Latest Odisha News

BREAKING NEWS

Yearly Archives

2020

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ୧୪୧.୨୫ ପ୍ରିମିୟମରେ ଗୋଆର ଫର୍ମେଣ୍ଟୋକୁ ମିଳିଲା ନଦୀଡ଼ିହ ଲୁହାପଥର-ମାଙ୍ଗାନିଜ୍ ଖଣି

ନୂଆଦିଲ୍ଲୀ: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ନଦୀଡ଼ିହ ଲୁହାପଥର ଓ ମାଙ୍ଗାନିଜ୍ ଖଣିର ନିଲାମ ପ୍ରକ୍ରିୟା ସମାପ୍ତ ହୋଇଛି । ଗୋଆର ଫର୍ମେଣ୍ଟୋ ଇଣ୍ଟଷ୍ଟ୍ରିଜ୍ ପ୍ରାଇଭେଟ୍ ଲିଃ କମ୍ପାନୀକୁ ଏହି ଖଣି ମିଳିଛି । ଋବିବାର ଦିନ ନିଲାମ ହୋଇଥିବା ଏହି ଖଣିଟିରେ ଆନୁମାନିକ ୨୦.୪୮ ମେଟ୍ରିକ୍ ଟନ ଖଣିଜ…

ଏସ୍‌ସି/ଏସ୍‌ଟି ସଂଶୋଧନ ଆଇନ ୨୦୧୮ର ସାମ୍ବିଧାନକ ବୈଧତା କାଏମ

ନୂଆଦିଲ୍ଳୀ: ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ଆଇନ ୨୦୧୮କୁ ଚାଲେଂଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏସ୍‌ସି/ଏସ୍‌ଟି ସଂଶୋଧନ ଆଇନ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବିନିତ ଶରଣ ଓ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ…

ପର୍ଯ୍ୟଟକଙ୍କୁ ଠକେଇ ଅଭିଯୋଗରେ ଟ୍ରାଭେଲ୍ ଏଜେନ୍ସିର ୩ କର୍ମଚାରୀ ଗିରଫ

ପୁରୀ: ପର୍ଯ୍ୟଟକଙ୍କୁ ଠକିବା ଅଭିଯୋଗରେ ପୋଲିସ ଏକ ଟ୍ରାଭେଲ୍ ଏଜେନ୍ସିର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ପଣସପଡା ଗ୍ରାମର ଅବଦୁଲ୍ ଜାଫର ଓ ରାୟପୁର ଗ୍ରାମର ବିଦ୍ୟାଧର ଜେନା ଏବଂ ବିଚିତ୍ର ଜେନା । ପ୍ରାପ୍ତ ସୂଚନାନୁଯାୟୀ, ଗୁଜୁରାଟର ଜେ.…

ଓସ୍କାର ପୁରସ୍କାର: ପାରାସାଇଟ ଫିଲ୍ମ ଇତିହାସ ରଚିଲା

ଲସଏଞ୍ଜେଲ୍ସ: ଦକ୍ଷିଣ କୋରିଆର ପାରାସାଇଟ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନଜନକ ଓସ୍କାର ପୁରସ୍କାର ପାଇଛି । ଅଣ ଇଂରାଜୀ ଫିଲ୍ମ ଭାବେ ପାରାସାଇଟ ଓସ୍କାର ଜିତି ଇତିହାସ ରଚିଛି । ୧୯୧୭ ଓ ୱାନ୍ସ ଓପନ ଏ ଟାଇମ ଫିଲ୍ମକୁ ପଛରେ ପକାଇ ଏହା ବାଜି ମାରିଥିଲା । ବେଷ୍ଟ ଅନ୍ତର୍ଜାତୀୟ ଫିଲ୍ମ ଭାବେ…

