖଣ୍ଡଗିରି ଥାନା ପୁଲିସ । ଅଭିଯୁକ୍ତ ସେକ୍ ଅବଦୁଲ ଲତିର ଓରଫ ନନ୍ଦୀ ପାଖାପାଖି ୩ ଟି ରିସେପ୍‌ସନ ପାର୍ଟିରୁ ଲକ୍ଷାଧିକ ଟଙ୍କା ଚୁନା ଲଗାଇ ଫେରାର ହୋଇଯାଇଥିଲା ।…