Latest Odisha News

BREAKING NEWS

Yearly Archives

2020

ବେକାବୁ କରୋନା, ଚୀନରେ ନେଲାଣି ୬୩୬ ମୁଣ୍ଡ

ବେଜିଂ: ମାରାତ୍ମକ କରୋନା ଭାଇରସ୍ ପ୍ରତିଦିନ ଚୀନରେ ପାଖାପାଖି ୫୦ ଜଣଙ୍କର ଜୀବନ ନେଉଛି । ଏହି ପ୍ରାଣଘାତୀ ଭୂତାଣୁ ବର୍ତ୍ତମାନ ସୁଦ୍ଧା ଚୀନରେ ୬୩୬ ଜଣଙ୍କର ମୁଣ୍ଡ ନେଲାଣି । ଆକ୍ରାନ୍ତ ସଂଖ୍ୟା ୩୧ ହଜାର ପାଖାପାଖି ପହଞ୍ଚିଲାଣି । ବିଶେଷ କରି ହୁଭେଇ ପ୍ରଦେଶରେ କରୋନାର ଲଗାମଛଡା ହେଉଛି ।…

ନିର୍ଭୟା ମାମଲାରେ ଆଜି ସୁପ୍ରିମକୋର୍ଟ ଓ ପଟିଆଲା ହାଉସ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆଜି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି । ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି କରିବାକୁ ତିହାର ଜେଲ କର୍ତ୍ତୃପକ୍ଷ କରିଥିବା ପିଟିସନର ଶୁଣାଣି ହେବ । ଗତକାଲି ଶୁଣାଣି ବେଳେ ସମସ୍ତ ଚାରି ଦୋଷୀଙ୍କୁ ସେମାନଙ୍କ ପକ୍ଷ ରଖିବା ପାଇଁ କହିଥିଲେ କୋର୍ଟ । ଆଜି…

ଫେବ୍ରୁଆରୀ ୨୨ରେ ଆଇଆଇଏମ ବେଙ୍ଗାଳୁରୁର ଅନ୍ତର୍ଜାତୀୟ ସମ୍ମିଳନୀ

ବେଙ୍ଗାଳୁରୁ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ବେଙ୍ଗାଳୁରୁ ଫ୍ରାନ୍ସର ତୋଲଜ ବିଜନେସ ସ୍କୁଲ ସହ ମିଳିତ ସହଭାଗୀତାରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରୁଛି । ଫେବ୍ରୁଆରୀ ୨୨ ତାରିଖରେ ଆୟୋଜନ ହେଉଥିବା ଏହି ସମ୍ମିଳନୀରେ ବିମାନ ଚଳାଚଳର ଭବିଷ୍ୟତ ବାବଦରେ ଗୁରୁତ୍ୱପୂର୍ଣ୍ଣ…

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ: ଚଳିତ ବର୍ଷର ବଜେଟ ଅଟକଳକୁ ମିଳିବ ଅନୁମୋଦନ

ଭୁବନେଶ୍ୱର: ଆଜି ଦିନ ୧୧ଟା ୪୫ ମିନିଟରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବସିବ। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ବଜେଟ୍‌ ଅଟକଳକୁ ବୈଠକରେ ଅନୁମୋଦନ ମିଳିବ ବୋଲି ଜଣାପଡିଛି। ରାଜ୍ୟ କ୍ୟାବିନେଟ୍‌ ବୈଠକ ସହ ୧୨ଟା ୧୫ରେ ବସିବ ମନ୍ତ୍ରୀପରିଷଦ ବୈଠକ। ଉଭୟ…

ଆମ ରାଜ୍ୟ ଓଡ଼ିଶାକୁ ନେଇ ଗର୍ବ କଲା ଭଳି କିଛିକଥା, ଜାଣନ୍ତୁ…

ଭୁବନେଶ୍ବର: ସଂସ୍କୃତି ରାଜ୍ୟ ଓଡ଼ିଶା । ଯାହାର କୋଣ ଅନୁକୋଣରେ ଭରି ରହିଛି ପ୍ରାଚୀନ ସଂସ୍କୃତି ତଥା କଳାକୃତିର ଛାପ । ଓଡିଶାର ପ୍ରାଚୀନ ଓ ଗୌରବମୟ ଇତିହାସକୁ ନେଇ ସମସ୍ତ ଓଡ଼ିଆ ଆଜିବି ଗର୍ବିତ । ଆସନ୍ତୁ ଜାଣିବା ଏହି ମହାନ ରାଜ୍ୟ ସମ୍ପର୍କରେ କିଛି ଅଜଣା ଅକୁହା କଥା...…

ଦେଖନ୍ତୁ ଭିଡ଼ିଓ: କ୍ୟାମେରା ଲେନ୍ସରେ କଏଦ୍ ହେଲା ଧଳା ଲକ୍ଷ୍ମୀ ପେଚା !

