Latest Odisha News

BREAKING NEWS

Yearly Archives

2020

ଦେଖନ୍ତୁ: ଟିଣ୍ଡରରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ବଦଳିଗଲା ଘୃଣାରେ

ଭୁବନେଶ୍ୱର: ମୋବାଇଲ ଡେଟିଙ୍ଗ ଆପ ଟିଣ୍ଡରରୁ ସପ୍ତାହକ ତଳେ ପ୍ରଥମେ ପରିଚୟ ତାପରେ ପ୍ରେମରେ ପଡିଥିବା ଯୁବକ ଯୁବତୀ ଶୁକ୍ରବାର ଦିନ ପରସ୍ପର ନାମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । https://youtu.be/Wo8RnloRFCY ଘଟଣାଟି ଏମିତି ଜାନୁଆରୀ ୨ ତାରିଖରେ ବ୍ୟାଙ୍କରେ କାର୍ଯ୍ୟରତ ଜଣେ…

କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଘରେ ସିବିଆଇର ଚଢାଉ

ରାଉରକେଲା: ରାଞ୍ଚିର ସିବିଆଇ ଅଫିସରମାନେ ଶନିବାର ଦିନ ରାଉରକେଲାସ୍ଥିତ କେନ୍ଦ୍ରୀୟ ଅବକାରୀ ବିଭାଗର ଡେପୁଟି କମିଶନର ଆସିକ ଜମାଲଙ୍କ ଘର (ସି/୮୧) ଉପରେ ଚଢାଉ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଚୋରୀ ମାମଲାରେ ମୁମ୍ବାଇରେ ସୀମା ଶୁଲ୍କ ବିଭାଗରେ ନିଜ କାର୍ଯ୍ୟକାଳ ସମୟରେ ସିବିଆଇ…

ଗୋଟିଏ ଛାତ ତଳେ ଗଢି ଉଠିଛି ଏହି ସହର…

ସହର ମାନଙ୍କରେ ବଡ଼ ବଡ଼ କୋଠା ଥିବା କଥା ଆପଣ ଜାଣିଥିବେ । କିନ୍ତୁ କୋଠା ଉପରେ ଏକ ସହର ଗଢିହୋଇଥିବା କଥା କାନକୁ ଟିକିଏ ଅଲଗା ଶୁଭୁଥିବ ନିଶ୍ଚୟ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । ଉତ୍ତର ଆମେରିକାରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଶିଷ୍ଟ କୋଠା ରହିଛି। ଏହି…

ଆଇଇଏସ୍ ଟପ୍ପର ହେଲେ ଓଡିଆ ପୁଅ ଅଂଶୁମାନ

ଭୁବନେଶ୍ୱର: ଇଣ୍ଡିଆନ ଇକୋନୋମିକ୍ ସର୍ଭିସ୍ (ଆଇଇଏସ୍) ୨୦୧୯ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଓଡ଼ିଆ ପୁଅ ଅଂଶୁମାନ କାମିଲା। ଅଂଶୁମାନ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ ସନ୍ତୋଷ କମିଲା ଓ ଜଣାଶୁଣା କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରଫେସର ମିତାଲି ଚିନାରଙ୍କ ପୁଅ। ସେ…

ଶ୍ରୀଲଙ୍କା ବିପକ୍ଷରେ ଭାରତର ୬ଷ୍ଠ ସିରିଜ ବିଜୟ: ବୁମରାହ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର

ଭୁବନେଶ୍ୱର: ଶ୍ରୀଲଙ୍କାକୁ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୭୮ ରନରେ ପରାସ୍ତ କରି ୨-୦ରେ ସିରିଜ ବିଜୟୀ ହୋଇଛି । ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା ଷଷ୍ଠ ଟି୨୦ ସିରିଜ ବିଜୟ । ଉଭୟ ଦେଶ ମଧ୍ୟରେ ୭ ସିରିଜ ଖେଳାଯାଇଛି । ଗୋଟିଏ ସିରିଜ ଡ୍ରରେ ସମାପ୍ତ ହୋଇଛି । ଏହି ମ୍ୟାଚରେ…

