ପାଣି ପାଇପରୁ ବାହାରୁଛି ମଦ !
ତ୍ରିସୁର : କେରଳର ତ୍ରିସୁର ଜିଲାରେ ଏକ ମଜାଦାର ଘଟଣା ଘଟିଛି । ଏଠାକାର ଚଲାକୁଡି ଅଂଚଳର ଏକ ଆପାର୍ଟମେଂଟରେ ଦିନେ ସକାଳୁ ପାଣି ପାଇପରୁ ମଦ ବାହାରିଥିଲା । ସୋସାଇଟରେ ଏ ନେଇ ହୋ ହଲ୍ଲା ପରିସ୍ଥିତି ସୃଷ୍ଟି ହେଇଗଲା ।
ସ୍ଥାନୀୟ ନଗର ନିଗମକୁ ଏ ନେଇ ଯୋଗାଯୋଗ କରାଗଲା । ପରେ ଅବକାରୀ…