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ବସ୍ ଓ ବାଇକ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ଵର: ରବିବାର ଦିନ ଏକ ବସରେ ବିଦ୍ୟୁତ ତାର ଲାଗିବା ଘଟଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଏହିଭଳି ଏକ ସମାନ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଡଗରା ଗୁମୁଟି ଛକ ନିକଟରେ ବାରିପଦାରୁ ଡଗରା ବେଳାଭୂମିକୁ ପିକନିକ୍ ପାଇଁ ଆସୁଥିବା ଏକ ବସ ୧୧…

ଓଡିଶା ଫେରିଲା ଶୀତ ଲହରୀ

ଭୁବନେଶ୍ୱର: ତିନି ଦିନ ଲଗାଦାର ବର୍ଷା ସାଙ୍ଗକୁ କୋହଲା ପାଗ ପରେ ଓଡିଶାର ଅଧିକାଂଶ ଅଞ୍ଚଳରେ ଥଣ୍ଡା ବଢିଯାଇଛି । ସୋମବାର ସକାଳ ପାଣିପାଗ ବୁଲେଟିନ ଅନୁସାରେ, ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଅନୁଗୁଳ ଓ ଦାରିଙ୍ଗବାଡି ରେ ରାତିର ତାପମାତ୍ରା ୯…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ବାଇକ୍‌; ଅଳ୍ପକେ ବର୍ତ୍ତିଲେ ଯୁବକ

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କୋଇଥକୋଲା ବଜାର ନିକଟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ବାଇକ୍ ଜଳିଯାଇଥିବା ବେଳେ ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଦୁର୍ଯ୍ୟୋଧନ ରାଉଳ ସେହି ଗ୍ରାମର ସୁଦର୍ଶନ…

ଆପଣ ପସନ୍ଦ କରିଥିବା ମ୍ୟାଟ୍ରିମୋନିଆଲ ପ୍ରୋଫାଇଲ ଅସଲି କି ନକଲି ଏହିପରି ଜାଣନ୍ତୁ !

ଭୁବନେଶ୍ୱର: ଆଜିକାଲି ସବୁ ଅନଲାଇନ ହୋଇ ଗଲାଣି । ପାରିବ କିଣିବା ଠାରୁ ଆରମ୍ଭ କରି ବର ଖୋଜିବା ଯାଏଁ ଆଜିର ପିଢ଼ି ଅନଲାଇନ ଉପରେ ଦେଉଛନ୍ତି ବେଶ୍ ଗୁରୁତ୍ୱ । ପୂର୍ବରୁ ବିବାହ ସ୍ଥିର କରିବାରେ ସମ୍ପର୍କୀୟମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ଯୁଗ ବଦଳିଛି। ଏବେ…

ନିଜ ସାଥୀଙ୍କ ସହ ଏହିଭଳି ପାଳନ କରନ୍ତୁ ଟେଡି ଡେ’…

ଭୁବନେଶ୍ୱର:ପାଖେଇ ଆସୁଛି ଭଲେଣ୍ଟାଇନ ଡେ' । ରୋଜ୍ ଡେ, ପ୍ରପୋଜ୍ ଡେ ଓ ଚକୋଲେଟ ଡେ ପରେ ପ୍ରେମୀ ଯୁଗଳ ଆଜି ପାଳନ କରୁଛନ୍ତି ଟେଡି ଡେ । ପରସ୍ପରକୁ ଟେଡିବିୟର ଦେଇ ନିଜ ମନର ଭାବନା ପ୍ରକାଶ କରୁଛନ୍ତି ପ୍ରେମୀ ଯୁଗଳ । ପ୍ରେମ । ଅଢେଇ ଅକ୍ଷର ଏଇ ଶଦ୍ଦ ଜୀବନକୁ କରିଦିଏ ରଙ୍ଗୀନ୍ ।…

ଗଞ୍ଜାମ ବସ ଦୁର୍ଘଟଣା: ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଅଞ୍ଚଳରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରବିବାର ଦିନ ଏକ ବରଯାତ୍ରୀ ବସରେ କରେଣ୍ଟ ଲାଗି ୯ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ସ୍ଥାନୀୟ ଗୋଳନ୍ଥରା ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି। ସାଉଥ କୋ କୁ…