କୋରାପୁଟ: ପେଚା ମହାଲକ୍ଷ୍ମୀଙ୍କ ବାହନ । ଜନଶ୍ରୁତି ରହିଛି ଧଳା ପେଚା ଦେଖିଲେ ଶୁଭ । ମାତ୍ର ଧଳା ଲକ୍ଷ୍ମୀ ପେଚା ଦେଖିଲେ ଅତ୍ୟନ୍ତ ଶୁଭ ସାବ୍ୟସ୍ତ୍ୟ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଏହିପରି ଏକ ବିରଳ ଧଳା ପେଚାର ଠାବ କରାଯାଇଛି କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟ୍ଟାମାଲିଗୁଡ଼ା…

ରାଜ୍ୟରେ ସ୍ୱାଇନ ଫ୍ଲୁ: ଗୋଟିଏ ଦିନରେ ୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଶ୍ୱରେ କରୋନା ଭାଇରସ ଦିନକୁ ଦିନ ମାରାତ୍ମକ ହେଉଥିବା ବେଳେ ରାଜ୍ୟରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଗୁରୁବାର ଦିନ ୩ ଜଣ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଚିହ୍ନଟ ୩ ରୋଗୀଙ୍କ ସହ ସ୍ୱାଇନ…

କରୋନା: ଜୀବନ ହାରିଲେ ପ୍ରଥମେ ଭୂତାଣୁ ଚିହ୍ନଟ କରିଥିବା ଡାକ୍ତର

ବେଜିଂ: ମାରାତ୍ମକ କରୋନା ଭୂତାଣୁ ପୁଣି ଜଣେ ଡାକ୍ତରଙ୍କ ଜୀବନ ନେଇଛି । ତେବେ ବଡ କଥା ହେଉଛି ଏହି ଭୂତାଣୁକୁ ପ୍ରଥମେ ଚିହ୍ନଟ କରି ଲୋକଲୋଚନକୁ ଆଣିଥିବା ଡାକ୍ତର ହିଁ ଭୂତାଣୁର ଶୀକାର ହୋଇଛନ୍ତି । ଦୀର୍ଘଦିନ ହେଲା କରୋନାରେ ସଂକ୍ରମିତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଚୀନ୍ ଉହାନର ଡାକ୍ତର…

କେନ୍ଦୁଝରର ନିଆରା ପର୍ବ ମଳିଓଷା: କେମିତି ହୁଏ ପାଳନ, ଜାଣନ୍ତୁ..

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାରେ ମାଘ ମାସରେ ପାଳନ କରାଯାଏ ଏକ ନିଆରା ପର୍ବ ମଳିଓଷା । ସମ୍ପୂର୍ଣ୍ଣ ଜିଲ୍ଲାରେ ନହେଲେ ମଧ୍ୟ ବାଂଶପାଳ ବ୍ଲକରେ ପାଳିତ ହୁଏ ଏହି ଓଷା। ଏଥିପାଇଁ ଉତ୍ସବ ମୁଖର ହୋଇଉଠେ ପୁରପଲ୍ଲୀ। ଓଷା ନିୟମ: ଏହି ଓଷାରେ ଗାଁର ମହିଳାମାନେ ଉପବାସ ରହି ନୂତନ ବସ୍ତ୍ର…

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନୀ: ପ୍ରଦର୍ଶିତ ହେବ ୧୭ ଦେଶର ୪୮ ଚଳଚ୍ଚିତ୍ର

ଭୁବନେଶ୍ବର: ଇଡ୍‌କଲ ପ୍ରେକ୍ଷାଳୟରେ ଫେବୃଆରୀ ୮ ଓ ୯ ତାରିଖରେ ଜେଡି ସେଣ୍ଟର ଅଫ୍‌ ଆର୍ଟ‌୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହି ଅବସରରେ ଚଳିତ ବର୍ଷ ୧୭ଟି ଦେଶର ୪୮ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ ବୋଲି ଜଣାପଡିଛି । ଆଜି ସନ୍ଧ୍ୟାରେ…