ଇଣ୍ଡୋନେସିଆରେ ସ୍ଥାପିତ ହେବ ବିଜୁ ଗ୍ୟାଲେରୀ
ଭୁବନେଶ୍ୱର: ଖୁବଶୀଘ୍ର ଇଣ୍ଡୋନେସିଆରେ ସ୍ଥାପିତ କରାଯିବ ବିଜୁ ପଟ୍ଟନାୟକ ଗ୍ୟାଲେରୀ ।
ଏନେଇ ସୂଚନା ଦେଇଛନ୍ତି ଓଡିଶା ଗସ୍ତରେ ଆସିଥିବା ପଦ୍ମଶ୍ରୀ ଅଗୁସ ଇନ୍ଦ୍ର ଉଦାୟନ । ଯିଏକି ନିକଟ ଅତୀତରେ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ କରିଥିଲେ । ଦୀର୍ଘ ୨୦ ବର୍ଷଧରି…