ଆସିଲା ‘ଭୂତ’ର ଗୀତ, ଦେଖନ୍ତୁ ଭିକି-ଭୂମିଙ୍କ ରୋମାନ୍ସ
ମୁମ୍ବାଇ: ରିଲିଜ ହୋଇଛି ଫିଲ୍ମ ‘ଭୂତ ପାର୍ଟ ୱାନ୍-ଦ ହଂଟେଡ୍ ସିପ୍’ର ଏକ ରୋମାଂଟିକ ଗୀତ । ଏଥିରେ ଭିକି କୌଶାଲ ଏବଂ ଭୂମି ପେଡ୍ନେକରଙ୍କ ରୋମାନ୍ସ ଦେଖବାକୁ ମିଳିଛି । ଗୀତକୁ ଗାଇଛନ୍ତି ଅଖିଲ ସଚଦେବ ଓ ମନଶୀଲ ଗୁଜରାଲ ।
କରନ୍ ଜୋହରଙ୍କ ପ୍ରଯୋଜନାରେ ତିଆରି ହରର ଫିଲ୍ମ ‘ଭୂତ’ର…