Latest Odisha News

BREAKING NEWS

Yearly Archives

2020

ରାଜଧାନୀରେ ଢେଙ୍କାନାଳ ଉତ୍ସବ…

ଚନ୍ଦ୍ରଶେଖରପୁର: ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ବର ପକ୍ଷରୁ ମଞ୍ଚେଶ୍ବରସ୍ଥିତ ରେଳ ଅଡିଟୋରିୟମ୍‌ଠାରେ ଢେଙ୍କାନାଳ ଉତ୍ସବ ଅନୁଷ୍ଠିତ ହୋଇଛି। ଢେଙ୍କାନାଳରେ ଜନ୍ମିତ ହୋଇ ରାଜ୍ୟକୁ ଗର୍ବିତ କରିଥିବା ବ୍ୟକ୍ତିବିଶେଷ ଏଥିରେ ଯୋଗଦେଇ ରାଜଧାନୀର ଏକ ରାସ୍ତାକୁ ବାଜି ରାଉତଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୮-୦୨-୨୦୨୦ ମଙ୍ଗଳବାର  ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ତା ୧୮ ରିଖ ମଙ୍ଗଳବାର କୁମ୍ଭ ୬ ଦିନ   ଫାଲଗୁନ ମାସ କୃଷ୍ଣ ପକ୍ଷ ଦଶମୀ ତିଥି  ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର  ଘାତ ବାର-: ମକର   ରାଶିର ଘାତ ଚନ୍ଦ୍ର-: ତୁଳା ଓ କୁମ୍ଭ ରାଶିର ପୁରୁଷ ଓ…

ଏସଇବିସି/ଓବିସିଙ୍କ ସାମାଜିକ, ଶିକ୍ଷାଗତ ସର୍ଭେ ଲାଗି ବିଧାନସଭାରେ ଗୃହିତ ହେଲା ସଂକଳ୍ପ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆବର୍ଗ ଏବଂ ଓବିସିଙ୍କ ସର୍ଭେ ଲାଗି ସୋମବାର ଦିନ ସଂକଳ୍ପ ପାରିତ ହୋଇଛି । ଏହି ସଂକଳ୍ପଟିକୁ ଗୃହରେ ଅନୁସୂଚୀତ ଜାତି, ଜନଜାତି ଓ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଆଗତ କରିଥିଲେ । “ ଏହା…

ପୁରୀ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ; ୩ ଜଣ ଆହତ

ପୁରୀ: ପୁରୀ କଂଗ୍ରେସ ଭବନରେ ସୋମବାର ଦିନ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ପ୍ରସାଦ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ଏହି ଘଟଣା…

ନୂଆ ବିଏସ ୬ ହିରୋ ସ୍ପ୍ଲେଣ୍ଡର: ଜାଣନ୍ତୁ କିପରି ଲୁକ-ଷ୍ଟାଇଲରେ, ମାଇଲେଜରେ ଦମଦାର !

ଦୁନିଆର ସବୁଠୁ ବଡ଼ ଦୁଇଚକିଆ ଗାଡି ନିର୍ମାତା କମ୍ପାନୀ ହିରୋ ମୋଟୋକୋପ ବଜାରକୁ ନିଜର ନୂଆ ମୋଟରସାଇକେଲ ସ୍ପ୍ଲେଣ୍ଡର ପ୍ଲସ କୁ ବିଏସ୬ ଇଞ୍ଜିନ ସହ ଅପଡେଟ କରି ଲଞ୍ଚ କରିଛି | ନୂଆ ବିଏସ୬ ହିରୋ ସ୍ପେଣ୍ଡର କୁ କମ୍ପାନୀ ବହୁତ କିଛି ପରିବର୍ତ୍ତନ କରିଛି | ଯାହାଦ୍ୱାରା ବାଇକ ମୂଲ୍ୟ…

ଓଡ଼ିଶା ପର୍ଯ୍ୟଟନ: ବୃଦ୍ଧି ପାଉଛି ଆଡ଼ୋବ୍ ସଫ୍ଟୱେୟାର ନିର୍ମିତ ୱେବସାଇଟ୍‌ର ଭିଜିଟର୍ସ ସଂଖ୍ୟା !

