ଭୋକ ହେଉନଥିଲେ ଆପଣାନ୍ତୁ ଏହିସବୁ ସରଳ ଉପଚାର !
ଭୁବନେଶ୍ୱର: ଆଜିର ସମୟରେ ଖାଦ୍ୟପେୟରେ ଅନିୟମିତତା ଆମ ଶରୀର ସହ ଆଭ୍ୟସ୍ଥ ହୋଇ ଗଲାଣି । ଅନେକ ସମୟରେ ଭୋକ ନହେବା ଏକ ମୁଖ୍ୟ ସମସ୍ୟା ହୋଇ ଆଗକୁ ଆସିଲାଣି । ଏହାଦ୍ୱାରା ଶରୀର ଗଠନ ମଧ୍ୟ ଖରାପ ହେବାରେ ଲାଗିଛି ।
କିଛି ଲୋକ ନିଜ ପତଳାପଣ ଯୋଗୁଁ ମଧ୍ୟ ଚିନ୍ତାରେ ଥାଆନ୍ତି । ଆବଶ୍ୟକ ଠାରୁ…