Latest Odisha News

BREAKING NEWS

Yearly Archives

2020

କରୋନା ଭାଇରସ୍ ଆତଙ୍କ; ଚୀନ୍ ଯାତ୍ରୀଙ୍କ ଲାଗି ଇ-ଭିସା ବନ୍ଦ କଲା ଭାରତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ୩୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାର ପ୍ରଭାବରେ ଚୀନରୁ ଆସୁଥିବା ଯାତ୍ରୀଙ୍କ ଲାଗି ଅସ୍ଥାୟୀ ଭାବେ ଇ-ଭିସା ସେବା ବନ୍ଦ କରିଛନ୍ତି ଭାରତ ସରକାର । ଏହାବ୍ୟତିତ କରୋନା ଭାଇରସ୍…

କରୋନା ଭାଇରସ ଆତଙ୍କ; ଓଡିଶାର ୫ଟି ହସ୍ପିଟାଲକୁ ମିଳିବ ଇନଫ୍ରାରେଡ୍ ଥର୍ମୋମିଟର

ଭୁବନେଶ୍ୱର : ରାଜ୍ୟ ସରକାର ଓଡିଶାର ୫ଟି ହସ୍ପିଟାଲକୁ ଇନଫ୍ରାରେଡ୍ ଥର୍ମୋମିଟର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶରେ ଦୁଇଟି କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବାପରେ ସରକାର ତତ୍ପର ହୋଇଉଠିଛନ୍ତି ଓ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଇନଫ୍ରାେରେଡ୍ ଥର୍ମୋମିଟର…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ କବି ରବି ସିଂଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପ୍ରଖ୍ୟାତ୍ କବି ରବି ସିଂଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବ ବୋଲି ରବିବାର ଦିନ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ…

ଆଦିବାସୀ ମେଳାରେ ଜମୁଛି ଦର୍ଶକଙ୍କ ଭିଡ

ଭୁବନେଶ୍ୱର: ଆଦିବାସୀ ମେଳା ବୁଲି ଦେଖିବାକୁ ପ୍ରତିଦିନ ଦର୍ଶକଙ୍କ ଖୁବ୍ ଭିଡ ଜମୁଛି । ମେଳାର ୭ମ ସଂଧ୍ୟାରେ ମଧ୍ୟ ରେକର୍ଡ ସଂଖ୍ୟକ ତଥା ଦେଢ ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ଜଣାପଡିଛି । ସାତ ଦିନରେ ୭ଲକ୍ଷରୁ ଅଧିକ ଦର୍ଶକ ମେଳା ବୁଲିବାକୁ ଆସିଥିବାବେଳେ କାରବାର ମଧ୍ୟ ସାଢେ ତିନିକୋଟି…

ଟି୨୦: ତୃତୀୟ ଥର ପାଇଁ ବିଦେଶରେ କ୍ଳିନ ସୁଇପ୍‌

ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ କ୍ରମାଗତ ୮ଟି ମ୍ୟାଚରେ ବିଜୟ ହାସଲ କରିଲା । ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ବିଜୟ ହାସଲ କରିବାରେ ପ୍ରଥମ ଟିମ୍ ହେଲା । ତୃତୀୟ ଥର ପାଇଁ ଟିମ୍ ଇଣ୍ଡିଆର ବିଦେଶରେ କ୍ଲିନ ସୁଇପ । ପୂର୍ବରୁ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଏହି…

କରୋନା: ଓଡ଼ିଶାର ୪ ଜଣଙ୍କ ରକ୍ତ ନମୁନା ନେଗେଟିଭ୍‌

ଭୁୁବନେଶ୍ୱର: ମହାମାରୀର ରୂପ ନେଇଥିବା କରୋନା ଭୁତାଣୁ ଦିନକୁ ଦିନ ନିଜ କାୟ ବିସ୍ତାର କରିବାରେ ଲାଗିଛି । ତେବେ ଏଥିରେ ସାମାନ୍ୟ ବର୍ତି ଯାଇଛି ଓଡ଼ିଶା । ଓଡ଼ିଶାରୁ ଚିହ୍ନଟ ହୋଇଥିବା ୪ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ନେଗେଟିଭ୍ ବାହାରିଛି । ଆଗକୁ କୌଣସି ବ୍ୟକ୍ତିଙ୍କୁ କରୋନା ଭାଇରସର କିଛି…

ଭାରତର ସ୍ମରଣୀୟ ବିଜୟ, ସିରିଜ ୫-୦ରେ ପୋଛିନେଲା

ମାଉଂଟ ମାଉନଗାନୁଇ : ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ଏଠାରେ ଅନୁଷ୍ଠିତ ୫ମ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ରନରେ ପରାସ୍ତ କରିଛି । ଏଥିସହ ୫-୦ରେ ଭାରତ ଐତିହାସିକ ସିରିଜ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ରୋହିତ ଶର୍ମାଙ୍କ ୬୦ (ରିଟାୟର…

ଫେବୃଆରୀ ୧୨ରେ ଓଡିଶା ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର : ଫେବୃଆରୀ ୧୨ରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁର୍ବାଂଚଳ ଆଇନ ଶୃଙ୍ଖଳା ଉପରେ ସମୀକ୍ଷା କରିବା ପାଇଁ ଭୁବନେଶ୍ୱର ଆସୁଛନ୍ତି ଶାହ । ଏହା ବ୍ୟତୀତ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ବୋଲି ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି…

ପୁଣି ବିବାଦରେ ବିଜେଡି ସାଂସଦ ଅନୁଭବ ମହାନ୍ତି

କଟକ: ଅନୁଭବଙ୍କ ପିଛା ଛାଡୁନି ବିବାଦ । ପୁଣି ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଆଜି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅନୁଭବଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ନିର୍ବାଚନୀ ସତ୍ୟପାଠରେ ସାଂସଦ ଅନୁଭବ ମହାନ୍ତି…

ମାଲକାନଗିରି ବିଚ୍ଛିନ୍ନାଂଚଳରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର

ମାଲକାନଗିରି : ମାଲକାନଗିରି ବିଚ୍ଛିନ୍ନାଂଚଳର ଜନ୍ତୁରାଇ ଠାରେ ମାଓବାଦୀ ଓ ଗ୍ରମାବାସୀଙ୍କ ମଧ୍ୟରେ ବିରୋଧାଭାବ ତୀବ୍ର ରୂପ ନେଇଛି । ସୂଚନା ମୁତାବକ, ଆନ୍ଧ୍ର-ଓଡିଶା ସୀମାର ସ୍ପେଶାଲ ଜୋନାଲ କମିଟିର ମାଓବାଦୀମାନେ ଯୋଡାମ୍ବ ଓ ପଣସପୁଟ ପଂଚାୟତର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କୁ ପୋଲିସ…