ରାଜଧାନୀରେ ଅକସ୍ମାତ ବୃଷ୍ଟିପାତ; ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଏହିସବୁ ସ୍ଥାନରେ ହେବ ବର୍ଷା !
ଭୁବନେଶ୍ୱର: ରାଜଧାନୀରେ ବୁଧବାର ଦିନ ଅପରାହ୍ନରେ ହଠାତ୍ ଝଡ଼ବର୍ଷା ହେବାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଥିଲେ । ଅପରାହ୍ନରେ ହୋଇଥିବା ଏହି ମୂଷଳଧାରାର ବର୍ଷା ରାଜଧାନୀକୁ ସମ୍ପୂର୍ଣ୍ଣ ଧୋଇ ଦେଇଥିଲା ।
ଦିନ ପ୍ରାୟ ୨ଟା ବେଳକୁ ଭୁବନେଶ୍ୱର ପାଗ କ୍ରମେ ବଦଳିବାକୁ ଲାଗିଥିଲା ।…