Latest Odisha News

BREAKING NEWS

Yearly Archives

2020

ମାଛ ଧରା ଜାଲରେ ପଡ଼ିଲା ୫ ଫୁଟ ଲମ୍ବା କୁମ୍ଭୀର

ବାଲେଶ୍ୱର: ମାଛ ଜାଲରେ ପଡିଲା ବିରାଟକାୟ କୁମ୍ଭୀର । ପ୍ରାୟ ୫ ଫୁଟର କୁମ୍ଭୀରକୁ ଉଦ୍ଧାର କଲେ ସ୍ଥାନୀୟ ମତ୍ସ୍ୟଜୀବ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରୂପଖଣ୍ଡ ଗାଁରେ ଥିବା ଏକ ନାଳରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି । ଆରୁହାବାଡ ଗାଁର କିଛି ମତ୍ସ୍ୟଜୀବୀ ମାଛ ମାରିବା ପାଇଁ ଜାଲ…

ନୀତିଶଙ୍କ ସହ ଶପଥ ନେବେ ୧୬ ଜଣିଆ ମନ୍ତ୍ରିମଣ୍ଡଳ !

ପାଟନା: ଆଜିଠୁ ବିହାରରେ ଲଗାତାର ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର । ପ୍ରସ୍ତୁତି ସରିଥିବା ବେଳେ ତାଙ୍କ ସହ ବିହାରରେ ଏନଡିଏ ସରକାରରେ ୧୬ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇପାରନ୍ତି । କୁହାଯାଇଛି ନୀତିଶଙ୍କ କ୍ୟାବିନେଟରେ ରହିବେ ଉଭୟ ଜେଡିୟୁ ଓ ବିଜେପିର ୭ ଜଣ…

ବର୍ତ୍ତିଲା ନାହିଁ ପୋଲିସ: ପାଟ୍ରୋଲିଂ ସମୟରେ ପୋଲିସ୍‌କୁ ମାଡ଼ ଅଭିଯୋଗ

ନିମାପଡା: ଅସାମାଜିକ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ। ପାଟ୍ରୋଲିଂ ବେଳେ କିଛି ଯୁବକ ନିମାପଡା ପୋଲିସ ଉପରେ ଆକ୍ରମଣ କରିଥିବା ସୂଚନା। ଏଥିରେ ନିମାପଡା ଥାନାର ଏସାଇ ଏସ୍‌ଆଇ ପ୍ରଦୀପ କୁମାର ଯୁଝାରସିଂଙ୍କ ସମେତ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି ଖବର ଅନୁଯାୟୀ, ଶନିବାର ରାତି…

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ପିକଅପ୍ ଭ୍ୟାନ, ୭ ମୃତ

ହିମାଚଳପ୍ରଦେଶ: କାମ କରିବାକୁ ବିହାରରୁ ଯାଉଥିଲେ ହିମାଚଳପ୍ରଦେଶ । କିନ୍ତୁ ଅଧା ବାଟରେ ଅନାଇ ବସିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଶ୍ରମିକଙ୍କ ଜୀବନ । ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବ୍ରିଜ ତଳେ ଖସି ପଡ଼ିଲା ପିକଅପ୍…

ନୀତୀଶ କୁମାରଙ୍କ ଶପଥ ଗ୍ରହଣରେ ଯୋଗଦେବେ ଅମିତ ଶାହା

ନୂଆଦିଲ୍ଲୀ: ରବିବାର ଦିନ ଏକ ସଭାରେ ନୀତୀଶ କୁମାର ବିହାରରେ ଏନଡିଏର ନେତା ଭାବରେ ନିର୍ବାଚିତ ହୋଇଥିଲେ। ନୀତୀଶ କୁମାର ସପ୍ତମ ଥର ପାଇଁ ବିହାରର କମାଣ୍ଡ ନେବାକୁ ଯାଉଛନ୍ତି। ଚତୁର୍ଥ ସିଧାସଳଖ କାର୍ଯ୍ୟକାଳ ପାଇଁ ନୀତୀଶ କୁମାର ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଆଜି ଅପରାହ୍ନ…

ପୂଜା କରୁ କରୁ ଚାଲିଗଲା ପୂର୍ବତନ ବିଧାୟକଙ୍କ ପ୍ରାଣ

ବେତୁଲ:ମନ୍ଦିରରେ ପୂଜା କରିବା ସମୟରେ ଚାଲିଗଲା ପୂର୍ବତନ ବିଧାୟକଙ୍କ ପ୍ରାଣ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ। ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳର ପୂର୍ବତନ ବିଧାୟକ ବିନୋଦ ଡାଗା ଧନତେରାସ ଦିନ ଜୈନ ଦାଦୱାଡି ମନ୍ଦିରରେ ପୂଜା କରୁଥିଲେ। ପୂଜା ସମାପ୍ତ…

ଟୁଇଟ୍‌ କରି ଗୁଜୁରାଟୀ ନବବର୍ଷ ଏବଂ ଭାଇଦୁଜ୍‌ର ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଗୁଜରାଟୀ ନୂଆ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପିଏମ ମୋଦୀ ଟୁଇଟ୍ କରି ଗୁଜରାଟୀ ଭାଷାରେ ଲେଖିଛନ୍ତି ଯେ ସମସ୍ତ ଗୁଜରାଟୀ ଭାଇ ଓ ଭଉଣୀମାନଙ୍କୁ ନୂଆ ବର୍ଷର ଶୁଭେଚ୍ଛା। ନୂତନ ବର୍ଷରେ ସ୍ୱାସ୍ଥ୍ୟ, ଏବଂ ସମୃଦ୍ଧତା ପାଇଁ…

ଭଦ୍ରକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ, ଜଣେ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ପ୍ରାପ୍ତ ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ଦୁଇ ଯୁବକ ବାଲେଶ୍ବର ଜିଲ୍ଲା ସୋରରୁ ବାଇକ ଯୋଗେ ଚାନ୍ଦବାଲି ଆସୁଥିଲେ ।…

ଭଲ ଖବର: ୨୪ଘଣ୍ଟାରେ ଦେଶରୁ ୩୦ ହଜାର କରୋନା ପଜିଟିଭ୍, ଚାରି ମାସରେ ସବୁଠୁ କମ୍

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଦେଶରୁ ଆସିଲା ଭଲ ଖବର । ଚାରି ମାସରେ ଦୈନିକ ସବୁଠୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୦ ହଜାର ୫୪୯ ସଂକ୍ରମିତ । ଯାହାକି ଗତ ଚାରି ମାସରେ ସବୁଠୁ କମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ…

ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ: ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ

ଭଦ୍ରକ: ଓଡ଼ିଆ ଢଗ ଢ଼ମାଳିରେ ଏକ କଥା ଅଛି 'ଆଳୁ ଖୋଳୁ ଖୋଳୁ ମହାଦେବ'। ତେବେ ଏହି କଥା ଟି ବାସ୍ତବରେ ରୂପାୟନ ହୋଇଛି ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଗୋରାମାଟି ପଞ୍ଚାୟତ ଚକପୁର ଗାଁରେ। ପ୍ରାପ୍ତ ସୂଚନାନୁସାରେ, ଚକପୁର ଗାଁର ବଲଦିଆପଦା ପଡିଆରେ ଗାଁରେ ଏକ ପାର୍କ ନିର୍ମାଣ ପାଇଁ ମାଟି…