ଲାଲ ସିଂ ଚଡ୍ଡାର ନୂତନ ପୋଷ୍ଟର ଶେୟାର କଲେ ଅମୀର
ମୁମ୍ବାଇ: ବଲିଉଡର ଷ୍ଟାର ଅମୀର ଖାଁଙ୍କ ନୂତନ ଫିଲ୍ମ ଲାଲ ସିଂ ଚଡ୍ଡା ୨୦୨୦ର ଏକ ବହୁ ପ୍ରତୀକ୍ଷିତ ଫିଲ୍ମ । ଭାଲେଂଟାଇନ ଡେ ଅବସରରେ କରୀନା ସହ ତାଙ୍କର ଏକ ପୋଷ୍ଟର ସୋସିଆଲ ନେଟୱର୍କିଂରେ ଅମୀର ଶେୟାର କରିଛନ୍ତି ।
ଏହି ଅବସରରେ ସେ କରୀନାଙ୍କୁ ହ୍ୟାପି ଭାଲେଂଟାଇନ ଡେ ଅଭିନନ୍ଦନ ମଧ୍ୟ…