Latest Odisha News

BREAKING NEWS

Yearly Archives

2020

+୨ ପରୀକ୍ଷା: ଫେବୃଆରୀ ୮ରୁ ୧୨ ମଧ୍ୟରେ ପ୍ରାକ୍ଟିକାଲ ମାର୍କ ଦାଖଲ ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଠାରୁ ଆରମ୍ଭ ହୋଇଛି ୨୦୨୦-୨୧ ଯୁକ୍ତଦୁଇ ପରୀକ୍ଷା । ରାଜ୍ୟର ୨୦୪୨ଟି କଲେଜରେ ପ୍ରାକଟିକାଲ ପରୀକ୍ଷା ହୋଇଥିବା ବେଳେ ଏହି ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୫ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ରାଜ୍ୟର କିଛି କଲେଜରେ ପ୍ରାକ୍ଟିକାଲ…

ରେଳ ବଜେଟ୍‍ କମିବା ଚିନ୍ତାର କାରଣ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସବୁଠାରୁ କମ୍‍ ରେଲଲାଇନ୍‍ ଥିବାବେଳେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଥିବା ଓଡିଶାକୁ ଚଳିତ ରେଳ ବଜେଟ୍‍ରେ ଅନୁଦାନ ପରିମାଣ ଗତବର୍ଷ ଅପେକ୍ଷା ହ୍ରାସ ପାଇଛି । ଏହା ଏବେ ଚିନ୍ତାର କାରଣ ବୋଲି ରେଳ ବଜେଟ୍‍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେଡିର…

ଭେନିଜୁଏଲା ତେଲ କିଣିବା ପାଇଁ ଆମେରିକା ଦେଇଛି ଅନୁମତି: ରିଲାଏନ୍ସ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବୁଧବାର ଦିନ କହିଛି ଯେ ଆମେରିକା ର ପ୍ରତିବନ୍ଧକ ଭୋଗୁଥିବା ଭେନେଜୁଏଲା ରୁ କଞ୍ଚା ତେଲ କିଣିବା ସମ୍ପର୍କରେ ତଥ୍ୟ ଆମେରିକା କୁ ଦିଆଯାଇଛି ଓ ଏ ସମ୍ପର୍କରେ ମଞ୍ଜୁରୀ ନିଆଯାଇଛି । କମ୍ପାନୀ କହିବାନୁସାରେ ଯାହାବି ତେଲ କିଣାଯାଇଛି ତାହା ପ୍ରତିବନ୍ଧକ…

ପୂର୍ବତଟ ରେଳବାଇ ପକ୍ଷରୁ ଓଡିଶାର ୩ଟି ଟ୍ରେନ୍ ବାତିଲ; ଜାଣନ୍ତୁ କ’ଣ

ଭୁବନେଶ୍ୱର: ଆସନ୍ତା ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ଓଡିଶାର ୩ଟି ଟ୍ରେନକୁ ବାତିଲ କରୁଛି ପୂର୍ବତଟ ରେଳବାଇ । ପାରାଦୀପ ଷ୍ଟେସନ ଠାରେ ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନ ସଂଯୋଗ ସମ୍ବନ୍ଧୀୟ ସୁରକ୍ଷା ଓ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ୭ରୁ ୯ ଫେବୃଆରୀ ପର୍ଯ୍ୟନ୍ତ ୩ଟି ଟ୍ରେନ୍…

ଜୁନିୟର୍ କଲେଜରେ ପ୍ରସ୍ତୁତ ହେବ ଅଧ୍ୟାପକଙ୍କ ତାଲିକା; ବରିଷ୍ଠତା ଯାଞ୍ଚ କରିବ ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଥିବା ସବୁ ଜୁନିୟର କଲେଜରେ ଶିକ୍ଷାଦାନ କରୁଥିବା ଅଧ୍ୟାପକଙ୍କର ତାଲିକା ପ୍ରସ୍ତୁତ କରାଯିବ । ସେମାନଙ୍କ ମଧ୍ୟରୁ କେତେଜଣ ସରକାରୀ ଏବଂ କେତେ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତି ପାଇଛନ୍ତି ତାହା ମଧ୍ୟ ସ୍ପଷ୍ଟ କରାଯିବ । ତେବେ ଏହି ବ୍ୟବସ୍ଥାରେ କେବଳ ପଦାର୍ଥ…

ଏବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବରୁ ହେବ ପ୍ରି-ଏକଜାମ; ୪ଟି ବିଷୟ ଲାଗି ୩୦୦ ମାର୍କ !

