Latest Odisha News

BREAKING NEWS

Yearly Archives

2020

ରୋମାନ୍ସରେ ବି କମେଡି କରିବେ ଆୟସ୍ମାନ୍ ଓ ସାରା ଅଲ୍ଲି ଖାନ୍ !

ମୁମ୍ବାଇ: ଫିଲ୍ମ ଚଣ୍ଡିଗଡ କରେ ଆଶିକିର ସୁଟିଂରେ ବ୍ୟସ୍ତ ଅଛନ୍ତି ଆୟୁସ୍ମାନ ଖୁରାନା । ଫିଲ୍ମର ନିର୍ଦ୍ଦେଶନା ଭାର ଅଭିଷେକ କାପୁର ସମ୍ଭାଳିଥିବାବେଳେ ଫିମେଲ୍ ଲିଡ୍ ରୋଲ୍‌ରେ ନଜର ଆସିବେ ବାଣୀ କାପୁର । ତେବେ ଖୁବଶୀଘ୍ର ଆୟୁସ୍ମାନଙ୍କୁ ଅଭିନେତ୍ରୀ ସାରା ଅଲ୍ଲି ଖାନଙ୍କ ସହ ବଡ ପରଦାରେ…

୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବିଧାନସଭାରେ ଅନୁଷ୍ଠିତ ହେବ ଶୀତ ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏହି ବୈଠକ ସକାଳ ୧୧ଟାରେ ବସିବ। ବିଧାନସଭା…

ବିରାଟ କୋହଲିଙ୍କ ପାଇଁ ଆପତ୍ତିଜନକ ଭାଷା ବ୍ୟବହାର କରି ସମାଲୋଚନାର ଶିକାର ହେଲେ କଂଗ୍ରେସ ନେତା ଉଦିତ ରାଜ୍‌

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଉଦିତ ରାଜ ଭାରତୀୟ କ୍ରିକେଟ୍ ଅଧିନାୟକଙ୍କ ବିଷୟରେ ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଉଦିତ ରାଜ ବିରାଟ କୋହଲିଙ୍କୁ ଅନୁଷ୍କା ଶର୍ମାଙ୍କ କୁକୁର ବୋଲି କହିଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ସେ ବହୁ ସମାଲୋଚନାର…

ପାଣି ଗରମ କରୁଥିବା ବେଳେ ଚାଲିଗଲା ମା’-ଝିଅଙ୍କ ଜୀବନ

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସାଇନଗରରେ ଘଟିଛି ଅଭାବନୀୟ ଘଟଣା । ମା’-ଝିଅଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଭୟଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନାହିଁ। ତେବେ ପାଣି ଗରମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି…

ଭେଟେରାନ୍ ଅଭିନେତା ସୌମିତ୍ର ଚାଟାର୍ଜିଙ୍କ ଦେହାନ୍ତ

କୋଲକାତା: କିମ୍ବଦନ୍ତୀ ଅଭିନେତା ସୌମିତ୍ର ଚାଟାର୍ଜିଙ୍କର ରବିବାର ଦିନ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, କରୋନା…

ରୋଗାଗ୍ରସ୍ତ ବାପାକୁ ହତ୍ୟା କଲା ପୁଅ

ବରଗଡ: ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଜମିଦାର ପଡା ଅଞ୍ଚଳରେ ପକ୍ଷାଘାତରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ସଉକିଲାଲ୍ ସେଠ୍ ବୋଲି ସୁତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନାନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟା ସମୟରେ କୌଣସି…

୩୧ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଏହି ଦିନ ଅର୍ଥାତ୍ ୧୫ ନଭେମ୍ବର ୧୯୮୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ। ସେ ନିଜ ବ୍ୟାଟିଂ ସହ ଅନେକ ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ୧୬ ବର୍ଷ ବୟସରେ, ସଚିନ୍ କରାଚିସ୍ଥିତ ଜାତୀୟ ଷ୍ଟାଡିୟମରେ…

ଭାଇରାଲ୍ ଭିଡିଓ ଆଗରେ ମୁଣ୍ଡ ନୁଆଁଇଲା ୟୁପି ପୋଲିସ

ଉତ୍ତରପ୍ରଦେଶ: କରୋନା ପାଇଁ ଦେଶର ବିଭିନ୍ନ ରାଜ୍ୟ ବାଣ ଫୁଟାଇବା ଓ ବିକ୍ରୟ ଉପରେ ରୋକ ଲଗାଇଥିଲେ । ଏହି ଧାରାରେ ସାମିଲ ହୋଇ ଉତ୍ତରପ୍ରଦେଶ ପୋଲିସ ବେଆଇନ ବାଣ ବିକ୍ରିକୁ ରୋକିବା ଲାଗି ଅଭିଯାନ ଆରମ୍ଭ କରିଥିଲା । ଏହି ଧାରାରେ ବୁଲନ୍ଦସହରରେ ଜଣେ ବେଆଇନ ବାଣ ବିକ୍ରେତାଙ୍କୁ ପୋଲିସ ଗିରଫ…

ଝାଡଖଣ୍ଡର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ହେଉଛି ଝାଡଖଣ୍ଡ ସ୍ଥାପନା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ରାଜ୍ୟବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ସୂଚନାଯୋଗ୍ୟ ଝାଡଖଣ୍ଡ ରାଜ୍ୟ ୨୦୦୦…

ବରମୁଣ୍ଡାରୁ ଚୋରି ହେଲା, ବ୍ରହ୍ମପୁରରୁ ମିଳିଲା

ଭୁବନେଶ୍ୱର: ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଚୋରି ହେଲା ବସ୍‌, ବ୍ରହ୍ମପୁରୁର ଧରାପଡିଲା । ଗତ ବିଳମ୍ବିତ ରାତିରେ ଦାସ ନାମକ ଏକ ଯାତ୍ରୀବାହୀ ବସ୍ ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ବସ୍ ମାଲିକ କେଦାର ଦାସ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଏହାପରେ…