Latest Odisha News

BREAKING NEWS

Yearly Archives

2020

‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ: ୧ଲକ୍ଷରୁ ଅଧିକ ଲୋକ ହେବେ ସାମିଲ

ଅହମଦାବାଦ: ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ୧ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ରହିବେ । ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଏହି କାର୍ଯ୍ୟକ୍ରମର ନାଁ ‘କେମ୍ ଛୋ ଟ୍ରମ୍ପ ଥିଲା । ଯାହାକି ପରେ ପରିବର୍ତ୍ତନ ହୋଇ ‘ନମସ୍ତେ ଟ୍ରମ୍ପ’ ହୋଇଛି ।…

ଓଡିଆ ସିନେ ପତ୍ରିକାର ପ୍ରଚ୍ଛଦକୁ ନେଇ ଆସୁଛି ‘ଛାୟାଲିପି’

ଭୁବନେଶ୍ୱର: ଚଳଚ୍ଚିତ୍ର ଅବା ସିନେମା କାହାକୁ ଦେଖିବାକୁ ଭଲନଲାଗେ । ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବା ପରେ ତଥା ପୂର୍ବରୁ ତତସମ୍ବନ୍ଧୀୟ ଟିକିନିଖି ରୋଚକ ଖବର ପ୍ରକାଶ ପାଇଥାଏ ପତ୍ରିକା ମାଧ୍ୟମରେ । ଖାସକରି ସେସମୟରେ ପତ୍ରିକା ଗୁଡିକର ଚାହିଦା ମଧ୍ୟ ଖୁବ୍ ରହିଥିଲା । ଆଉ କିଛିକିଛି ପତ୍ରିକା…

ସୁପ୍ରିମକୋର୍ଟର ଭର୍ତ୍ସନା ପରେ ଏଆରଟେଲ ଉପରେ ପଡିଲା ପ୍ରଭାବ; ଜମା କଲା ୧୦,୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଭର୍ତ୍ସନା ପରେ ଏଆରଟେଲ ଉପରେ ପ୍ରଭାବ ପଡିଛି। ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଏଆରଟେଲ ସୋମବାର ଦିନ ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ ବା ଏଜିଆର ବୈଧାନିକ ବକେୟାରୁ ୧୦,୦୦୦ କୋଟି ଟଙ୍କା ପରିଶୋଧ କରିଛି। ଜାତୀୟଗଣମଧ୍ୟମ ଓ କମ୍ପାନୀ…

ନୀତିଶଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଅରବିନ୍ଦ କେଜ୍ରିୱାଲଙ୍କ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ପ୍ରଶାନ୍ତ କିଶୋର । ନୀତିଶ କୁମାରଙ୍କ ସହ ମତଭେଦ ହେବା ପରେ ଏବେ ସେ ତାଙ୍କୁ ଆଗାମୀ ବିହାର ନିର୍ବାଚନରେ ସିଧାସଳଖ ଟକ୍କର ଦେବା ପାଇଁ ଯୋଜନା କରୁଛନ୍ତି । ରିପୋର୍ଟ ମୁତାବକ…

ଟ୍ରମ୍ପଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା: ସିଆଇଏ ଏଜେଣ୍ଟ ଓ ସ୍ନାଇପର୍ସ ସହ ଭାରତରେ ପହଂଚିଲା ହରକ୍ୟୁଲେସ ବିମାନ

ଅହମଦାବାଦ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମେଲାନିୟା ଟ୍ରମ୍ପ ଅହମଦାବାଦ ପହଂଚିବା ପୂର୍ବରୁ ତାଙ୍କର ସ୍ୱାଗତ ଓ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି । ତାଙ୍କ ସୁରକ୍ଷାକୁ ନେଇ ବଡ ବ୍ୟବସ୍ଥା କରାଯାଇଛି । ଏହା ମଧ୍ୟରେ ଆଜି ଆମେରିକୀୟ ଏୟାରଫୋର୍ସର ହରକ୍ୟୁଲେସ ବିମାନ ଓ…

