୭ମ ଥର ପାଇଁ ଟାଇଟଲ ମୁକାବିଲାରେ ଭାରତ
ପୋଚେଫ୍ରୁଷ୍ଟ୍ରୁମ: ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ୭ମ ଥର ପାଇଁ ଫାଇନାଲରେ ପ୍ରବେଶ କରଛି । ମଙ୍ଗଳବାର ଭାରତ ୧୦ ଉଇକେଟରେ ପାକିସ୍ତାନକୁ ସେମି ଫାଇନାଲରେ ପରାସ୍ତ କରିଥିଲା । ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମି ଫାଇନାଲର ବିଜେତାଙ୍କୁ…