ବିବାହ କଲେ ଓଲିଉଡ ଷ୍ଟାର୍ ଅମ୍ଲାନ୍
ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ଅମ୍ଲାନ୍ ଦାସ ଶୁକ୍ରବାର ଦିନ ନିଜ ପିଲାବେଳର ସାଥୀ ଭୂମିକାଙ୍କୁ ବିବାହ କରିଛନ୍ତି ।
ଘନିଷ୍ଠ ସମ୍ପର୍କୀୟ ଏବଂ ପରିବାର ବର୍ଗଙ୍କ ଗହଣରେ ହାତକୁ ଦିହାତ ହୋଇଛନ୍ତି ଭେଟେରାନ୍ ଆକ୍ଟର ମିହିର ଦାସଙ୍କ ପୁଅ ଅମ୍ଲାନ୍ । ଗତ ବର୍ଷ କଟକ ସିଡିଏ…