କ୍ରିକେଟ ଷ୍ଟମ୍ପରେ ପିଟି ଶାଶୁଙ୍କୁ ହତ୍ୟା; ଅଟୋ-ରିକ୍ସା ଚାଳକ ଗିରଫ

କଟକ: କଟକର ଗୋର୍ଖା କଲୋନୀରେ ଅଭାବନୀୟ ଘଟଣା । ଶାଶୁଙ୍କୁ କ୍ରିକେଟ ଷ୍ଟମ୍ପରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ଅଟୋ-ରିକ୍ସା ଚାଳକକୁ ରବିବାର ଦିନ ପୋଲିସ ଗିରଫ କରିଛି । ମୃତକ ହେଉଛନ୍ତି ସାଲଜି ହେମ୍ବ୍ରମ । ସେ ନିଜ ଝିଅ ସୀତା ଓ ଜ୍ୱାଇଁ ସଂଜୟ ସୋରେନଙ୍କ ସହ ରହୁଥିଲେ । ରବିବାର…

ନିଷ୍ପତ୍ତି ପରେ ନିର୍ଭୟା ମା’ଙ୍କ ପ୍ରତିକ୍ରିୟା, ମୁଁ ବହୁତ ଖୁସି ନୁହେଁ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଡେଥ୍ ୱାରେଂଟ ଜାରି ହୋଇଛି । ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଖୁଂଟରେ ଝୁଲିବେ ୪ ଦୋଷୀ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଏହି ନିଷ୍ପତି ଶୁଣାଇଛନ୍ତି । ତେବେ କୋର୍ଟଙ୍କ ନିଷ୍ପତି ଆସିବା ପରେ ନିର୍ଭୟାଙ୍କ ମାଆ ଅଶା ଦେବୀ…

ଓୟୁଏଟି ପରିଦର୍ଶନ କଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ

ଭୁବନେଶ୍ୱର: ଅଚାନକ ଓୟୁଏଟି ଗସ୍ତ କଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । ସୋମବାର ଭୋରୁ ପ୍ରାତଃ ଭ୍ରମଣରେ ଯିବା ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ପହଂଚିଥିଲେ ପାଣ୍ଡିଆନ୍ । ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମିର ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।…

ଆଇପିଏଲ ୨୦୨୦: ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନସ ଓ ଚେନ୍ନାଇ ସୁପର କିଙ୍ଗ

ମୁମ୍ବାଇ: ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ୨୦୨୦ ବର୍ଷର ଆଇପିଏଲ ମୁକାବିଲା । ଏହି ୧୩ ତମ ଆଇପିଏଲର ଉଦଘାଟନୀ ମ୍ୟାଚ ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଉଦଘାଟନୀ ମ୍ୟାଚରେ ପୂର୍ବ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ…

ଏମଏସ ବିଟ୍ଟାଙ୍କ ବାୟୋପିକରେ ଅକ୍ଷୟ!

ମୁମ୍ବାଇ: ‘ଗୁଡ୍ ନୁ୍ୟଜ୍’ ଏବଂ ‘ସୂର୍ଯ୍ୟବଂଶୀ’ ପରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଆଉ ନୂଆ ପ୍ରୋଜେକ୍ଟର ନାଁ ସାମ୍ନାକୁ ଆସିଛି । ଅଲ୍ ଇଣ୍ଡିଆ ଆଂଟି ଟେରରିଷ୍ଟ ଫ୍ରଣ୍ଟ (ଏଆଇଏଟିଏଫ) ଚେୟାରମ୍ୟାନ୍ ମନମିନ୍ଦର ସିଂହ ବିଟ୍ଟାଙ୍କ ବାୟୋପିକ୍ରେ ନଜର ଆସିବେ ଅକ୍ଷୟ କୁମାର । ଏନେଇ ଚର୍ଚ୍ଚା…