ମହିଳା ବସ ଯାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ କମିଶନରେଟ ପୋଲିସ
ଭୁବନେଶ୍ୱର: ବସରେ ଯାତ୍ରା କରୁଥିବା ମହିଳାଙ୍କ ସହାୟତା ନିମନ୍ତେ କମିଶନରେଟ ପୋଲିସ ଶୁକ୍ରବାର ଦିନ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି ।
ଯାତ୍ରା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କଲେ ମହିଳା ଯାତ୍ରୀମାନେ ନିମ୍ନ ନମ୍ବରରେ ସମ୍ପର୍କ କରିପାରିବେ ।
୧୦୦,…