ଭୁବନେଶ୍ୱର: ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ସଫ୍ଟୱେୟାର କମ୍ପାନୀ ଆଡ଼ୋବ୍ ନିର୍ମାଣ କରିଛି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ୱେବସାଇଟ । ଓଡ଼ିଶା ପର୍ଯ୍ୟଟନ ବିଭାଗ ୱେବସାଇଟର ଡିଜିଟାଲ୍ ରୂପ ଦେଇଛି ଆଡ଼ୋବ୍ ସିଷ୍ଟମ୍ । ଆଡ଼ୋବ୍ ଦ୍ୱାରା ନିର୍ମିତ ହୋଇଥିବା ଏହି ୱେବସାଇଟର ଏବେ…

ଆପଣଙ୍କ ଓଡ଼ିଶାକୁ ଜାଣନ୍ତୁ: ଟ୍ୱିଟ୍ କରି ପ୍ରଶ୍ନ ପଚାରିଲେ ନବୀନ

ଭୁବନେଶ୍ୱର: ସୋସିଆଲ୍ ମିଡ଼ିଆର ଟ୍ୱିଟରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ତାଙ୍କର ଫଲୋଅର୍ସ ମାନଙ୍କୁ ଏକ ଫଟୋ ପୋଷ୍ଟ କରିବା ସହିତ ପ୍ରଶ୍ନ ପଚାରି ଚମକାଇ ଦେଇଛନ୍ତି । ଶାଗୁଆ ଧାନବିଲ ମଝିରେ ଥିବା ଏକ ରାସ୍ତାଟି କେଉଁ ଅଞ୍ଚଳର ବୋଲି ତାଙ୍କର ଫଲୋଅର୍ସ ମାନଙ୍କୁ…

ଛାତ୍ରଛାତ୍ରୀଙ୍କୁ ସାଇକେଲରେ ବହି ବୋଝ ବୁହାଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ !

ବସ୍ତା: ସ୍କୁଲ ଛାତ୍ରଛାତ୍ରୀଙ୍କୁ କଷ୍ଟକର ପରିଶ୍ରମ କରାଇବାର ନିୟମ ନାହିଁ । ମାତ୍ର ଛାତ୍ରଛାତ୍ରୀମାନଙ୍କୁ ଜୋର ଜବରଦସ୍ତ ସାଇକେଲରେ ବହି ବୋଝ ବୁହାଇଛନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ । ଏହି ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ମୁଳିଦା ଗ୍ରାମରେ ଥିବା ସତ୍ୟବତୀ ଉଚ୍ଚ…

ଫେବୃୟାରୀ ୨୧ରୁ ମହିଳା ଟି୨୦ ବିଶ୍ୱକପ

ମେଲବୋର୍ନ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫେବୃୟାରୀ ୨୧ରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଏହା ଆୟୋଜିତ ହେବାକୁ ଯାଉଛି । ଫେବୃୟାରୀ ୨୧ରେ ଉଦଘାଟନୀ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ମାର୍ଚ୍ଚ ୮ରେ ମେଲବୋର୍ଣ୍ଣରେ ଖେଳାଯିବ ।…

ଜାପାନର ଚର୍ଚ୍ଚିତ ନଗ୍ନ ଉତ୍ସବ ହାଦକା ମାତାସୁରୀ

ଟୋକିଓ: ଜାପାନରେ ପ୍ରତି ବର୍ଷ ଫେବୃୟାରୀର ତୃତୀୟ ଶନିବାର ପାରମ୍ପାରିକ ନଗ୍ନ ଉତ୍ସବ ହାଦାକା ମାତାସୁରୀ ପାଳନ କରାଯାଏ । ଚଳିତ ବର୍ଷ ଏହା ୧୫ ଫେବୃୟାରୀରେ ପାଳନ କରାଯାଇଛି । ଶ୍ରଦ୍ଧାଳୁ ମାନେ ସାଇଦାଇଜି କାନୋନିନ୍ ମନ୍ଦିର ନିକଟରେ ଏକତ୍ର ହୋଇଥାନ୍ତି । ହଜାର ହଜାର ପୁରୁଷ ଶ୍ରଦ୍ଧାଳୁ…