Latest Odisha News
Yearly Archives

2020

ଡ୍ୟୁଟି ସମୟରେ ମାତାଲ ପୋଲିସକର୍ମୀଙ୍କ ହଙ୍ଗାମା, ଭିଡିଓ ଭାଇରାଲ

ବାରିପଦା: ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ କର୍ତ୍ତବ୍ୟରତ ଜଣେ ପୋଲିସକର୍ମୀଙ୍କ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଓଏପିଏଫ କନେଷ୍ଟବଳ ନିଷାସକ୍ତ ଅବସ୍ଥାରେ ହଙ୍ଗାମା କରୁଥିବା ନଜର ଆସିଛନ୍ତି । ଗଙ୍ଗା ବିହାରୀ ନାୟକ ନାମକ ଓଡିଶା ସଶସ୍ତ୍ର ପୋଲିସ ବଳର ଜଣେ…

ରେଳ ଷ୍ଟେସନ ଆଧୁନିକୀକରଣ: କେଉଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହେବ ଜାଣନ୍ତୁ

ଭୁବନେଶ୍ୱର: ଉତ୍ତର ରେଳପଥର ହଜରତ ନିଜାମୁଦ୍ଦିନ-ପାଲୱାଲ ଷ୍ଟେସନ, କେନ୍ଦ୍ରୀୟ ରେଳପଥର ସୋଲାପୁର ରେଳମଣ୍ଡଳ ଏବଂ ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳରେ ରେଳ ଭିତ୍ତିଭୂମି କାର୍ୟ୍ୟକ୍ଷମ ପାଇଁ ଆଧୁନିକୀକରଣ କାର୍ୟ୍ୟ ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ…

ଓଡିଶା ବିପକ୍ଷରେ ସୁରଜଙ୍କ ଶତକ, ଝାଡଖଣ୍ଡ ୩୫୫/୯

କଟକ: ଓଡିଶା ବିପକ୍ଷ ଗ୍ରୁପ ସି’ ରଣଜୀ ଟ୍ରଫି ଏଲିଟ ଗ୍ରୁପ ମ୍ୟାଚରେ ସୁରଜ କୁମାରଙ୍କ ଶତକ ଯୋଗୁ ଝାଡଖଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତନ କରିବାରେ ସଫଳ ହୋଇଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୩୬ ରନ ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଝାଡଖଣ୍ଡ ୯ ଉଇକେଟ ବିନିମୟରେ ୩୫୫ ରନ କରିଛି ।…

ଅନୁପ ରଚିଥିବା ହତ୍ୟାକାଣ୍ଡର ଚାଂଚଲ୍ୟକର ଖୁଲାସା: କେମିତି ଓ କାହିଁକି ହତ୍ୟା କରିଥିଲେ, ଜାଣନ୍ତୁ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏ ରଚିଥିବା ହତ୍ୟା ଯୋଜନା ଉପରୁ ଆଜି ପରଦା ଉଠିଛି । ସେ କଳ୍ପନା ଦାସ(୩୨) ଓ ବବଲି ଦାସଙ୍କ ହତ୍ୟା ଯୋଜନା କରିଥିଲେ । ମୃତକ କଳ୍ପନାଙ୍କ ସହ ଅନୁପଙ୍କ ଅନୈତିକ ସମ୍ପର୍କ ଥିଲା ଓ ସେ ଅନୁପଙ୍କୁ ବିବାହ କରିବାକୁ ଓ ତାଙ୍କ…

ତୃତୀୟ ସନ୍ତାନର ମାଆ ହେଲେ ଟେନିସ ଷ୍ଟାର କୋର୍ଣ୍ଣିକୋଭା

ମସ୍କୋ: ରୁଷିଆର ଗ୍ଲାମର ଟେନିସ ଖେଳାଳି ଆନ୍ନା କୋର୍ଣ୍ଣିକୋଭା ତୃତୀୟ ସନ୍ତାନର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପପ୍ ଷ୍ଟାର ଇନରିକ୍ ଇଗଲେସିଆସ ଓ କୋର୍ଣ୍ଣିକୋଭା ମିଳିତ ଭାବେ ଝିଅ ହେବା କଥା ସୋସିଆଲ ନେଟୱର୍କି ସାଇଟରେ ଶେୟାର କରିଛନ୍ତି । ପୂର୍ବରୁ ସେମାନଙ୍କ ଲୁସି ଓ ନିକୋଲସ…

