Latest Odisha News

BREAKING NEWS

Yearly Archives

2020

ଗଣଆନ୍ଦୋଳନର ମାର୍ଗଦର୍ଶନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ବର୍ଷବର୍ଷ ଧରି ଅନେକ ଆନ୍ଦୋଳନ ସତ୍ୱେ କାହିଁକି ବିପ୍ଳବର ବ୍ୟର୍ଥତା, କାହିଁକି ଆନ୍ଦୋଳନଗୁଡିକର ମରୀଚିକା ଆଡକୁ ମହାଯାତ୍ରା, କାହିଁକି ଅନ୍ଧାରୀ ଶାସନକୁ ମୁକାବିଲା କରି ହେଉନି ? ଏଇସବୁ ପ୍ରଶ୍ନ ଏବେବି ମନରେ ଖେଳିବୁଲୁଛି । ଆନ୍ଦୋଳନ…

ହତ୍ୟା ମାମଲା ରୁଜୁ ପରେ ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ସୋମବାର ଦିନ ଓଡ଼ିଶା ସରକାର ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ବଦଳି କରିଛନ୍ତି। ଶ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ମାଲକାନଗିରି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ୨୦୧୪ ବ୍ୟାଚର ଆଇଏଏସ୍ ଅଫିସର ୟେଦୁଲା ବିଜୟ।…

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିରରେ ଆଜି ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଯାଇଛି। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଥିଲା। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉ ଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ।…

ଡିଜିଟାଲ୍‌ ମଞ୍ଚରୁ ମାରୁତିକୁ ବଡ଼ ଫାଇଦା; ଅନ୍‌ଲାଇନ୍‌ରେ ବିକ୍ରି ହେଲା ୨ ଲକ୍ଷରୁ ଅଧିକ କାର୍‌

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମଏସଆଇ) ଅନଲାଇନରେ ଦୁଇ ଲକ୍ଷରୁ ଅଧିକ କାର ବିକ୍ରି କରିଛି। ସୋମବାର କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମ୍ପାନୀ ଦୁଇ ବର୍ଷ ପୂର୍ବେ ଏହାର ଅନଲାଇନ୍ ବିକ୍ରୟ ପ୍ଲାଟଫର୍ମ ଆରମ୍ଭ କରିଥିଲା। ଏହି ଡିଜିଟାଲ୍…

ହୀରାକୁଦରେ ଇକୋ ରିଟ୍ରିଟ; ଜଳକ୍ରୀଡାରୁ ରୋପୱେ ରାଇଡିଂର ମଜା ନେବେ ପର୍ଯ୍ୟଟକ

ସମ୍ବଲପୁର: ମହାମାରୀ ସମୟରେ ପର୍ଯ୍ୟଟକଙ୍କ ମୁହଁରେ ହସ ଖେଳାଇ ଦେଇଛି ସରକାରଙ୍କ ଇକୋ ରିଟ୍ରିଟର ଆୟୋଜନ। ଚଳିତ ବର୍ଷ ପ୍ରଥମଥର ପାଇଁ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରାଯାଉଛି। ଉକ୍ତ ୫ଟି ସ୍ଥାନ ମଧ୍ୟରେ ସାମିଲ ଅଛି ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା। ପ୍ରାକୃତିକ…

ରାଜସ୍ଥାନରେ ‘ଷ୍ଟାଚ୍ୟୁ ଅଫ୍ ପିସ୍‌’ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ଜୈନଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ମହାରାଜଙ୍କ ୧୫୧ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜସ୍ଥାନର ପାଲି ଜିଲ୍ଲାରେ 'ଷ୍ଟାଚ୍ୟୁ ଅଫ୍ ପିସ୍‌' ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ…

ପୁରୀରୁ ୧୦.୫ ଗ୍ରାମର ବ୍ରାଉନ ସୁଗାର ଜବତ

ପୁରୀ: ବ୍ରାଉନ ସୁଗାର ଜବତ କରିବାରେ ପୁରୀ ଜିଲ୍ଲା କାକଟପୁର ଥାନା ପୋଲିସକୁ ସଫଳତା ମିଳିଛି। ସୂଚନା ଅନୁଯାୟୀ ଓଳଙ୍ଗରା ଗାଁରୁ ଆସୁଥିବା ଏକ ବାଇକକୁ ଯାଞ୍ଚ ବେଳେ ୧୦.୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଆହୁରି ମଧ୍ୟ ଏହି ଘଟଣାରେ ଓଳଙ୍ଗରା ଗାଁର ବେପାରୀ ପ୍ରଶାନ୍ତ ସ୍ୱାଇଁ…

ଆରମ୍ଭ ହେଲା ଏଲଏଲ୍ ଟେଷ୍ଟ

ଭୁବନେଶ୍ୱର: ଓଡିଶାରେ ଲର୍ଣ୍ଣସ୍ ଲାଇସେନ୍ସ (ଏଲଏଲ) ଟେଷ୍ଟ ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହୋଇଛି । ଯାହା କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ ରହିଥିଲା । ଏନେଇ ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।…

ନାତୁଣୀ ଆରାଧ୍ୟାଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିଗ୍‌ ବି

ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ। ଆରାଧ୍ୟା ଏବେ ୯ ବର୍ଷର ହୋଇଯାଇଛନ୍ତି। ଆରାଧ୍ୟା ୨୦୧୧ ମସିହାରେ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ। ବେବି ଆରାଧ୍ୟାଙ୍କ ଜନ୍ମଦିନରେ ବଚ୍ଚନ ପରିବାର…

ପରାଜୟକୁ ହଜମ କରି ପାରୁ ନାହାନ୍ତି ଟ୍ରମ୍ପ: କାଲି କହିଲେ ବାଇଡେନ୍ ଜିତିଛନ୍ତି, ଆଜି କହୁଛନ୍ତି ସେ ବିଜୟୀ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ସହଜରେ ହଜମ କରି ପାରୁ ନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କେତେବେଳେ କଣ ସବୁ ଟ୍ୱିଟ୍ କରୁଛନ୍ତି । ଗତକାଲି ଜୋ ବାଇଡେନ୍ ନିର୍ବାଚନ ଜିତିଥିବା କହିଥିଲେ ଟ୍ରମ୍ପ । କିନ୍ତୁ ଭୋଟରେ ହେରଫେର ଅଭିଯୋଗ ଆଣିଥିଲେ । ଆଜି ପୁଣି…