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେବ ଏକ ଅଭିନବ ପ୍ରୟାସ । ଆସନ୍ତା ଶିକ୍ଷାବର୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ୬ମାସ ପୂର୍ବରୁ ଏକ ପ୍ରି-ଏକ୍‌ଜାମ୍ କରାଯିବ । ଯେଉଁଥିରେ ୪ଟି ବିଷୟ ଯଥା, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ,…

ପରିବର୍ତ୍ତନ ହେଲା ସରକାରୀ ବ୍ୟାଙ୍କ ସମୟ: ଜାଣନ୍ତୁ, କେତେ ସମୟ ଯାଏଁ କରିପାରିବେ ବ୍ୟାଙ୍କ କାର୍ଯ୍ୟ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ନିଜ କର୍ଯ୍ୟ ସମୟ ରେ ପରିବର୍ତ୍ତନ କରିବ । ଯଦି ଆପଣ ବ୍ୟାଙ୍କ ରେ ଟଙ୍କା ଉଠାଉଥାନ୍ତି ବା ଯମା କରୁଥାନ୍ତି ତାହାଲେ ଏ ଖବର ବେଶ ମହତ୍ତ୍ୱପୂର୍ଣ ଅଟେ। ଏବେ ସରକାରୀ ବ୍ୟାଙ୍କ ଗ୍ରାହକ ପାଇଁ ବ୍ୟାଙ୍କ ଖୋଲା ଓ ବନ୍ଦ ସମୟ ସମ୍ପର୍କିତ ନିର୍ଦ୍ଦେଶନାମା ଜାରୀ…

ବିଶ୍ୱ ସ୍ତରୀୟ ରେକର୍ଡ ସୃଷ୍ଟି କଲା ଅଜୟ ଦେବଗନଙ୍କ ‘ତାନାଜୀ’

ନୂଆଦିଲ୍ଲୀ: ଅଜୟ ଦେବଗନ, କାଜୋଲ, ସୈଫ ଅଲି ଖାନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ବକ୍ସ ଅଫିସର ୪ର୍ଥ ସପ୍ତାହରେ ଧମାଲ କରୁଛି । ବକ୍ସ ଅଫିସ ଇଣ୍ଡିଆର ୱେବସାଇଟ ଅନୁସାରେ ବିଶ୍ୱ ସ୍ତରରେ ସବୁଠାରୁ ଅଧିକ ଆୟ କରି ‘ତାନାଜୀ’ ବଲିଉଡର ଚତୁର୍ଥ ବଡ ଫିଲ୍ମ ହୋଇପାରିଛି । ବକ୍ସ…

ଗଣଶିକ୍ଷା ବିଭାଗର ଅଭିନବ ପ୍ରୟାସ: ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ଲାଗି ହେବ କୋଶ୍ଚିନ ବ୍ୟାଙ୍କ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଲାଗି ଆରମ୍ଭ କରାଯାଇଛି ଅଭିନବ ପ୍ରୟାସ । ରାଜ୍ୟର ଷଷ୍ଠରୁ ଦଶମ ଶ୍ରେୀ ପିଲାଙ୍କ ଲାଗି ଗଣଶିକ୍ଷା ବିଭାଗ କରିବ କୋଶ୍ଚିନ ବ୍ୟାଙ୍କ । ଏପରିକି ଓଡ଼ିଆ ଭାଷା ସମେତ ୭ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତି ହେବ…

ଅଯୋଧ୍ୟାରେ ବାବ୍ରି ମସଜିଦ ନିର୍ମାଣକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ଭୁବନେଶ୍ୱର: ବାବ୍ରି ମସ୍‌ଜିଦକୁ ୫ ଏକର ଜମି ଦିଆଯିବା ପ୍ରସଙ୍ଗକୁ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବିରୋଧ । ସେ କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ । ଏପରିକି ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ…