Latest Odisha News

BREAKING NEWS

Yearly Archives

2020

ଓଡିଶାରେ କରୋନା ଭୟ ! ଏସସିବିରେ ଭର୍ତ୍ତି ହେଲେ ମେଡିକାଲ ଛାତ୍ରୀ

କଟକ : କେରଳ ପରେ ଏବେ ଓଡିଶାରେ ବଢ଼ୁଛି କରୋନା ଆତଙ୍କ । କଟକର ଏସସିବି ମେଡିକାଲରେ ଆଉ ଜଣେ କରୋନା ସନ୍ଦିଗ୍ଧ । ଓଡିଶାର ଜଣେ ମେଡିକାଲ ଛାତ୍ରୀ ଚୀନରୁ ଫେରିବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚୀନରେ ଡାକ୍ତରୀ…

ନିର୍ଭୟା ଦୋଷୀଙ୍କୁ ଶୀଘ୍ର ଫାଶୀ ମାମଲା: ହାଇକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ନିର୍ଭୟାକୁ ନ୍ୟାୟ ମିଳିବାରେ ଗଡୁଛି ତାରିଖ ପରେ ତାରିଖ । ଦୋଷୀଙ୍କ ଘୁଂଚି ଘୁଂଚି ଯାଉଛି ଫାଶୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଂଜ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ରୁଜୁ…

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅସୁସ୍ଥତା ଯୋଗୁଁ ତାଙ୍କୁ ରାଜଧାନୀ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ରବିବାର ସଂଧ୍ୟାରେ ନିୟମିତ ଚେକ୍‌ଅପ୍ ପାଇଁ ସେ ହସ୍ପିଟାଲ ପହଂଚିଛନ୍ତି ।…

ପାଲା ଜଗତର ଅସାଧାରଣ ପ୍ରତିଭା; ଗାୟକ ସମ୍ରାଟ ବିଶ୍ୱନାଥ ପଟ୍ଟଯୋଷୀ

ଭୁବନେଶ୍ୱର: ପାଲା ଜଗତର ସମୁଜ୍ଜ୍ୱଳ ପ୍ରତିଭା ଗାୟକ ସମ୍ରାଟ୍ ବିଶ୍ୱନାଥ ପଟ୍ଟଯୋଷୀ । ଅସାଧାରଣ ପ୍ରଜ୍ଞା, ପ୍ରଚଣ୍ଡ ପ୍ରତିଭା, ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ସେ ଥିଲେ ଧୂରୀଣ । ବର୍ତ୍ତମାନର ନୟାଗଡ ଜିଲ୍ଲା ରମାବିଲ ଗ୍ରାମରେ ୧୯୦୮ ମସିହା ଡିସେମ୍ବର ୨୦ ତାରିଖ ବକୁଳ ଅମାବାସ୍ୟା ଦିନ…

ଚିଲିକାରେ ଡଙ୍ଗା ଦୁର୍ଘଟଣାଗସ୍ତ; ୬ ଯାତ୍ରୀ ଗୁରୁତର ଆହତ

ବାଲୁଗାଁଓ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଓରେ ଅବସ୍ଥିତ ଚିଲିକା ହ୍ରଦରେ ରବିବାର ଦିନ ଏକ ଦେଶୀ ଡଙ୍ଗା ଦୁର୍ଘଟଣାଗସ୍ତ ହେବାଫଳରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କିଛି ବ୍ୟକ୍ତି ପିକନିକ୍ କରିବା ଲାଗି ଆଜି ସକାଳେ କାଳିଜାଇ ମନ୍ଦିରକୁ ଯାଇଥିଲେ । ସେଠାରୁ…

କରୋନା ଭାଇରସ ଜାଲରେ ପୋଷା ଜୀବଜନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ସାରା ବିଶ୍ୱରେ ହଇଚଇ ପଡିଥିବା ବେଳେ ଏବେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ରିପୋର୍ଟ ମୁତାବକ କରୋନା ଭାଇରସରେ ଏବେ କେତେକ ଜୀବଜନ୍ତୁ ଆକ୍ରାନ୍ତ ହେବାରେ ଲାଗିଲେଣି । ଚୀନରେ ୧୨/୧୪ଟି ବିଲେଇ ମରିବା ପରେ ଏହି ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି । ସବୁଠାରୁ…

ଥାଲାଭି ଫିଲ୍ମ ସେଟରେ କଙ୍ଗନାଙ୍କ ଭାରତନାଟ୍ୟମ

ଚେନ୍ନାଇ : ବଲିଉଡର ଗ୍ଲାମରସ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ଜୟଲଳିତାଙ୍କ ଆତ୍ମଜୀବନୀ ଫିଲ୍ମରେ ଅଭିନୟ ନେଇ ଚର୍ଚ୍ଚାରେ ରହିଛନ୍ତି । ଥାଲାଭି ନାମକ ଏହି ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ କଙ୍ଗନା ଭାରତ ନାଟ୍ୟମ କରୁଥିବା ଦୃଶ୍ୟ ସୋସିଆଲ ନେଟୱର୍କିଂ ସାଇଟରେ…

ଅଦିନିଆ ରଥଯାତ୍ରା ପ୍ରସଙ୍ଗ; ମୁମ୍ବାଇ ଇସ୍କନ ମୁଖ୍ୟଙ୍କ ନାଁରେ ଏତଲା

ପୁରୀ : ମୁମ୍ବାଇରେ ହୋଇଥିବା ଅଦିନିଆ ରଥଯାତ୍ରାକୁ ବିରୋଧ କରି ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ମୁମ୍ବାଇ ଇସ୍କନ ମୁଖ୍ୟ ରାଧାନାଥ ଦାସ ସ୍ୱାମୀଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରିଛନ୍ତି । କାର୍ଯ୍ୟକର୍ତ୍ତାମାନେ ମୁମ୍ବାଇ ଇସ୍କନ ପ୍ରମୁଖଙ୍କ କୁଶପୁତ୍ତଳିକା ମଧ୍ୟ ଦାହ…

ଜୋକୋଭିଚ ଜିତିଲେ ଅଷ୍ଟ୍ରେଲିଆନ୍ ଓପନ ଟେନିସ

ମେଲବୋର୍ନ: ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ନାମେଂଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଅଷ୍ଟ୍ରିଆର ଡୋମିନିକ୍ ଥିଏମଙ୍କୁ ୬-୪,୪-୬,୨-୬,୬-୩ ଓ ୬-୪ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ…

କରୋନା ଆତଙ୍କ; ଚୀନରେ ଫସିରହିଥିବା ପାକିସ୍ତାନୀ ଛାତ୍ରଙ୍କ ଭିଡିଓ ହେଲା ଭାଇରାଲ

ଉହାନ : ଚୀନର ଉହାନରେ ଦ୍ରୁତ ଗତିରେ କରୋନା ଭାଇରସ ବ୍ୟାପୁଛି । ଏହାକୁ ଆଖି ଆଗରେ ରଖି ଭାରତ ସରକାର ଦୁଇଟି ପର୍ଯ୍ୟାୟରେ ଭାରତୀୟ ଛାତ୍ରଙ୍କୁ ଚୀନରୁ ଫେରାଇ ଆଣିଛନ୍ତି । କିନ୍ତୁ ଚୀନରେ ଥିବା ପାକିସ୍ତାନୀ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ପାକିସ୍ତାନ ସରକାର ତାଙ୍କ…