କରୋନା କଟକଣା ପାଇଁ ଫିକା ପଡିଛି ଯାଜପୁରର ଗଣପର୍ବ କାଳୀପୂଜା
ଯାଜପୁର: ଯାଜପୁରର ଗଣପର୍ବ ଭାବେ ଜଣା କାଳୀପୂଜା। ଦୀପାବଳୀର ମଧ୍ୟରାତ୍ରିରୁ ଜିଲ୍ଲାରେ ମୋଟ ୬୭ଟି ମଣ୍ଡପରେ ଚାଲିଛି ମା ଶ୍ୟାମାକାଳୀ ଙ୍କ ପୂଜାର୍ଚ୍ଚନା। ପ୍ରତିବର୍ଷ ବେଶ୍ ଧୁମଧାମରେ ମା ଙ୍କ ପୂଜା କରାଯାଏ । ମାତ୍ର ଚଳିତ ବର୍ଷ କୋରୋନା ସଂକ୍ରମଣ ବଢିବା ଭୟରେ ସରକାର ପୂଜା ଉପରେ କଟକଣା…