Latest Odisha News

BREAKING NEWS

Yearly Archives

2020

ରୋଜ ଡେ’ ଅବସରରେ ଆଜି ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ସିନେମା…

ମୁମ୍ବାଇ: ଆଜିଠୁ ଆରମ୍ଭ ପ୍ରେମ ସପ୍ତାହ । ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ ରୋଜ ଡେ' ଅବସରରେ ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ବଲିଉଡ ସିନେମା। ଗୋଟିଏ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’ ହୋଇଥିବା ବେଳେ ଅନ୍ୟଟି କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା…

ବଜାରକୁ ଆସୁଛି ନୂଆ ରେଡମୀ ୯ଏ, ରେଡମୀ ୯; ଜାଣନ୍ତୁ କ’ଣ ରହିଛି ଫିଚର୍ସ

ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଶାଓମୀ ପୁଣିଥରେ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ନୂଆ ରେଡମୀ ୯ଏ ଓ ୯ ସ୍ମାର୍ଟଫୋନ୍ । କମ୍ପାନୀର ସୂଚନାନୁଯାୟୀ ଆସନ୍ତା ଫେବୃଆରୀ ୧୧ ତାରିଖରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରାଯିବ । ଏଥିସହିତ ରେଡମୀ ପାୱାର ବ୍ୟାଙ୍କ ମଧ୍ୟ ରହିଛି ।…

ଆଦିବାସୀମେଳାର ଏକାଦଶ ସଂଧ୍ୟା: କୋହଲା ପାଗରେ ଖାଦ୍ୟର ମଜା ନେଲେ ଦର୍ଶକ

ଭୁବନେଶ୍ୱର: ଆଦିବାସୀମେଳାର ଏକାଦଶ ସଂଧ୍ୟାରେ କୋହଲାପାଗରେ ଦର୍ଶକମାନେ ଖାଦ୍ୟର ମଜା ଉଠାଇଥିଲେ । ଝିପିଝିପି ବର୍ଷା ଓ କୋହଲା ପାଗ ସତ୍ୱେ ୬୦ହଜାରରୁ ଅଧିକ ଦର୍ଶକ ଆଦିବାସୀମେଳା ବୁଲି ଆସିଥିବାବେଳେ ଜାତୀୟ ଜନଜାତି କାଦ୍ୟ ମେଳାରେ ଗରମା ଗରମ ଖାଦ୍ୟ ଖାଇଥିଲେ । ଏଥି ସହିତ ସାଂସ୍କୃତିକ…

ଆଜିଠୁ ଆରମ୍ଭ ପ୍ରସିଦ୍ଧ ଯୋରନ୍ଦା ମେଳା…

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ମେଳା ପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାଗାଦି। ଏହି ଅବସରରେ ବିଶ୍ୱର କଲ୍ୟାଣ ନିମନ୍ତେ ମନ୍ଦିରମାନଙ୍କରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ସାଧୁମାନେ ଘୃତାହୁତି ପ୍ରଦାନ କରନ୍ତି ।…

ଅଣାୟତ୍ତ କରୋନା ଭାଇରସ: ୬୩୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ ‘କରୋନା’ ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୬୩୦ ଛୁଇଁଲାଣି । ଏଥିରେ ୨ ଜଣ ଡାକ୍ତର ଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ । ଗୁରୁବାର ଜଣେ ଡାକ୍ତର ସ୍ନାଗ ୟିଙ୍ଗଜୀ (୨୭ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମେ ସେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୭-୦୨-୨୦୨୦ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୭ ରିଖ ଶୁକ୍ରବାର ମକର ୨୪ ଦିନ ମାଘ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର:…

ରେଳ ବଜେଟ୍‌ରେ ଅନୁଦାନ କମିଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରେଳ ବଜେଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ଅନୁଦାନ କମିଛି । ରେଳ ବଜେଟ୍ ନୈରାଶ୍ୟଜନକ । ଯେତିକି ମିଳିବା କଥା ସେତିକି ମିଳିନି ବୋଲି ସେ କହିଛନ୍ତି । ପୂର୍ବ ବର୍ଷଠାରୁ ଚଳିତ ବର୍ଷର ବଜେଟ୍…

ଆରମ୍ଭ ହେଲା ପ୍ରେମ ସପ୍ତାହ: ଜାଣନ୍ତୁ କେଉଁଦିନ ପାଳନ ହେବ କେଉଁ ଡେ’…

ଭୁବନେଶ୍ୱର: ଫେବୃଆରୀ ୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ । ଫେବୃଆରୀ ୭ ରୁ ୧୪ ତାରିଖ ଯାଏଁ ପ୍ରେମୀମାନେ ପାଳନ କରିବେ ପ୍ରେମ ସପ୍ତାହ। ଏହି ପ୍ରେମ ସପ୍ତାହକୁ ନେଇ ଯୁବପିଢୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳେ। ନିଜ ନିଜ ପାର୍ଟନରଙ୍କୁ…

ସପ୍ତାହକ ପାଇଁ ସ୍ଥଗିତ ରହିଲା ଭିତରକନିକା ମହୋତ୍ସବ

କେନ୍ଦ୍ରାପଡା: ଉପକୂଳବର୍ତ୍ତି ଅଞ୍ଚଳ ଗୁଡିକରେ ବର୍ଷା ହେବାର ପୂର୍ବାନୁମାନ କରି ଭିତରକନିକା ଠାରେ ହେବାକୁ ଥିବା ମହୋତ୍ସବକୁ ୧ ସପ୍ତାହ ଯାଏଁ ସ୍ଥଗିତ କରି ଦିଆଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଓଡ଼ିଶାର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଫେବୃଆରୀ ୭ ତାରିଖରୁ ହେବାକୁ…

ମହାଭିଯୋଗ ପ୍ରସ୍ତାବ ଖାରଜ, ଟ୍ରମ୍ପଙ୍କୁ ଆଶ୍ୱସ୍ତି

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରାମ୍ପଙ୍କୁ ମହାଭିଯୋଗରୁ ମିଳିଛି ଆଶ୍ୱସ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ସିନେଟରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଛି । ଟ୍ରମ୍ପଙ୍କ ନାଁରେ କ୍ଷମତାର ଦୁରୁପୋଯୋଗ ମହାଭିଯୋଗ ହୋଇଥିଲା । ତେବେ ସିନେଟ୍‌ରେ ଶୁଣାଣି ବେଳେ ତାଙ୍କ ଦଳୀୟ ସାଂସଦମାନେ…