ରାସ୍ତାକଡ଼ରେ ମାଗୁଥିଲେ ଭିକ; ପରେ ଜଣାପଡିଲା ଭିକାରୀ ଜଣଙ୍କ କୋଟିପତି

ମନ୍ଦିର ପାଖରେ ବସି ଭିକ ମାଗୁଥିବା ଲୋକ ଯେ ଜଣେ କୋଟିପତି ହୋଇଥିବେ ତାହା ବିଶ୍ୱାସ କରିବା ଅନ୍ତତଃ ପକ୍ଷେ କଷ୍ଟକର । ଏହିଭଳି ଏକ ଅବିଶ୍ବନିୟ ଘଟଣା ଘଟିଛି ହରିୟାଣାରେ । ହରିୟାଣାର ଏକ ମନ୍ଦିର ନିକଟରେ ଭିକ ମାଗୁଥିବା ଜଣେ ଭିକାରୀ ଯେ, କୋଟିପତି ହୋଇଥିବେ ତାହା କେହି କେବେ ଚିନ୍ତା କରି…

ବଦଳିଲା ପାରଳା ଇତିହାସ; ରାଜଗାଦି ସମ୍ଭାଳିଲେ କଲ୍ୟାଣୀ !

ପାରଳାଖେମୁଣ୍ଡି: ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ମୃତ୍ୟୁପରେ ସିଂହାସନ ଆରୋହଣ କରିଛନ୍ତି ରାଜଜେମା ତଥା ତାଙ୍କ କନ୍ୟା କଲ୍ୟାଣୀ ଗଜପତି । ପରିବାର ରିତୀନୀତି ଅନୁଯାୟୀ ବିଧିବଦ୍ଧ ଭାବେ ରାଜ ପୁରୋହିତ ଜଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଛନ୍ତି । ଏହାପରେ ସେ ଏବେ…

ନରେନ୍ଦ୍ରରୁ ବିବେକାନନ୍ଦ: ତେଜସ୍ୱୀ ସାଧକଙ୍କ ଅଜଣା କାହାଣୀ…

ଭୁବନେଶ୍ୱର: ସାରା ବିଶ୍ୱରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ୟାସୀଙ୍କ କଥା ସଦା ସର୍ବଦା ଆଲୋଚିତ ହୋଇଥାଏ ସେହି ମନୀଷୀମାନଙ୍କ ମଧ୍ୟରେ ଭାରତୀୟ ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ଅନ୍ୟତମ । ସ୍ୱାମୀ ବିବେକାନନ୍ଦ ସନ୍ୟାସୀ ହେବା ପୂର୍ବରୁ ତାଙ୍କ ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ଅତି ପିଲାଟି…

ଯାଜପୁରରେ ଓଲଟିଲା ଏଲପିଜି ଗ୍ୟାସ୍ ଟ୍ୟାଙ୍କର, ଲୋକେ ଭୟଭୀତ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ କଢେଇ ଛକ ନିକଟ ୧୬ ନଂ ଜାତୀୟ ରାଜପଥରେ ଶନିବାର ଦିନ ଏକ ଏଲପିଜି ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି । ସେଥିରୁ ଗ୍ୟାସ୍ ଲିକ୍ ହେଉଥିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ…

ଜାନୁଆରୀ ୧୭ ଯାଏଁ ଓଡିଶାରେ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର: ଓଡିଶାର ଅଧିକାଂଶ ସ୍ଥାନରେ ରାତ୍ରୀର ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ସେଲସିୟସକୁ ଖସିଥିବା ନେଇ ଶନିବାର ଦିନ ରେକର୍ଡ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଆଗାମୀ ଏକ ସପ୍ତାହ ଯାଏଁ ଜଳବାୟୁରେ କୌଣସି ପରିବର୍ତ୍ତନ…