Latest Odisha News

BREAKING NEWS

Yearly Archives

2020

ମାଲକାନଗିରି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଉଡାଇଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବୋଣ୍ଡା ଘାଟି ଅଞ୍ଚଳ ସ୍ଥିତ ପୂଜାରୀଗୁଡା ଜଙ୍ଗଲରେ ଯବାନଙ୍କ ଦ୍ୱାରା ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପକୁ ଧ୍ୱଂସ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ମାଲକାନଗିରି ଏସପି ଖିଲାରୀ ହୃଷିକେଶ ଜ୍ଞାନଦେବ କହିଛନ୍ତି ଯେ ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ…

ପୁରୀର ବିକାଶ ପାଇଁ ଖର୍ଚ୍ଚ ହେବ ୫୨୨ କୋଟି; ୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଚମକିବ ଶ୍ରୀକ୍ଷେତ୍ର । ବଦଳିବ ପୁରୀର ରୂପରେଖ । ଜଗନ୍ନାଥ ଧାମ ହେବ ବିଶ୍ୱ ଐତିହ୍ୟ ସହର । ଏଥିପାଇଁ ଆଜି ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାକୁ ଯାଇ ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଏହାପରେ ପୁରୀ ମୁନିସିପାଲଟି ମାର୍କେଟ…

ଶ୍ରୀମନ୍ଦିରରେ ପ୍ରତିହାରୀଙ୍କ ବେତମାଡ଼; ଜାଣନ୍ତୁ, ‘ଜାଉଁଳିବେତ’ର ରହସ୍ୟ !

ପୁରୀ: ପୁରୀ ଶ୍ରୀମନ୍ଦିରରେ ପ୍ରତିହାରୀ ସେବକଙ୍କ ବେତମାଡ କିଏ ବା ନ ଖାଇଛନ୍ତି । ଏହି ବେତମାଡ ଖାଇ କେତେକ ବିରକ୍ତି ମଧ୍ୟ ପ୍ରକାଶ କରିଥାନ୍ତି । ପ୍ରକୃତରେ ଶ୍ରୀମନ୍ଦିରରେ ବେତମାଡ ଖାଇଲେ ଭଲ । ଏଥିରେ ସେବକଙ୍କ ସ୍ୱାର୍ଥ ସହ ଆମର ମଧ୍ୟ ଲାଭ ରହିଛି । ବେତମାଡ ନ ଖାଇଲେ ପାପ ଛାଡେ ନାହିଁ କି…

ନିର୍ଭୟା ଗଣ ଦୁଷ୍କର୍ମ ମାମଲା: ୪ ଦୋଷୀଙ୍କ ଫାଶୀ ଉପରେ ଲାଗିଲା ରୋକ !

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ଉପରେ ଲାଗିଲା ରୋକ । ଡେଥୱାରେଂଟ ଉପରେ ରୋକ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ଡେଥୱାରେଂଟ ରଦ୍ଦ କରିବା ନେଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲା । ଗୁରୁବାର…

ବିସିସିଆଇ କଣ୍ଟ୍ରାକ୍ଟ ତାଲିକାରୁ ବାଦ୍ ପଡିଲେ ଧୋନୀ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ କଣ୍ଟ୍ରାକ୍ଟ ତାଲିକାରୁ ସିନିୟର ଖେଳାଳି ମହେନ୍ଦ୍ର ସିଂ ଧୋନୀ ବାଦ୍ ପଡିଛନ୍ତି । ଗତ ଥର ସେ ଏ ଗ୍ରେଡରେ ଥିଲେ । ଦିନେଶ କାର୍ତିକ, ଅମ୍ବାତି ରାୟୁଡୁ ଓ ଖଲୀଲ ଅହମ୍ମଦ ମଧ୍ୟ ତାଲିକାରୁ ବାଦ୍ ପଡିଛନ୍ତି । ୬ ମାସ କ୍ରିକେଟଠାରୁ ଦୂରେଇ…

ଅଭିଯୁକ୍ତଙ୍କୁ ଜାମିନ ମିଳିବାରୁ ନିଜ ସୁରକ୍ଷା ନେଇ ଚିନ୍ତାରେ ଆହତ ବ୍ୟବସାୟୀ

ଭୁବନେଶ୍ୱର: ଅଭିଯୁକ୍ତ ମାନଙ୍କୁ ଜାମିନ ମିଳିଥିବାରୁ ନିଜର ସୁରକ୍ଷା ଲାଗି ଆକ୍ରମଣରେ ଆହତ ହୋଇଥିବା ଭୁବନେଶ୍ୱର ବ୍ୟବସାୟୀ ପରଭିନ୍ଦର ପାଲ୍ ସିଂହ ଚିନ୍ତା ପ୍ରକଟ କରିଛନ୍ତି । “ମୋତେ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ନାମରେ ଅପରାଧିକ ମାମଲା ରୁଜୁ ନକରିବା ଫଳରେ କିଛି…

ସମୀର ମହାନ୍ତି ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଗୁରୁବାର ଦିନ ସର୍ବ ସମ୍ମତ ଭାବେ ବିଜେପି ରାଜ୍ୟ ସଭାପତି ନିର୍ବାଚିତ ହୋଇଛନ୍ତି । ସର୍ବ ସମ୍ମତ ଭାବେ ରାଜ୍ୟର ଜିଲ୍ଲା ସଭାପତି ତଥା ରାଜ୍ୟ କାଉନସିଲ୍ ସଦସ୍ୟମାନେ ତାଙ୍କୁ ସଭାପତି ଭାବେ ନିର୍ବାଚିତ କରିଛନ୍ତି । ଦୀର୍ଘ ୧୪ ବର୍ଷ…

ଆରମ୍ଭ ହେଲା ପକ୍ରିୟା: ଖୁବଶୀଘ୍ର ଓଡିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ

ଭୁବନେଶ୍ୱର: କଲିକତାରୁ ଓଡ଼ିଶାକୁ ଫେରିବ ଆସିବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବୀରତ୍ବର ପ୍ରତୀକ ଡାକୋଟା ବିମାନ । ଏହାକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଗୁରୁବାର ଠାରୁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଗୁରୁବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ…

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସହ ‘ସୋଆ’ର ଆଲୋଚନା

ଭୁବନେଶ୍ୱର: ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ମହମ୍ମଦ ଅସରଫ ଘନି ଅହମ୍ମଦଜାଇ ଓ ‘ସୋଆ’ ପ୍ରତିନିଧିଙ୍କ ମଧ୍ୟରେ ଏକ ସାକ୍ଷାତ ଆଲୋଚନା ହୋଇଯାଇଛି । ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଅନୁରୋଧ କ୍ରମେ ଭାରତର ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ‘ସୋଆ’…

ନାବାର୍ଡର ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ବିଜ୍ଞପ୍ତି ପ୍ରକାଶ: ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଗ୍ରେଡ୍‌-ଏ’ ଆସିଷ୍ଟାଣ୍ଟ ମ୍ୟାନେଜରରେ ନାବାର୍ଡ ପକ୍ଷରୁ ୧୫୪ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଆଜିଠାରୁ ଅଫିସିଆଲ ୱେବ୍‌ସାଇଟ ଙ୍ଗଙ୍ଗଙ୍ଗ.ଦ୍ଭବଭବକ୍ସୟ.କ୍ଟକ୍ସଶ ରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ୩୧ ଜାନୁଆରୀ ରହିଛି। ମୋଟ ପଦବୀ…