ବିଶିଷ୍ଟ କଥାଶିଳ୍ପୀ ବିଣାପାଣି ମହାନ୍ତି ପାଇବେ ‘ଅତିବଡ଼ୀ ସମ୍ମାନ’
ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଜଗତର ପ୍ରଖ୍ୟାତ କଥାଶିଳ୍ପୀ ବିଣାପାଣି ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡ଼େମୀର ସମ୍ମାନଜନକ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଚଳିତବର୍ଷ ଶ୍ରୀମତୀ ମହାନ୍ତି ମଧ୍ୟ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ ହୋଇଛନ୍ତି ।
ଓଡ଼ିଆ…