Latest Odisha News

BREAKING NEWS

Yearly Archives

2020

ଫାଟିଲା ମୋବାଇଲ ଫୋନ୍, ବର୍ଷକର ଶିଶୁ କନ୍ୟା ଗୁରୁତର

କୋରାପୁଟ: ମୋବାଇଲ୍ ଫାଟିବାରୁ ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗାଁରେ । ଆହତ ଶିଶୁକୁ ପ୍ରଥମେ ଲକ୍ଷ୍ମୀପୁର ଡାକ୍ତରଖାନା ଓ ପରେ କୋରାପୁଟ ସ୍ଥାନାନ୍ତର କରାଯାଇଛି । ଆହତ ଶିଶୁ ହେଉଛି…

ଏଣିକି ଲୋକଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍‌

ନୂଆଦିଲ୍ଲୀ: ବର୍ଦ୍ଧିତ କରୋନା ସଂକ୍ରମଣ ମାମଲା ମଧ୍ୟରେ ଶ୍ରୀଲଙ୍କା ଏକ ବଡ ନିଷ୍ପତ୍ତି ନେଇଛି। ବିଚ୍ଛିନ୍ନ ଅଞ୍ଚଳ ଉପରେ ନଜର ରଖିବା ପାଇଁ ପୋଲିସ ଡ୍ରୋନ୍ ବ୍ୟବହାର କରିବାକୁ ଯାଉଛି। ରାଜଧାନୀ କଲମ୍ବୋ ସମେତ ପଶ୍ଚିମ ପ୍ରଦେଶରେ ଲକ୍‌ଡାଉନ୍‌ ଘୋଷିତ ଅଞ୍ଚଳ ଉପରେ ଡ୍ରୋନ୍ ଉଡ଼ିବ। ପୋଲିସର…

ମହାକାଶ ଟ୍ୟାକ୍ସି ସେବା: ଫାଲକନ୍‌-9 ଯାନରେ ଚାରି ମହାକାଶଚାରୀଙ୍କୁ ପଠାଇଲା ନାସା

ମହାକାଶ ଗବେଷଣା କ୍ଷେତ୍ରରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାକୁ ବଡ଼ ସଫଳତା । ଆରମ୍ଭ ହେଲା ମହାକାଶ ଟାକ୍ସି ସେବା । ଆଜି ସଫଳତାର ସହ ପ୍ରଥମ ଅପରେସନାଲ୍‌ ସ୍ପେସ୍‌ ଟାକ୍ସି ଫ୍ଲାଇଟକୁ ମହାକାଶ ଅଭିମୁଖେ ପଠାଇଛି ନାସା । ଫାଲକନ୍‌-9 ମହାକାଶ ଯାନ ପଠାଯାଇଛି । ଏଲନ ମସ୍କର ରକେଟ…

୩୫ ବର୍ଷରେ ପଦାର୍ପଣ କଲେ ଅଭିନେତା ଆଦିତ୍ୟ ରୟ କପୁର

ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କ ୩୫ତମ ଜନ୍ମଦିନ। ୩୫ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି ଅଭିନେତା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି। ୨୦୧୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଆଶିକୀ-୨' ତାଙ୍କୁ ଚଳଚ୍ଚିତ୍ର…

ଆସନ୍ତା ବର୍ଷ ଠାରୁ ଫୋନରେ କଥା ହେବା ପଡ଼ିପାରେ ମହଙ୍ଗା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ ଫୋନରେ କଥା ହେବା ପାଇଁ ଆପଣଙ୍କୁ ଅଧିକ ଦେୟ ଦେବାକୁ ପଡିପାରେ। ଭୋଡାଫୋନ୍-ଆଇଡିଆ ଏବଂ ଏୟାରଟେଲ୍ ସେମାନଙ୍କ ଶୁଳ୍କର ମୂଲ୍ୟକୁ ୧୫-୨୦ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି। ଏହି କମ୍ପାନୀଗୁଡିକ ବର୍ତ୍ତମାନ କ୍ଷତିରେ ଚାଲୁଛନ୍ତି ଏବଂ ଏହି କାରଣରୁ ଶୁଳ୍କ…

କେଦାରନାଥ, ଗଙ୍ଗ‌ୋତ୍ରୀ ଏବଂ ବଦ୍ରିନାଥରେ ପ୍ରବଳ ତୁଷାରପାତ

ନୂଆଦିଲ୍ଲୀ: କେଦାରନାଥରେ ପ୍ରବଳ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ତୁଷାରପାତ ହେତୁ କେଦାରନାଗରୀ ସମ୍ପୂର୍ଣ୍ଣ ଧବଳ ବର୍ଣ୍ଣ ହୋଇଯାଇଥିଲା। ତୁଷାରପାତ ହେତୁ ଧାମରେ ​​ଥଣ୍ଡାର ମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଏଥି ସହିତ ବଦ୍ରିନାଥ ଧାମରେ ମଧ୍ୟ ପ୍ରବଳ ​​ତୁଷାରପାତ ହୋଇଥିଲା। କେବଳ…

ରାଜ୍ୟରୁ କରୋନା ନେଲା ଆଉ ୧୬ ଜୀବନ, ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗି ପାରୁନି ବ୍ରେକ । ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୯ଟି ଜିଲ୍ଲାରୁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା ଓ ୯ ଜଣ ପୁରୁଷ । 3.A…

ଲଗାତାର ଦ୍ୱିତୀୟ ଦିନରେ ରାଜ୍ୟରୁ ୮୦୦ରୁ କମ୍ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଓଡ଼ିଶାରେ ବି ଖସୁଛି ଦୈନିକ ଟ୍ରେଣ୍ଡ । ଲଗାତାର ଦ୍ୱିତୀୟ ଦିନରେ ରାଜ୍ୟରୁ ୮ଶହରୁ କମ୍ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୪୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୩୭ ଓ ଲୋକାଲ୍…

ବିଶ୍ୱ କରୋନା; ୨୪ ଘଣ୍ଟାରେ ୪.୯୦ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ପ୍ରକୋପ ଦିନକୁ ଦିନ ବଢିଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ, ବିଶ୍ୱରେ ୪ ଲକ୍ଷ ୯୦ ହଜାର ନୂତନ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୬ ହଜାର ୬୧୩ ଜଣଙ୍କର ମୃତ୍ୟୁ ହୋଇଛି। ଗତ କିଛି ଦିନରେ…

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ବାଇଡେନ୍‌ ବିରିୟାନୀ’; ଆମେରିକା

ନୂଆଦିଲ୍ଲୀ: ଖାଦ୍ୟ ଭିତରେ ବିରିୟାନୀ ପ୍ରାୟ ସଭିଁଙ୍କ ପସନ୍ଦଯୋଗ୍ୟ ଖାଦ୍ୟ। ତେବେ ବିଭିନ୍ନ ସ୍ଥାନର ବଡ଼ ବଡ଼ ସେଫ୍‌ମାନେ ଏହାକୁ ନେଇ କ୍ରମାଗତ ଭାବରେ ଚମତ୍କାର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହି ସମୟରେ, ଆମେରିକାର ନ୍ୟୁୟର୍କର ଏକ ରେଷ୍ଟୁରାଣ୍ଟରେ ବିରିୟାନୀର ଏକ ନୂତନ ସଂସ୍କରଣ ଦେଖିବାକୁ…