Latest Odisha News

BREAKING NEWS

Yearly Archives

2020

ପୁରୀରେ ଗନ୍ଧର୍ବ ବିବାହ କଲେ ଋଷିୟ ଦମ୍ପତି

ପୁରୀ: ଆଜିକାଲି ପ୍ରାୟତଃ ଯୁବପିଢି ଡେଷ୍ଟିନେସନ ୱେଡିଂ ପ୍ରେମରେ ପଡିଥିବା ବେଳେ ଜଣେ ବିଦେଶୀ ଦମ୍ପତ୍ତି ନିଜ ବିବାହକୁ ସ୍ମୃତିମୟ କରିବା ଲାଗି ବାଛିଛନ୍ତି ଶ୍ରୀକ୍ଷେତ୍ର ପୁରୀ ଧାମକୁ । ପ୍ରାପ୍ତ ସୂଚନାନୁଯାୟୀ, ସୁଦୂର ମସ୍କୋ ବାସିନ୍ଦା ନତାଲି ଓ ରୋମନ ଦୁହେଁ ଓଡିଶା ଆସି ପାରମ୍ପରିକ…

ପ୍ରେମୀଙ୍କୁ ବିବାହ ଲାଗି ଝିଅରୁ ପାଲଟିଲେ ପୁଅ !

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜଣେ ମହିଳା ନିଜ ପ୍ରେମକୁ ପାଇବା ଲାଗି ଲିଙ୍ଗ ପରିବର୍ତ୍ତନ କରିବା ଭଳି ସମ୍ବେଦନଶୀଳ ଘଟଣା ନଜରକୁ ଆସିଛି । ସୂଚନାନୁଯାୟୀ, ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମୀ ତଥା ଅନ୍ୟ ଜଣେ ଯୁବତୀ ପାଖାପାଖି ୩ବର୍ଷ ହେବ ଲିଭ୍‌-ଇନ୍ ରିଲେସନସିପରେ ରହୁଥିଲେ ଏବଂ…

ରାଜ୍ୟ କ୍ୟାବିନେଟ୍ ବୈଠକ: ଓଡ଼ିଶା ସିଭିଲ୍ ସର୍ଭିସ ନିୟମ ସଂଶୋଧନ ସମେତ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା…

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସିଭିଲ୍ ସର୍ଭିସ୍ ନିୟମରେ ସଂଶୋଧନ ପ୍ରସ୍ତାବ ସମେତ ଏହି ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରିଛି । ଆଜିର…

ଓଡ଼ିଶା ଖଣି ଆବଣ୍ଟନ: ଜେଏସଡ଼ବ୍ଲ୍ୟୁକୁ ମିଳିଲା ଯଜାଙ୍ଗ ଲୁହାପଥର ଖଣି

ନୂଆଦିଲ୍ଲୀ: ଏବେ ଓଡ଼ିଶାର ଖଣି ଆବଣ୍ଟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯଜାଙ୍ଗ ଲୁହାପଥର ଖଣି ଜେଏସଡ଼ବ୍ଲ୍ୟୁ ଷ୍ଟିଲକୁ ମିଳିଛି । ଏହି ଆବଣ୍ଟନ ପ୍ରକ୍ରିୟାରେ ଯେଉଁ ପ୍ରମୁଖ କମ୍ପାନୀ ଗୁଡ଼ିକ ବିଡ଼ର୍ ଥିଲେ ସେହି କମ୍ପାନୀଗୁଡ଼ିକ ହେଲେ,…

ବ୍ୟବସାୟୀଙ୍କ ଠାରୁ ୧୦ ହଜାର ଜୋରିମାନା ଆଦାୟ କଲେ ଜିଲ୍ଲାପାଳ, ଜାଣନ୍ତୁ କାହିଁକି

ବ୍ରହ୍ମପୁର: ବାହାରେ ଅଳିଆ ଆର୍ବଜନା ଫୋପାଡି ହଟହଟା ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ଜନୈକ କପଡା ବ୍ୟବସାୟୀ । ଯେଉଁଥିପାଇଁ ତାଙ୍କଠାରୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ । ପ୍ରାପ୍ତ ସୂଚନାନୁଯାୟୀ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ…

