ଟ୍ରାଫିକ୍ ଜାମରେ ଶିଶୁ ମୃତ୍ୟୁ ଘଟଣା: ଏଣିକି ରାସ୍ତା ନ ଛାଡିଲେ ଜରିମାନା ସହ ୬ ମାସ ଜେଲ୍
ଭୁବନେଶ୍ୱର: ଟ୍ରାଫିକ୍ ଜାମ କାରଣୁର ଆମ୍ବୁଲାନ୍ସ ଭିତରେ ୫ ବର୍ଷର ଶିଶୁ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇଛି ମହିଳା ଓ ଶିଶୁ ଆୟୋଗ । ଏନେଇ ଟ୍ରାଫିକ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ମହିଳା ଓ ଶିଶୁ ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ । କେଉଁ ପରିସ୍ଥିତିରେ ଶିଶୁର ମୃତ୍ୟୁ ହେଲା,…