ଖୁବଶୀଘ୍ର ଭାରତରେ ଲଞ୍ଚ ହେବ ହ୍ଵାଟସଆପ୍ସ ପେ !
ନୂଆଦିଲ୍ଲୀ: ଫେସବୁକ ମାଲିକାନାରେ ଥିବା ମେସେଜିଙ୍ଗ ଆପ୍ସ ହ୍ଵାଟସଆପ୍ସ ଖୁବ ଶୀଘ୍ର ନିଜର ପେମେଣ୍ଟ ସର୍ଭିସକୁ ନେଇ ଛଅ ବର୍ଷରୁ ପ୍ରସ୍ତୁତି ଚଳାଇଥିଲା |
ଏବେ ସୂଚନା ମିଳୁଛି ଯେ ଏହି ହ୍ଵାଟସଆପ୍ସ ପେ ଖୁବ ଶୀଘ୍ର ଭାରତରେ ଲଞ୍ଚ କରିବ | ହ୍ଵାଟସଆପ୍ସ ପେ ଭାରତର ପେମେଣ୍ଟ କର୍ପୋରେସନ ଅଫ…