ଦେଖନ୍ତୁ ଭିଡ଼ିଓ, ଓୱେସୀଙ୍କ ମଞ୍ଚରୁ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ…
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ‘ସିଏଏ’ ବିରୋଧୀ ର୍ୟାଲିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।
ଅଲ ଇଣ୍ଡିଆ ମଜଲିସ-ଏ ଇତ୍ତେହାଦୁଲ ମୁସ୍ଲିମିନ (ଏଆଇଏମଆଇଏ)ର ମୁଖ୍ୟ ଅସୁଦୁଦ୍ଦୀନ ଓୱେସୀଙ୍କ ଗୁରୁବାର ବେଙ୍ଗୋଲୁରୁରେ ସିଏଏ-ବିରୋଧୀ ରାଲିରେ ଜଣେ ଝିଅ ପାକିସ୍ତାନ ଜିନ୍ଦାବଦା…