୪୦ ଶହୀଦଙ୍କ ଘରୁ ମାଟି ନେଇ ପୁଲୱାମା ପହଂଚିଲେ ଗୋପୀନାଥ

ପୁଲୱାମା: ଗୋପୀନାଥ ଯାଦବ ଯେଉଁ ଭାବନା ଓ ସଂକଳ୍ପ ସହକାରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ତାହା ସମ୍ପୂର୍ଣ୍ଣ ଭାବେ ଅନ୍ୟମାନଙ୍କଠାରୁ ଭିନ୍ନ ଅଟେ । ତାଙ୍କ ପ୍ରଚେଷ୍ଟା ଅନେକ ଆଖିରେ ଲୁହ ଆଣିଥିବା ବେଳେ ଦେଶପ୍ରେମ ଭାବ ଜାଗ୍ରତ କରାଇଛି । ଗୋପୀନାଥ ସମସ୍ତ ୪୦ ଶହୀଦଙ୍କ ଘରୁ ମାଟି…

ସଡକ ଦୁର୍ଘଟଣାରେ ସାହିତ୍ୟିକ କୁଳମଣୀ ସାମଲଙ୍କ ମୃତ୍ୟୁ

ଯାଜପୁର: ପ୍ରସିଦ୍ଧ ସାହିତ୍ୟିକ ତଥା ନାଟ୍ୟ ନିର୍ଦେଶକ କୁଳମଣୀ ସାମଲଙ୍କ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ତାଙ୍କ ଅସାମୟିକ ବିୟୋଗରେ ସାହିତ୍ୟିକ ଓ ପ୍ରଂଶସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୭ବର୍ଷ ହୋଇଥିଲା । ଆସନ୍ତା…

ଫେସବୁକ୍‌ରେ ୨୭.୫ କୋଟି ଡୁପ୍ଲିକେଟ ଆକାଉଂଟ

ହାଇଦ୍ରାବାଦ: ଫେସବୁକ୍‌ରେ ୨୭.୫ କୋଟି ଡୁପ୍ଲିକେଟ ଆକାଂଉଟ ରହିଛି । ଜଣେ ଜଣେ ବ୍ୟକ୍ତିଙ୍କର ୨ଟି ଲେଖାଏ ଆକାଂଉଟ ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଗତବର୍ଷ ତୁଳନାରେ ନକଲି ଆକାଂଉଟ ସଂଖ୍ୟା ବଢ଼ିଛି ବୋଲି ଫେସବୁକ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି । ହାଇଦ୍ରାବାଦର ଏକ…

ବ୍ରିଟେନର ସବୁଠାରୁ ଯୁବ ଅଲିମ୍ପିଆନ ହେବାକୁ ଯାଉଛନ୍ତି ସ୍କାଇ ବ୍ରାଉନ

ଟୋକିଓ: ଟୋକିଓ ଅଲିମ୍ପିକ ପାଇଁ ବ୍ରିଟେନର ୧୧ ବର୍ଷୀୟ ସ୍କେଟବୋର୍ଡର ସ୍କାଇ ବ୍ରାଉନ ଯୋଗ୍ୟତା ଅର୍ଜନ କରିଛନ୍ତି । ୯୨ ବର୍ଷ ଇତିହାସରେ ବ୍ରାଉନ ସବୁଠାରୁ ଯୁବ ଅଲିମ୍ପିଆନ ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି । ସ୍କେଟବୋର୍ଡର ବିଶ୍ୱ ଚାମ୍ପିୟନଶିପରେ ସେ ବ୍ରୋଞ୍ଜ ପଦକ ହାସଲ କରି…

ଦେବବ୍ରତ ବେହେରାଙ୍କୁ ମିଳିଲା ସିଲଜୋରା-କାଲିମାଟି ଲୁହାପଥର, ମାଙ୍ଗାନିଜ୍ ଖଣି

ନୂଆଦିଲ୍ଲୀ: ଓଡ଼ିଶାର ଖଣିମାଲିକ ଦେବବ୍ରତ ବେହେରା କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିଲଜୋରା-କାଲିମାଟି ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ହସ୍ତଗତ କରିଛନ୍ତି । ସେ ଗୁରୁବାର ଦିନ ୧୫୪ ପ୍ରିମିୟମ୍ ପ୍ରତିଶତ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରି ଏହି ଖଣି ପାଇବାକୁ ସକ୍ଷମ ହୋଇଛନ୍ତି ।…