ରାଉରକେଲାରେ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମା ମାଡ

ରାଉରକେଲା: ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କ ଉପରକୁ ଗୁରୁବାର ରାତିରେ କେହି ଦୁବୃର୍ତ୍ତ ବୋମା ମାଡ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ, ଘଟଣାଟି ଘଟିଛି ରାଉରକେଲାର ଉଦିତ ନଗର ସ୍ଥିତ ବାସନ୍ତି କଲୋନୀ ଅଞ୍ଚଳରେ । ଦୁଇ ଜଣ ଦୁବୃର୍ତ୍ତ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମା…

ସ୍ମିତାରାଣୀ ମୃତ୍ୟୁ ମାମଲା: ମାଟିରେ ମିଶିଲା ରଙ୍ଗଶାଳା

ଯାଜପୁର: ବହୁଚର୍ଚ୍ଚିତ ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା। ଆଜି ଭଙ୍ଗା ହେଲା ଅଭିଯୁକ୍ତ ରୂପେଶ ଭଦ୍ରର ବେଆଇନ୍ ଗେଷ୍ଟହାଉସ ରଙ୍ଗଶାଳା । ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳା ଭଙ୍ଗା ଚାଲିଛି । ଘରର ଆସବାବ ପତ୍ର ସବୁ ବାହାରକୁ କାଢ଼ି ଦିଆଯାଇଛି । ପୂର୍ବରୁ ଏହି…

୬୦୬ ସରକାରୀ ଅଧ୍ୟାପକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କିଭଳି କରିବେ ଆବେଦନ

ଭୁବନେଶ୍ୱର: ରାଜ୍ୟର ସରକାରୀ ଡିଗ୍ରୀ କଲେଜ୍‌ରେ ୬୦୬ ଟି ଅଧ୍ୟାପକ ପଦବୀ ପୂରଣ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନକାରୀ ଓପିଏସସିର ୱେବସାଇଟ୍ ଙ୍ଗଙ୍ଗଙ୍ଗ.କ୍ଟକ୍ଟ୍ରଗ୍ଦମକ୍ଟଦ୍ଭକ୍ଷସଦ୍ଭର.ଶକ୍ଟଙ୍ଖ.ସଦ୍ଭରେ ଆବେଦନ କରିପାରିବେ । ପଦବୀ ବାବଦରେ ସୂଚନା…

ରୋଜ ଡେ’ରୁ ଆରମ୍ଭ ହେଲା ପ୍ରେମ ସପ୍ତାହ: କେଉଁ ରଙ୍ଗ ଗୋଲାପର କ’ଣ ରହିଛି ମହତ୍ତ୍ୱ,ଜାଣନ୍ତୁ…

ଭୁବନେଶ୍ୱର:ପ୍ରେମର ପ୍ରତୀକ ଗୋଲାପ। ପେବୃଆରୀ ୭ ରୋଜ ଡେ' ଠାରୁ ଆରମ୍ଭ ହୁଏ ପ୍ରେମର ପର୍ବ ଭାଲେଣ୍ଟାଇନ ସପ୍ତାହ । ଫେବୃଆରୀ ମାସ ୧୪ ତାରିଖ ପୂର୍ବରୁ ଗୋଟେ ସପ୍ତାହ ଭାଲେଣ୍ଟାଇନ ୱିକ୍‌ ପାଳନ କରାଯାଏ। ଏହି ୭ଦିନର ପ୍ରତ୍ୟେକ ଦିନ ଅଲଗା ଅଲଗା ଡେ ଭାବେ ସେଲିବ୍ରେଟ କରାଯାଏ। ପ୍ରଥମେ ୭…

ଓଡିଶାର ୩ ଜିଲ୍ଲାରେ ପ୍ରବଳ ବର୍ଷା; ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଓଡିଶାର ୧୧ଟି ଜିଲ୍ଲାରେ ଘଣ୍ଟାପ୍ରତି ୩୦-୪୦ କିମି. ବେଗରେ ପବନ ବହିବା ସହ ବର୍ଷା ହୋଇଥିବା ନେଇ ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଜୟପୁର, ଭଦ୍ରକ, କଟକ, କେନ୍ଦ୍ରାପଡା,…